Browsing Tag

college student

କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଗୁରୁତର ଛାତ୍ରଙ୍କୁ କଟକ ସ୍ଥାନାନ୍ତର

ମୟୂରଭଞ୍ଜ : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ , ଛୁରାମାଡ଼। ମୟୂରଭଞ୍ଜ-କୁଳିଅଣା ଥାନା ବିବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଛୁରାମାଡ଼ । ଜଣେ ଗୁରୁତର । ଗୁରୁତ୍ୱର ଛାତ୍ର ଜଣକ ହେଲେ ଯୁକ୍ତ ଦୁଇ ବାଣିଜ୍ୟ ଦ୍ୱିତୀୟ ବର୍ଷର ଛାତ୍ର ପ୍ରହ୍ଲାଦ ବିନ୍ଧାଣି । ଅଭିଯୁକ୍ତକୁ ଅଟକ ରଖି…

ଦୁର୍ବୃତ୍ତଙ୍କ ସହ ଲଢ଼ି ନିଜ ଜୀବନ ବଞ୍ଚାଇଲେ ଶୁଭସ୍ମିତା, ନ୍ୟାୟ ଦାବି କରିଛନ୍ତି ପରିବାର ବର୍ଗ

ସାଲେପୁର: ସାହାସୀ ଶୁଭସ୍ମିତା । ନିଛାଟିଆ ରାସ୍ତାରେ ୨ ଦୁର୍ବୃତ୍ତଙ୍କ ସହ ଲଢ଼ି ନିଜ ଜୀବନ ବଞ୍ଚାଇଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଲହୁଲୁହାଣ ହୋଇ ଗୁରୁତର ହୋଇଛନ୍ତି ଶୁଭସ୍ମିତା । ନ୍ୟାୟ ଦାବି କରିଛନ୍ତି ପରିବାର ବର୍ଗ । କଟକ ଜିଲ୍ଲା ମାହାଙ୍ଗା ଜେଏନ କଲେଜର ଛାତ୍ରୀ ଶୁଭସ୍ମିତା ସାହୁ ।…

ଅସଜଡା ପ୍ୟାଣ୍ଟ୍ ପିନ୍ଧି ମହାବିଦ୍ୟାଳୟ ଆସିବା ମନା, ଅଧ୍ୟକ୍ଷଙ୍କ ଅଭିନବ ଶୃଙ୍ଖଳା

ସୁନ୍ଦରଗଡ଼: ଅବାଗିଆ କେଶ ସଜା ସହ ଅସଜଡା ପ୍ୟାଣ୍ଟ୍ ପିନ୍ଧି ମହାବିଦ୍ୟାଳୟ ଆସିବା ମନା । ସାଧସିଧା ପୋଷାକ ସହ ଜଣେ ପାଠ ପଢୁଆ ଛାତ୍ରଙ୍କ ପରି ମହାବିଦ୍ୟାଳୟକୁ ଆସିବେ ଛାତ୍ରଛାତ୍ରୀ । ଏହାକୁ ଅବମାନନା କଲେ କୌଣସି ଛାତ୍ରଛାତ୍ରୀ ମହାବିଦ୍ୟାଳୟରେ ପଶିପାରିବେ ନାହିଁ । ସୁନ୍ଦରଗଡ଼ ଜିଲ୍ଲା…

ହ୍ବାଟ୍ସଆପ୍ ରେ ଷ୍ଟାଟସ୍ ଦେଇ ଝୁଲିପଡିଲେ କଲେଜ୍ ଛାତ୍ରୀ

ଆନନ୍ଦପୁର : ହ୍ବାଟ୍ସଆପ୍ ରେ  ଷ୍ଟାଟସ୍  ଦେଇ ରହୁଥିବା ମେସ୍ ରୁମ୍ ରେ ଆଜି ସନ୍ଧ୍ଯାରେ ବେକରେ ଓଡଣୀ ଲଗାଇ ଝୁଲିପଡି ମୃତ୍ୟୁବରଣ  କରିଛନ୍ତି  ଜଣେ କଲେଜ୍ ଛାତ୍ରୀ । ''ମୁଁ ଦୁଃଖିତ ଆଜି ମୋର ଶେଷ ଦିନ। ଆଉ କାହା ପାଇଁ ଆଜି ମୁଁ ଫସିଗଲି । ମୋର ଭୁଲ ନଥାଇବି ମୁଁ ଦୋଷୀ ହୋଇଗଲି ସେଥିପାଇଁ…

କଲେଜରେ ଦିଆଯାଉଛି ଆତ୍ମ ସୁରକ୍ଷା ଟ୍ରେନିଂ, ଅସଦାଚରଣରୁ ପାଇବେ ରକ୍ଷା

କୌଣସି ଯୁବତୀ ଓ ମହିଳାଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କଲେ ଆଉ ତ୍ରାହି ନାହିଁ । ଝିଅଙ୍କ ସହ ଅସାଦଚରଣ କରିବା ରୋଡ ରୋମିଓଙ୍କୁ ପଡ଼ିବ ମହଙ୍ଗା । ଆଜିର ଦୁନିଆରେ ଝିଅମାନେ ପୁଅମାନଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ଆଉ ଏବେ ତ ପୁରୁଷମାନଙ୍କ ଠାରୁ ମହିଳାମାନେ ଅଧିକ କର୍ମ ନିଯୁକ୍ତ…

କଟକ: ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣା, ଚା ଦୋକାନରୁ ଆଉ ଜଣେ ଅଭିଯୁକ୍ତ ଗିରଫ

