Browsing Tag

colombia

କଲମ୍ବିଆରେ ଭୟଙ୍କର ଭୂସ୍ଖଳନ: ମାଟି ତଳେ ଚାପି ହୋଇ ୩୪ ମୃତ, ଅନେକ ଦବିଥିବା ଆଶଙ୍କା

କଲମ୍ବିଆ ଭୟଙ୍କର ଦୁର୍ଘଟଣା । ଉତ୍ତର ପଶ୍ଚିମ ସ୍ଥିତ ରିସାରାଲ୍ଡା ପ୍ରାନ୍ତରେ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇ ୩୪ଜଣଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନ ଯୋଗୁ ମାଟି ତଳେ ଦବି ହୋଇଯାଇଛି ଯାତ୍ରୀବାହୀ ବସ୍ । ଫଳରେ ଲୋକଙ୍କ ଜୀବନ ଚାଲିଯାଇଛି । ତେବେ ମାଟି ତଳେ ଚାପି ହୋଇଥିବା ଯୋଗୁଁ ମୃତ୍ୟୁ…

ବିପଦ ଥିବା ଜାଣି ଉଡାଉ ଥିଲେ ବିମାନ, ଛାତରେ ଖସି ୮ ମୃତ

ନୂଆଦିଲ୍ଲୀ : ସୋମବାର କଲମ୍ବିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଏକ ଆବାସିକ ଅଞ୍ଚଳରେ ଖସିପଡିଥିବାର ଜଣାପଡିଛି। ଫଳରେ ସେଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ କଲମ୍ବିଆର ଦ୍ୱିତୀୟ ବୃହତ୍ତମ ସହର ମେଡେଲିନରେ ଏହି ବିମାନ ଦୁର୍ଘଟଣା ଘଟିଛି। ସୋମବାର…

କଲମ୍ବିଆ: ସୁନା ଖଣି ଧସି ୧୦ ଶ୍ରମିକଙ୍କ ମୃତ୍ୟୁ

କଲମ୍ବିଆର ଲୋଙ୍ଗଟୁଆରେ ସୁନା ଖଣି ଧସି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକଙ୍କ ପତ୍ତା ମିଳି ପାରିନାହିଁ। ସେଠାକାର ରାଜ୍ୟପାଳ କହିଛନ୍ତି ଯେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ହେଉଛନ୍ତି ସୁନା ଖଣିରେ କାମ କରୁଥିବା ଶ୍ରମିକ। ଏଭଳି ଅଭାବନୀୟ ଘଟଣା ପରେ ରାଜ୍ୟପାଳ…

ବିଶ୍ବ ରେକର୍ଡ କରିଥିବା ଦୁନିଆର ସବୁଠାରୁ ଓଜନିଆ ଆମ୍ବ, ଓଜନ ୪.୨୫ କେଜି

ଗରମ ସିଜିନ ଆସିଯିବା ମାତ୍ରେ ଫଳ ରାଜା ଆମ୍ବ ଚାରିଆଡେ ଦେଖିବାକୁ ମିଳେ। ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ଯନ୍ତ ବିଭିନ୍ନ ସ୍ଥାନରେ ପେନ୍ଥା ପେନ୍ଥା ଆମ୍ବ ଫଳିଥିବ ଆପଣ ନିଶ୍ଚିତ ଦେଖିଥିବେ। ଏହା ବାଦ୍ ମଧ୍ୟ ବଜାରରେ ବି ଆମ୍ବ ବିକ୍ରି ହେଉଛି । ତେବେ ଆମ୍ବର ଓଜନ କେତେ ହୋଇପାରେ, କେବେ…

ଗଭୀର ଖାଲ ଉପରେ ଝୁଲି ରହିଛି ଏହି ହୋଟେଲ, ଜୀବନକୁ ବାଜି ଲଗାଇ ଫଟୋ ଉଠେଇବାକୁ ଆସନ୍ତି ଲୋକେ

କିଛି କରିଦେଖାଇବାର ଜୋସ୍‌ ରଖୁଥିବା ଲୋକମାନେ କୌଣସି କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ। ଏମାନେ ଅସମ୍ଭବକୁ ସମ୍ଭବରେ ପରିଣତ କରିଥାନ୍ତି। କଲମ୍ବିଆର ଏକ ପର୍ବତାରୋହୀ ଏମିତି ଏକ ଅଦ୍ଭୁତ କାମ କରି ଦେଖାଇଛନ୍ତି ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ସେ ଏକ ଖାଲ ଭିତରେ…

ଡ୍ରେସରେ ଡ଼ିସକାଉଣ୍ଟ ପାଇବା ପାଇଁ ଅଣ୍ଡରଗାର୍ମେଣ୍ଟସରେ ଫଟୋ ସେୟାର କଲେ ଜଜ, ଏବେ ଯାଇପାରେ ଚାକିରି

କଲମ୍ବିଆର ଜଣେ ଜଜ୍ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମ ମ୍ୟୁନିସିପାଲ କ୍ରିମିନାଲ ଜଜ Vivian Polaniaଙ୍କ ବିରୋଧରେ ଏବେ ତଦନ୍ତ ଚାଲିଛି କାରଣ ସେ ଡ୍ରେସରେ ଡ଼ିସକାଉଣ୍ଟ ପାଇଁ ନିଜର ଅଣ୍ଡରଗାର୍ମେଣ୍ଟସରେ ଫଟୋ ଉଠାଇଛନ୍ତି । ତେବେ ଏହି ଫଟୋଗୁଡ଼ିକ ଖବରକାଗଜରେ…

ଏମିତି ଏକ ନଦୀ, ଯିଏ ପ୍ରତ୍ୟେକ ମାସରେ ବଦଳାଇଥାଏ ନିଜର ରଙ୍ଗ !

ଆପଣ ଠିକ୍ ହିଁ ପଢିଛନ୍ତି ରଙ୍ଗିନ୍ ଦୁନିଆ । କାହିଁକି ନା ଆମେ ଆଜି ଆପଣଙ୍କୁ ଏମିତି ଗୋଟେ ରଙ୍ଗିନ୍ ଦୁନିଆ ସହ ପରିଚୟ କରାଇବୁ ।କୋଲମ୍ବିଆରେ ଏକ ନଦୀ ଅଛି ଯାହାକୁ ପ୍ରକୃତି ଦେଇଛି ଏକ ଏମିତି ଅଲଗା ପ୍ରକାରର ସୁନ୍ଦରତା ଯାହା ସାମ୍ନାରେ ଦେଖିଲା ପରେ ମଧ୍ୟ ବିଶ୍ବାସ କରିପାରିବା ଅସମ୍ଭ…