ହିଜାବକୁ ବିରୋଧ କରି ଖୋଲିଦେଲେ ସବୁ କପଡ଼ା, ଇରାନ୍ ବିଶ୍ୱବିଦ୍ୟାଳୟରେ ଯୁବତୀଙ୍କ ଅଦ୍ଭୁତ ପ୍ରଦର୍ଶନ
ଇରାନରେ ମହିଳାମାନେ ଦୀର୍ଘ ଦିନରୁ ହିଜାବକୁ ବିରୋଧ କରିଆସୁଛନ୍ତି । ନିକଟରେ ଜଣେ ଯୁବତୀ ରାସ୍ତା ମଝିରେ ଦେହରୁ କପଡ଼ା ଖୋଲି ଅଦ୍ଭୁତ ବିରୋଧ ପ୍ରଦର୍ଶନ କରିଛନ୍ତି । ସୋସିଆଲ ମିଡିଆ ଭିଡିଓ ଏବଂ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶର କଡ଼ା ଇସଲାମିକ୍ ଡ୍ରେସ୍ କୋଡ୍ ବିରୋଧରେ ଯୁବତୀ ଇରାନ୍…