Browsing Tag

college student

ବଞ୍ଚିବା ପାଇଁ ସଂଘର୍ଷ କରୁଛି ଏହି ମହାବିଦ୍ୟାଳୟ, ପାଠ ପଢ଼ିବା ପାଇଁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ

ନରସିଂହପୁର(କେନ୍ୟୁଜ): ନାହିଁ ନାହିଁ ରେ ଚାଲିଛି ନରସିଂହପୁର ମହାବିଦ୍ୟାଳୟ । ନା ଅଛି ଭିତ୍ତିଭୂମି ନା ଅଛି ପିଲାଙ୍କ ପାଇଁ କିଛି ବି ସୁବିଧା । ମଣିଷ ତିଆରି କାରଖାନା ଏବେ ନିଜେ ବଞ୍ଚିବା ପାଇଁ କରୁଛି ସଘଂର୍ଷ । କଟକ ଜିଲ୍ଲା ନରସିଂହପୁର ସଦର ମହକୁମାରେ ଥିବା ଏହି ମହାବିଦ୍ୟାଳୟ…

ଜଘନ୍ୟ ହତ୍ୟାକାଣ୍ଡ, ନିଜ ପରିବାରର ୬ ଜଣଙ୍କୁ ହତ୍ୟା କଲା ଶ୍ରୀଲଙ୍କା ଛାତ୍ର

କାନାଡା ରାଜଧାନୀ ଓଟାଓ୍ଵାରେ ଛୁରୀ ଭୁସି ୬ ଜଣଙ୍କୁ ହତ୍ୟା । ସେଠାରେ ରହୁଥିବା ଶ୍ରୀଲଙ୍କାର ୧୯ ବର୍ଷୀୟ ଛାତ୍ର ନିଜ ପରିବାରର ୬ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଜଣାପଡିଛି । ଓଟାଓ୍ଵା ପୋଲିସ ଏହି ମାମଲାରେ ଛାତ୍ରଙ୍କୁ ଗିରଫ କରିଛି । ସୂଚନା ମୁତାବକ, କାନାଡା ରାଜଧାନୀ ଓଟାଓ୍ଵାରେ…

ନିଶା ଦେଇ କଲେଜ ଛାତ୍ରୀଙ୍କୁ ଉଠାଇ ନେଲେ, ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ପରିବାର

ସାଲେପୁର (କେନ୍ୟୁଜ): ଆବର୍ଜନା ଗୃହରୁ ଅଚେତ ଅବସ୍ଥାରେ କଲେଜ ଛାତ୍ରୀ ଉଦ୍ଧାର ଘଟଣାରେ ଥାନାରେ ଏତଲା । ସାଲେପୁର ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ ମାମୁ । ଗତକାଲି ଛାତ୍ରୀ ଜଣକ ଅପହରଣ ହୋଇଥିଲେ । ଛାତ୍ରୀଙ୍କ କହିବାନୁଯାୟୀ, କଲେଜ ସରିବା ପରେ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା…

ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ସମ୍ବଲପୁର (କେନ୍ୟୁଜ): ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଲେଜ ଯାଉଥିବା ବେଳେ ଏକ ଟ୍ରକ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ ପଦାର କଲୋନୀର ସୋନାଲ ଭଗତ । ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ…

ଚଣ୍ଡୀଗଡ ୟୁନିଭର୍ସିଟିରେ ଉତ୍ତେଜନା: ଭାଇରଲ ହେଲା ୬୦ ଛାତ୍ରୀଙ୍କ ଗାଧୋଇବା ବେଳର ଭିଡିଓ, ଛାତ୍ର ଗିରଫ

ପଞ୍ଜାବର ଚଣ୍ଡୀଗଡ ୟୁନିଭର୍ସିଟିରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ୬୦ ଜଣ ଛାତ୍ରୀଙ୍କ ଗାଧୋଉଥିବା ଭିଡିଓ କରି ଭାଇରଲ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏମାନଙ୍କ ମଧ୍ୟରୁ ୮ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏମାନଙ୍କ ମଧ୍ୟରୁ ୨…

ଆତ୍ମହତ୍ୟା ପାଇଁ ଯୁବଛାତ୍ର ଆପଣାଇଲେ ଯନ୍ତ୍ରଣାଦାୟକ ବାଟ, ହାତକୁ ଇଲେକ୍ଟ୍ରି ତାରରେ ବାନ୍ଧି କରେଣ୍ଟ ଲଗାଇଦେଲେ

ମଣିଷ ଯେତେବେଳେ ହାର ମାନିଯାଏ, ସେତେବେଳେ ଆପଣାଏ ଭିନ୍ନ ପନ୍ଥା। ଆଉ ନିଜ ଜୀବନକୁ କିଛି ନ ବୁଝି ବାଜି ଲଗାଇଦିଏ। ତେବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଛାତ୍ର ଏପରି ଆତ୍ମହତ୍ୟା କରିଛନ୍ତି, ଯାହା ବିଷୟରେ ଆପଣ ଜାଣିଲେ ହୁଏତ ସ୍ତବ୍ଧ ହୋଇଯିବେ। ଛାତ୍ର ଜଣକ ଆତ୍ମହତ୍ୟା ପାଇଁ ବହୁତ…

ଅଡ଼ଶପୁର କଲେଜ ଛାତ୍ରୀଙ୍କୁ ବିଚ୍‌ ରାସ୍ତାରେ ଛୁରା ମାଡ଼

ଅଡ଼ଶପୁର(କେନ୍ଯୁଜ୍) : ବିଚ୍‌ ରାସ୍ତାରେ କଲେଜ ଛାତ୍ରୀଙ୍କୁ ଛୁରାମାଡ଼ । ଅଡ଼ଶପୁର କଲେଜ ଛାତ୍ରୀଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ଚିକିତ୍ସା ପାଇଁ ତାଙ୍କୁ ପଠାଯାଇଛି କଟକ ବଡ଼ ମେଡିକାଲ । ରାଜୁ ବେହେରା ନାମକ ଜଣେ ଯୁବକ ଆକ୍ରମଣ କରି ଫେରାର…

କୁଚିଣ୍ଡାରେ କଲେଜ ଛାତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ : ଅଭିଯୁକ୍ତ ଅଟକ

ସମ୍ବଲପୁର : କୁଚିଣ୍ଡାରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ । ମହୁଲପାଲି କୁନ୍ତରା ମହାବିଦ୍ୟାଳୟର ଛାତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି । ଛାତ୍ରୀଙ୍କ ବେକରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କୁନ୍ତରା ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତକୁ…