Browsing Tag

commissionerate police

ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସ ହାତରେ ବଡ଼ ବନ୍ଧୁକ ରାକେଟ୍, ୫ ବନ୍ଧୁକ ଜବତ, ୨ ଗିରଫ

ଭୁବନେଶ୍ବର (କେନ୍ୟୁଜ): ନିର୍ବାଚନ ପୂର୍ବରୁ ଭୁବନେଶ୍ବର କମିଶନରେଟ ପୋଲିସ ହାତରେ ବଡ଼ ବନ୍ଧୁକ ରାକେଟ୍ । ୫ ଟି ସେମି ଅଟୋମେଟିକ ବନ୍ଧୁକ ସହ ୨୪ ରାଉଣ୍ଡ ଗୁଳି ଜବତ। 7. 65 ଏମଏମର ୪ ଟି ବନ୍ଧୁକ ଓ ୨୦ ରାଉଣ୍ଡ ଗୁଳି ଓ ଗୋଟିଏ ୯ ଏମ ଏମ ବନ୍ଧୁକ ସହ ୪ ରାଉଣ୍ଡ ଗୁଳି ଜବତ କରିଛି ସ୍ପେଶାଲ…

ହୋଲି ପାଇଁ ଭୁବନେଶ୍ୱର ପୋଲିସର କଡା ସୁରକ୍ଷା ବ୍ୟବସ୍ଥା, ଅମାନିଆଙ୍କ ଉପରେ ନଜର

ଭୁବନେଶ୍ୱର : ହୋଲି ପାଇଁ ଭୁବନେଶ୍ୱର ପୋଲିସର ସୁରକ୍ଷା ବ୍ୟବସ୍ଥା । ୩୧ଟି ସ୍ଥାନରେ ପୋଲିସ ଅମାନିଆକୁ ଜଗିବ । ପିସିଆର ସହ ୧୭ଟି ମୋବାଇଲ ଭେହିକିଲ ବୁଲିବେ। ଅମାନିଆଙ୍କ ଉପରେ ସିସିଟିଭିରେ ନଜର ରଖିବ ପୋଲିସ । ଷ୍ଟାଇକିଙ୍ଗ ଫୋର୍ସ ମୁତୟନ ହେବେ । ୪ଟି ଗାଧୁଆ ତୁଠରେ ଜଗିବ ପୋଲିସ । କେମିକାଲ…

କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ, ତାଲା ପଡ଼ିଥିବା ଘରକୁ କରୁଥିଲେ ଲୁଟ୍‌

ଭୁବନେଶ୍ୱର (କେନ୍ୟୁଜ): କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ । ଦୁଇ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ  । ୨୧ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ୭ କେଜି ରୂପା ଓ ୭ ଶହ ଗ୍ରାମ ସୁନା ଜବତ କରିଛି ପୋଲିସ । ତାଲା ପଡ଼ିଥିବା ଘରକୁ ଟାର୍ଗେଟ କରୁଥିଲେ ଲୁଟେରା । ବ୍ଲକିଂ…

ରାଜଧାନୀରେ କମିସନରେଟ ପୋଲିସ୍ ନଜରରେ ଅମାନିଆ ଗାଡି ଚାଳକ, ରେଡ୍ ଲାଇଟ ଡେଇଁ ପଳାଉଥିବା ୨୦ଟି ଗାଡି ସିଜ୍

ଭୁବନେଶ୍ଵର(କେନ୍ୟୁଜ): ରେଡ୍ ଲାଇଟ ଡେଇଁ ପଳାଇ ଯାଉଥିଲେ ହୋଇଯାଆନ୍ତୁ ସାବଧାନ୍ । ଏବେ ସାବାଡ ହେବେ ଅମାନିଆ ଡ୍ରାଇଭର । ରାଜଧାନରେ ଦୁର୍ଘଟଣା ରୋକିବାକୁ ଅନେକ ସମୟରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଉଛି । ଏହି କ୍ରମରେ ଆଉ ଏକ ପଦକ୍ଷେପ ନେଇଛି କମିଶନରେଟ୍‌ ପୋଲିସ୍‌ । ଟ୍ରାଫିକ୍ ପୋଷ୍ଟରେ…

