Browsing Tag

colour full chicken

ସଙ୍କଟରେ ମା ରାମଚଣ୍ଡୀଙ୍କ ପୀଠର ଆକର୍ଷଣ ପାଲଟିଥିବା ରଙ୍ଗବେରଙ୍ଗର କୁକୁଡା, ଖାଦ୍ଯ ଅଭାବକୁ ପାଇବାକୁ ବସିଲେଣି ଲୋପ

ବେଗୁନିଆ: ରଙ୍ଗବେରଙ୍ଗର କୁକୁଡା । କିଏ ଗଛ ଡାଳ ଉପରେ ବସିତ ତ, କିଏ ପାହାଡ ଉପରେ । ପୁଣି ଆଉ କିଏ ନିଜ ନିଜ ଭିତରେ ଲଢେଇ କରୁଛନ୍ତି । କୁକୁଡୁ କୁକୁଡୁ ଶବ୍ଦରେ ଫାଟି ପଡୁଛି ସାରା ପରିବେଶ । ଏ ହେଉଛି ବେଗୁନିଆ ବ୍ଳକ୍ ଗଡମାଣିତ୍ରୀଠାରେ ଥିବା ପ୍ରମୁଖ ପର୍ଯ୍ଯଟନ କ୍ଷେତ୍ର ମା ରାମଚଣ୍ଡୀଙ୍କ…