ସିଡ଼ି ପାଇଁ ବାସ୍ତୁ ଟିପ୍ସ, ନକରାତ୍ମକତାକୁ ଦୂରେଇ ରଖିବ ଏହି ୬ଟି ରଙ୍ଗ
ଘରେ ଶାନ୍ତି ଏବଂ ଖୁସି ବଜାୟ ରଖିବା ପାଇଁ ବାସ୍ତୁ ଶାସ୍ତ୍ର ଅନେକ ନିୟମ ଉଲ୍ଲେଖ କରିଛି । ରୋଷେଇ ଘର, ଡାଇନିଂ ହଲ୍, ବାସସ୍ଥାନ, ବାଥରୁମ୍ ଏବଂ ବାଲକୋନି ପାଇଁ ଅନେକ ନିୟମ ରହିଛି । ଏହି ନିୟମକୁଡିକ ପାଳନ କରିବା ଦ୍ବାରା ବାସ୍ତୁ ଦୋଷ ଦୂର ହୁଏ ବୋଲି ବିଶ୍ବାସ କରାଯାଏ । ଏହି ଶାସ୍ତ୍ର…