ଟୁଇନ ସିଟିରେ ନିସ୍ତାର ନାହିଁ ମଦ୍ୟପ ଡ୍ରାଇଭରଙ୍କୁ, ୨୫ ଗାଡ଼ି ଜବତ ଓ ଡ୍ରାଇଭର ଗିରଫ

ଭୁବନେଶ୍ୱର : ଟୁଇନ ସିଟିରେ ନିସ୍ତାର ନାହିଁ ମଦ୍ୟପ ଡ୍ରାଇଭରଙ୍କୁ । ମଦ୍ୟପାନ କରି ଗାଡି ଚଳେଇଲେ ଗାଡ଼ି ହେବ ସିଜ୍ ଏବଂ  ଡ୍ରାଇଭର ଯିବେ ଜେଲ। ମାସକ ଭିତରେ ରାଜଧାନୀରେ ୬୮୬ ଗାଡ଼ିକୁ ସିଜ କରିଛି ପୋଲିସ। ୧୦୦ ଜଣଙ୍କ ବିରୋଧରେ ହୋଇଛି ମାମଲା । ଅତ୍ୟଧିକ ମଦ୍ୟପାନ କରିଥିବା ଗାଡ଼ି ଚାଳକଙ୍କ…

ମଦ୍ୟପ ଡ୍ରାଇଭର ହେବେ ସାବାଡ଼, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରୁ କମିବ ହିଟ୍ ଆଣ୍ଡ ରନ୍ ମାମଲା । ମଦ୍ୟପ ଡ୍ରାଇଭର ଧରାପଡ଼ିଲେ ଆଉ ନିସ୍ତାର ନାହିଁ । ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଉତ୍ପାତ କମାଇବା ପାଇଁ ପଦକ୍ଷେପ ନେଉଛି କମିଶନରେଟ ପୋଲିସ । ଛକଛକରେ ପୋଲିସ ଜଗିଛନ୍ତି ଏବଂ ଆଦାୟ କରୁଛନ୍ତି ମୋଟା ଅଙ୍କର ଜରିମାନା…

ବାର୍ ପାଇଁ ଜାରି ହେଲା ନୂଆ ନିୟମ: କମିଶନରେଟ ପୋଲିସର ବିନା ଅନୁମତିରେ ରଖିପାରିବେନି ବାଉନସର୍

ଭୁବନେଶ୍ୱର (କେନ୍ୟୁଜ): ଏଣିକି ବାର୍ ଜଗିବେ ନାହିଁ ବାଉନସର । ବାରରେ ବାଉନସର୍ ରଖିବା ଉପରେ ଲାଗିବ ଲଗାମ। କମିଶନରେଟ ପୋଲିସର ବିନା ଅନୁମତିରେ ବାରରେ ବାଉନସର୍ ରଖିପାରିବେନି ମାଲିକ। ଏନେଇ କମିଶନରେଟ୍ ପୋଲିସ ଅଧୀନସ୍ଥ ଅଞ୍ଚଳରେ ଥିବା ବାର୍ ଗୁଡିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି…

ଟ୍ରାଫିକ ଭଙ୍ଗକାରୀଙ୍କ ବିରୋଧରେ କମିଶନରେଟ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ, ୧୦୨ ମାମଲା ରୁଜୁ

ଭୁବନେଶ୍ୱର : କଟକ-ଭୁବନେଶ୍ୱର କମିଶନରେଟ ପୋଲିସର ଟ୍ରାଫିକ ଭଙ୍ଗକାରୀଙ୍କ ପାଇଁ କଡା ଆଭିମୁଖ୍ୟ । ଯେଉଁମାନେ ଟ୍ରାଫିକ ନିୟମ ଭାଙ୍ଗିବେ ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି X ରେ ଡିସିପି ଟ୍ରାଫିକ ପୋଷ୍ଟ କରିଛନ୍ତି । ଦୈତ ନଗରୀରେ ଟ୍ରାଫିକ ଭଙ୍ଗକାରୀଙ୍କ ଉପରେ କଡ଼ା ପଦକ୍ଷେପ…

