Browsing Tag

color changing cake

ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି ଏହି ମ୍ୟାଜିକ୍‌ କେକ୍‌, ଆପେ ଆପେ ବଦଳିଯାଉଛି ରଙ୍ଗ; ଦେଖନ୍ତୁ ଭିଡିଓ

ଏବେ ସୋସିଆଲ ମିଡିଆରେ ଏକ କେକ୍‌ ବେଶ୍‌ ଚର୍ଚ୍ଚାରେ ରହିଛି। ଆପଣ ଭାବୁଥିବେ କେକ୍‌ରେ ଏମିତି କ’ଣ ଅଛି ଯେ ତାହା ଚର୍ଚ୍ଚାରେ। ତେବେ ଆମେ କହି ରଖିବାକୁ ଚାହିଁବୁ ଯେ ଏହା କୌଣସି ସାଧାରଣ କେକ୍‌ ନୁହେଁ। ବରଂ ରଙ୍ଗ ବଦଳାଉଥିବା କେକ୍‌। ଏହି କେକ୍‌କୁ ବୁଲାଇଲେ ତାହାର ରଙ୍ଗ ବଦଳିଯାଏ। ପ୍ରଥମେ…

ଇଣ୍ଟରନେଟରେ ଭାଇରଲ ହେଉଛି ଏହି ମ୍ୟାଜିକ କେକ, ଯିଏ ବଦଳାଉଛି ନିଜ ରଙ୍ଗ !

ଏବେ ଏବେ ଇଣ୍ଟରନେଟରେ ଏକ କେକ ଚର୍ଚ୍ଚାର ବିଷୟ ହୋଇଛି। ଏହାର ଖାସିୟତ ହେଉଛି, ଏହି କେକ ରଙ୍ଗ ବଦଳାଉଛି। କେକକୁ ରୋଟେଟ କଲେ, ଏହା ଅଲଗା ରଙ୍ଗରେ ନଜର ଆସୁଛି। ପ୍ରଥମେ ଦେଖିଲେ କେକଟି ସୂର୍ଯ୍ୟାଲୋକ ପରି ଲାଲ, ହଳଦିଆ ଏବଂ କମଳା ଦେଖାଯାଉଛି। କିନ୍ତୁ ଯେତେବେଳେ ଆପଣ ଏହାକୁ ବୁଲାଇବେ, ଏହାର…