କଟକ: କଟକରେ ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ବିଶାଖପାଟଣାର ଏକ ଚା ଦୋକାନରୁ ସପ୍ତମ ଅଭିଯୁକ୍ତଙ୍କୁ ଧରିଲା ବାଦାମବାଡି ପୋଲିସ । ପରିଚୟ ଗୋପନ ରଖି ଏକ ଦୋକାନରେ କାମ କରୁଥିଲା ଅଭିଯୁକ୍ତ । ଘଟଣା ପରଠାରୁ ଗିରଫଦାରୀ ଭୟରେ ଫେରାର ଥିଲା ।  ଏହା…

ସୈତାନ୍ ସାଜିଲା ପ୍ରେମିକ: ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ କଲା ଗଣଦୁଷ୍କର୍ମ, ଅଭିଯୋଗରେ ୬ ଗିରଫ

କଟକ : ସୈତାନ୍ ସାଜିଲା ପ୍ରେମିକ । ବ୍ଲାକମେଲ କରି ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା । କଟକରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଦାମବାଡ଼ି ଥାନା ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି । ଏସସି-ଏସ ଟି…

ମୁମ୍ବାଇ: ହିଜାବ ପରେ କଲେଜରେ ଫଟା ଜିନ୍ସ ଏବଂ ଟି ସାର୍ଟ ମନା, ଏହି କଲେଜରେ ଲାଗୁ ହେଲା ଡ୍ରେସ କୋଡ୍‌

ମୁମ୍ବାଇର ଆଚାର୍ଯ୍ୟ ମରାଠା କଲେଜରେ ହିଜାବ ବ୍ୟାନ୍‌ ପରେ ଫଟା ଜିନ୍ସ, ଟି ସାର୍ଟ କିମ୍ବା ଅଶ୍ଳୀଳ ପୋଷାକ ପିନ୍ଧିବାକୁ ବାରଣ କରାଯାଇଛି । ଏଥିପାଇଁ କଲେଜ ତରଫରୁ ଏକ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ଏବେ କଲେଜକୁ କୌଣସି ଛାତ୍ର ଫଟା ଜିନ୍ସ, ଟି ସାର୍ଟ କିମ୍ବା ଅଶ୍ଳୀଳ…

ବଞ୍ଚିବା ପାଇଁ ସଂଘର୍ଷ କରୁଛି ଏହି ମହାବିଦ୍ୟାଳୟ, ପାଠ ପଢ଼ିବା ପାଇଁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ

ନରସିଂହପୁର(କେନ୍ୟୁଜ): ନାହିଁ ନାହିଁ ରେ ଚାଲିଛି ନରସିଂହପୁର ମହାବିଦ୍ୟାଳୟ । ନା ଅଛି ଭିତ୍ତିଭୂମି ନା ଅଛି ପିଲାଙ୍କ ପାଇଁ କିଛି ବି ସୁବିଧା । ମଣିଷ ତିଆରି କାରଖାନା ଏବେ ନିଜେ ବଞ୍ଚିବା ପାଇଁ କରୁଛି ସଘଂର୍ଷ । କଟକ ଜିଲ୍ଲା ନରସିଂହପୁର ସଦର ମହକୁମାରେ ଥିବା ଏହି ମହାବିଦ୍ୟାଳୟ…

ଜଘନ୍ୟ ହତ୍ୟାକାଣ୍ଡ, ନିଜ ପରିବାରର ୬ ଜଣଙ୍କୁ ହତ୍ୟା କଲା ଶ୍ରୀଲଙ୍କା ଛାତ୍ର

କାନାଡା ରାଜଧାନୀ ଓଟାଓ୍ଵାରେ ଛୁରୀ ଭୁସି ୬ ଜଣଙ୍କୁ ହତ୍ୟା । ସେଠାରେ ରହୁଥିବା ଶ୍ରୀଲଙ୍କାର ୧୯ ବର୍ଷୀୟ ଛାତ୍ର ନିଜ ପରିବାରର ୬ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଜଣାପଡିଛି । ଓଟାଓ୍ଵା ପୋଲିସ ଏହି ମାମଲାରେ ଛାତ୍ରଙ୍କୁ ଗିରଫ କରିଛି । ସୂଚନା ମୁତାବକ, କାନାଡା ରାଜଧାନୀ ଓଟାଓ୍ଵାରେ…

ନିଶା ଦେଇ କଲେଜ ଛାତ୍ରୀଙ୍କୁ ଉଠାଇ ନେଲେ, ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ପରିବାର

ସାଲେପୁର (କେନ୍ୟୁଜ): ଆବର୍ଜନା ଗୃହରୁ ଅଚେତ ଅବସ୍ଥାରେ କଲେଜ ଛାତ୍ରୀ ଉଦ୍ଧାର ଘଟଣାରେ ଥାନାରେ ଏତଲା । ସାଲେପୁର ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ ମାମୁ । ଗତକାଲି ଛାତ୍ରୀ ଜଣକ ଅପହରଣ ହୋଇଥିଲେ । ଛାତ୍ରୀଙ୍କ କହିବାନୁଯାୟୀ, କଲେଜ ସରିବା ପରେ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା…

ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ସମ୍ବଲପୁର (କେନ୍ୟୁଜ): ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଲେଜ ଯାଉଥିବା ବେଳେ ଏକ ଟ୍ରକ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ ପଦାର କଲୋନୀର ସୋନାଲ ଭଗତ । ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ…