Browsing Tag

collector

ଭଲ କାମ ପାଇଁ ପୁଣି ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲାପାଳ

ନବରଙ୍ଗପୁର(କେନ୍ୟୁଜ୍): ଜିଲ୍ଲାପାଳ ହେବ ତ ଏମିତି। ରାସ୍ତାରେ ଗାଡି ଅଟକାଇ ଦୃଷ୍ଟିହୀନ ଦମ୍ପତ୍ତିଙ୍କ ସୁବିଧା ଅସୁବିଧା ବୁଝିଲେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର। ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ପାତ୍ରି ପଞ୍ଚାୟତର ଦୃଷ୍ଟିହୀନ ଦମ୍ପତି ସମ୍ବାରୁ ଭତ୍ରା ଓ ସ୍ତ୍ରୀ…

ବଲାଙ୍ଗିରରେ ଜେଇଙ୍କ ପିସି ନେବା ଭିଡିଓ ଭାଇରାଲ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳଙ୍କ…

ବଲାଙ୍ଗିର ବ୍ଲକ କାର୍ଯ୍ୟାଳୟରେ ଦୁଇଜଣ ଜେଇଙ୍କ ଭିଡିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଲେ ଜିଲ୍ଲାପାଳ। ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ମହେଶ ଲାଲ ଅଗ୍ରୱାଲ ଓ ପୁଇଁତଳା ବ୍ଲକ ଜେଇ ସତ୍ୟନାରାୟଣ ତ୍ରିପାଠୀଙ୍କ ପିସି ନେବାର ଭିଡିଓ ଭାଇରାଲ ହୋଇଥିଲା। ଏହାକୁ…

ସାବାସ୍ ଜିଲ୍ଲାପାଳ, ଗ୍ରାଉଣ୍ଡ ଜିରୋକୁ ଯାଇ ବୁଝୁଛନ୍ତି ସମସ୍ୟା

ଭୁବନେଶ୍ବର (କେନ୍ୟୁଜ୍) : ଲୋକଙ୍କ ନିକଟତର ହେଉଛି ପ୍ରଶାସନ । ଜନସାଧାରଣଙ୍କ ନିକଟରେ ପହଞ୍ଚୁଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ । କିଭଳି ଲୋକମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇପାରିବେ ତା ଉପରେ ଦିଆଯାଉଛି ସର୍ବାଧିକ ଗୁରୁତ୍ୱ । ତିନି ଜିଲ୍ଲାର ଜିଲ୍ଲାପାଳଙ୍କ ଏଭଳି କିଛି…

ଜିଲ୍ଲାପାଳଙ୍କ ମହନୀୟତା,ହସ୍ପିଟାଲ ନୁହେଁ ନିଜ ଘରେ ବେଡ଼ ଦେଲେ ୧୦୦ ଶିଶୁ ରୋଗୀଙ୍କୁ

ଜିଲ୍ଲାପାଳଙ୍କ ଆବାସ ହେଲା ହସ୍ପିଟାଲ। ମଧ୍ୟପ୍ରଦେଶ ସିଧି ଜିଲ୍ଲାରେ କୁପୋଷଣରେ ଶୀକାର ଶିଶୁଙ୍କୁ ମେଡିକାଲରେ ବେଡ୍‌ ନମିଳିବାରୁ ନିଜ ଘରେ ହିଁ ବେଡ ଲଗାଇଲେ ଜିଲ୍ଲାପାଳ ଅଭିଷେକ ସିହ୍ନା । ପ୍ରାୟ ୫୦୦ ଅସୁସ୍ଥ ଶିଶୁଙ୍କୁ ନେଇ ସେମାନଙ୍କ ପରିବାର ଲୋକଙ୍କୁ ମେଡିକାଲରେ ପହଞ୍ଚିଥିଲେ। ମାତ୍ର…

ବଡ଼ ବାବୁଙ୍କ ବଡ଼ ହୃଦୟ, ନିଜ ଅଫିସରୁ ଏସି ଖୋଲି ଶିଶୁଙ୍କ ୱାର୍ଡରେ ଲଗାଇଲେ କଲେକ୍ଟର

ମଧ୍ୟପ୍ରଦେଶ : ଜିଲ୍ଲାପାଳ ଭାବେ ଆପଣ ଅନେକ ଆଇଏସଙ୍କୁ ବିଷୟରେ ଜାଣିଥିବେ ଯେଉଁ ମାନେ ପ୍ରଶାସନିକ ସେବାରେ ଦୁର୍ନୀତି ସହ ଜଡିତ ଥିବେ। କିମ୍ବା ଲୋକ ସେବାରେ ଦୁର୍ବଳ ଥିବେ। କିନ୍ତୁ ଏଭଳି ଜଣେ ଜିଲ୍ଲାପାଳଙ୍କ ବିଷୟରେ ଶୁଣିନଥିବେ ଯିଏ ମାନବିକତାର ଚରମ ଶୀର୍ଷକୁ ଯାଇ ସମାଜ ପାଇଁ ଉଦାହାରଣ…

ନିଜ ଝିଅକୁ ଅଙ୍ଗନବାଡ଼ିରେ ପଢ଼ାଇ ଉଦାହରଣ ପ୍ରସ୍ତୁତ କଲେ ତାମିଲନାଡ଼ୁ ଜିଲ୍ଲାପାଳ

ଏବେ ପିଲାଙ୍କୁ ପ୍ଲେ ସ୍କୁଲରେ ପଢ଼ାଇବା ଉଚ୍ଚବର୍ଗର ପିତାମାତାଙ୍କ ପାଇଁ ଏକ ଫ୍ୟାସନରେ ପରିଣତ ହୋଇଛି। କିନ୍ତୁ ଏହି ଟ୍ରେଣ୍ଡରେ ଏବେ ପରିବର୍ତ୍ତନ ଆଣିଛନ୍ତି ତାମିଲନାଡ଼ୁର ତିରୁନେଭେଲି ଜିଲ୍ଲାର ଜିଲ୍ଲାପାଳ। ଚେନ୍ନାଇରୁ ୬୦୦କିଲୋମିଟର ଦୂରରେ ରହିଥିବା ଏହି ଜିଲ୍ଳାପଳ ଜଣଙ୍କ ନିଜ ସନ୍ତାନକୁ…

ନୟାଗଡ ଜିଲ୍ଲାପାଳ ପଢାଇଲେ ପାଠ

ନୟାଗଡ (କେନ୍ୟୁଜ୍) : ଜିଲ୍ଲାପାଳ ପଢାଇଲେ ପାଠ । ନୟାଗଡ ଜିଲ୍ଲାପାଳ ଏନ୍.ତିରୁମାଲା ନାଏକ ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମରେ ନୂଆଗାଁ ଚାହାଳି ହାଇସ୍କୁଲର ପିଲାଙ୍କୁ ପାଠ ପଢାଇଛନ୍ତି । ଜିଲ୍ଲାପାଳଙ୍କୁ ପାଖରେ ପାଇ ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଖୁସି ଥିଲେ । ସେପଟେ ଆଗକୁ ବିଦ୍ୟାଳୟର…