ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଆଇନଜୀବୀ
ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଆଇନଜୀବୀ । ଆଜି ଜିଲ୍ଲାପାଳଙ୍କ କୋର୍ଟରେ ମାମଲା ଥିଲା । ଏଥିପାଇଁ ଓକିଲ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଜିଲ୍ଲାପାଳ ବ୍ୟସ୍ତ ଥିବାରୁ କୋର୍ଟ କାମ ହୋଇପାରିନଥିଲା । ଏ ନେଇ…