କମ୍ବିଂ ଅପରେସନ ବେଳେ ଆଇଇଡି ବ୍ଲାଷ୍ଟ, ଜଣେ ଯବାନ ଗୁରୁତର
ବଣାଇଁ : କମ୍ବିଂ ଅପରେସନ ବେଳେ ଆଇଇଡି ବ୍ଲାଷ୍ଟ । ଜଣେ ଯବାନ ଗୁରୁତର । ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ବାଙ୍କୋ ସଂଲଗ୍ନ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି । ଗୁରୁତର ଯବାନଙ୍କୁ ମେଡିକାଲ ପଠାଯାଇଛି । ଓଡ଼ିଶା ଓ ଝାଡଖଣ୍ଡ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ବେଳେ ବ୍ଲାଷ୍ଟ ହୋଇଛି ।
ଆହୁରି…