୧୭ ବର୍ଷରେ ପାଦ ଥାପିଲା କମିଶନରେଟ ପୋଲିସ

୧୬ବର୍ଷ ପୁରି ୧୭ବର୍ଷରେ ପାଦ ଥାପିଲା କମିଶନରେଟ ପୋଲିସ । ଆଜି ସପ୍ତମ ବାଟାଲିୟନ ପଡ଼ିଆରେ ୧୬ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଉତ୍ସଵରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅପରାଧ ଦମନ ,ବିଭିନ୍ନ ବଡ଼ ବଡ଼ ଯାତ୍ରା, ହକି ବିଶ୍ୱକପ, ବିଭିନ୍ନ…

ତିନ୍ ପାହାଡ଼ି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଧରିବାକୁ ରାଜ୍ୟ ବାହାରେ ରେଡ କରିବ କମିଶନରେଟ ପୋଲିସ

କୁଆଡ଼େ ଗଲା ତିନ୍ ପାହାଡ଼ି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ? ତାକୁ ଧରିବାକୁ କମିଶନରେଟ ପୋଲିସ ଟିମ ରାଜ୍ୟ ବାହାରେ ରେଡ କରିବ । ଗତକାଲି ଗ୍ୟାଙ୍ଗର ୮ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରାଯାଇଥିଲା । ହେଲେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଓ ଏଥିରେ ସାମିଲ ଥିବା ସାଇବର ଏକ୍ସପର୍ଟ ବାହାରେ ଲୁଚିଛନ୍ତି…

କମିଶନରେଟ୍ ପୋଲିସର ବଡ ପଦକ୍ଷେପ: ମାଲିକଙ୍କୁ ଫେରାଇଲା ଚୋରି ବାଇକ ଓ ମୋବାଇଲ୍

ଭୁବନେଶ୍ୱର (କେନ୍ୟୁଜ): ଚୋରି ଗାଡି ଓ ମୋବାଇଲ ମାଲିକଙ୍କୁ ଫେରାଇଛି ପୋଲିସ । ଭୁବନେଶ୍ବରର ବିଭିନ୍ନ ଥାନା ଅଞ୍ଚଳରୁ ୨୭ଟି ଚୋରି ବାଇକ ଫେରାଇଲା କମିସନରେଟ ପୋଲିସ । ଚଳିତ ବର୍ଷ ରାଜଧାନୀରେ ୮୦୦ ମୋବାଇଲ ଓ ୧୬୭ ବାଇକ ଫେରାଇଛି ପୋଲିସ । ଗାଡି ଓ ମୋବାଇଲ ପାଇ ଖୁସି ହେବା ସହ ପୋଲିସକୁ…

ଦଶହରା ପାଇଁ ରାଜଧାନୀରେ କଡା ସୁରକ୍ଷା: ଦାୟିତ୍ବରେ ରହିବେ ୩୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର (କେନ୍ୟୁଜ): ଦଶହରା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି । ରାଜଧାନୀର ୧୮୮ ଟି ସ୍ଥାନରେ ହେବ ଦୁର୍ଗାପୂଜା । ସୁରକ୍ଷା ଦାୟିତ୍ବରେ ରହିବେ ୩୧ ପ୍ଲାଟୁନ ଫୋର୍ସ । ୨୦ ରୁ ୨୫ ଅକ୍ଟୋବର ଯାଏଁ ପୋଲିସ ଛାଉଣୀରେ ରହିବ ରାଜଧାନୀ । ଟ୍ରାଫିକ କଟକଣା ସହ ବ୍ଲକିଂ ଓ…