Browsing Tag

commission-rate police takes on remand

କୋଭିଡ୍‌ ଯୋଦ୍ଧାଙ୍କ ନାଁରେ ମିଛ ଖବର ଭାଇରାଲ ଘଟଣାରେ ଖୋଳତାଡ ଜାରି, ଗିରଫ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା…

ଭୁବନେଶ୍ୱର (କେନ୍ୟୁଜ ବ୍ୟୁରୋ): କୋଭିଡ୍‌ ଯୋଦ୍ଧାଙ୍କ ନାଁରେ ମିଛ ଖବର ଭାଇରାଲ ଘଟଣାରେ ଖୋଳତାଡ ଜାରି ରହିଛି । ଆଜି ଗିରଫ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ତିନି ଦିନିଆ ରିମାଣ୍ଡରେ ନେଇ ସେମାନଙ୍କଠାରୁ ଅଧିକ ତଥ୍ୟ ହାସଲ କରିବ କ୍ୟାପିଟାଲ୍‌ ଥାନା ପୋଲିସ ।…