Browsing Tag

commissionrate police

ସାବଧାନ! ପାର୍ବଣରେ କମିଶନରେଟ ପୋଲିସ କରୁଛି ଜୋରଦାର ଚେକିଂ

କେନ୍ୟୁଜ୍(ବ୍ୟୁରୋ): ଆକ୍ସନ ମୋଡରେ କମିଶନରେଟ ପୋଲିସ । ପାର୍ବଣରେ ପୋଲିସର ଜୋରଦାର ଚେକିଂ। ରାଜଧାନୀର ବିଭିନ୍ନ ବାର, ନାଇଟ କ୍ଲବ ଓ ଡ୍ୟାନସ ବାରରେ କମିଶନରେଟ୍ ପୋଲିସ ବିଳମ୍ବିତ ରାତି ଯାଏଁ ଚେକିଂ କରିଥିଲା। କଟକ ରୋଡ଼, ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳରେ ଥିବା ନାଇଟ…

ଗିରଫ ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ, ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ଗିରଫ ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ। ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି କମିଶନରେଟ ପୋଲିସ। ସୌରୀନଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ। ଏ ନେଇ ଆଜି ସୂଚନା…

ତଦନ୍ତରେ ଅବହେଳା ପଡିଲା ମହଙ୍ଗା: ଏକ ବର୍ଷ ପର୍ଯ୍ୟନ୍ତ କମିଶନରେଟ୍‌ ପୋଲସର ଏକ ଆଇଆଇସିଙ୍କୁ ଫିଲଡ ପୋଷ୍ଟିଂ ବ୍ୟାନ କଲେ…

କଟକ(କେନ୍ୟୁଜ୍):  ତଦନ୍ତରେ ଅବହେଳା ମହଙ୍ଗା ପଡିଲା । କମିଶନରେଟ୍‌ ପୋଲସର ଏକ ଥାନା ଆଇଆଇସିଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା । ଏକ ବର୍ଷ ପର୍ଯ୍ୟନ୍ତ ସମିତା ମିଶ୍ରଙ୍କୁ ଫିଲଡ ପୋଷ୍ଟିଂ ମନା । ଏହା ସହ ଏକ ମାସ ଯାଏଁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ନେବେ ଟ୍ରେନିଂ । ପୋଲିସ କମିଶନରଙ୍କୁ…

ନକଲି ଔଷଧର ତଦନ୍ତ ପାଇଁ ବିହାରରେ କମିସନରେଟ ପୋଲିସ ଟିମ୍‌, ସହଯୋଗ ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ବର(କେନ୍ୟୁଜ୍):କଟକରେ ନକଲି ଔଷଧ ନେଇ ତନାଘନା। ନକଲି ଔଷଧର ତଦନ୍ତ ପାଇଁ ବିହାରରେ କମିସନରେଟ ପୋଲିସର ଟିମ୍‌। ତଦନ୍ତ ପ୍ରକ୍ରିୟାରେ ସହଯୋଗ ପାଇଁ ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଓଡିଶା ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ଓଡ଼ିଶାରେ ଜବତ ହୋଇଥିବା ନକଲି ମେଡ଼ିସିନ ଟେଲମା-୪୦,…

ଆରମ୍ଭ ହେଲା ବସ୍ତିର ମହିଳା ଓ ଯୁବତୀଙ୍କ ମେହେନ୍ଦି ପ୍ରଶିକ୍ଷଣ, ତାଲିମ ଦେଇ ସ୍ୱାବଲମ୍ବୀ କରିବାକୁ କମିଶନରେଟ ପୋଲିସର…

ଭୁବନେଶ୍ବର(କେନ୍ୟୁଜ୍):ଆରମ୍ଭ ହେଲା ବସ୍ତିର ମହିଳା ଓ ଯୁବତୀଙ୍କ ମେହେନ୍ଦି ପ୍ରଶିକ୍ଷଣ । କମିଶନରେଟ ପୋଲିସ ପକ୍ଷରୁ ବସ୍ତିର ମହିଳା ଓ ଯୁବତା ମାନଙ୍କୁ ତାଲିମ ଦେଇ ସ୍ୱାବଲମ୍ବୀ କରିବାକୁ ଏକ ଅଭିନବ ପ୍ରୟାସ । କମିଶନରେଟ ପୋଲିସର ବସ୍ତିକୁ ଚାଲ ଅଭିଯାନ ଅନ୍ତର୍ଗତରେ ଏହି ତାଲିମ ଶିବିରର…

ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପି ପାରିବେନି ଅପରାଧୀ, ଆଜି ଠାରୁ ଆରମ୍ଭ ହେଲା ଜେଲ ପରେଡ଼

ଭୁବନେଶ୍ବର(କେନ୍ୟୁଜ୍):ଆଜି ଠାରୁ ଆରମ୍ଭ ହେଲା ଜେଲ ପରେଡ଼ । ଆଉ ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପି ପାରିବେନି ଅପରାଧୀ। ଜେଲ ଫେରନ୍ତାଙ୍କୁ ସାବାଡ଼ କରିବା ଲାଗି ପୁଣି ରଣନୀତି ପ୍ରସ୍ତୁତ କରିଛି କମିଶନରେଟ ପୁଲିସ ।ପ୍ରତି ରବିବାର ଜେଲ ରେ ପରେଡ଼ ହେବ ।  ଥାନା ଅଧିକାରୀ ଏବଂ…

ଚୋରି ମୋବାଇଲ ବାଣ୍ଟିଲା କମିଶନରେଟ ପୋଲିସ, ବ୍ୟବହାରକାରୀ ଫେରିପାଇଲେ ନିଜ ଫୋନ

ଭୁବନେଶ୍ବର(କେନ୍ୟୁଜ୍):   ଚୋରି ମୋବାଇଲ ଫେରିପାଇଲେ ବ୍ୟବହାରକାରୀ । କମିଶନରେଟ୍‌ ପୋଲିସ ଉଦ୍ୟମରେ ଚୋରି ହୋଇଥିବା ୧୦୮ ମୋବାଇଲ ଫେରିପାଇଲେ ବ୍ୟବହାରକାରୀ । ଏହି ଉପଲକ୍ଷେ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ମୋବାଇଲ ମେଳା । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ,…

ସଫଳ ହେଲା କମିଶନରେଟ ପୋଲିସର ଡ୍ରିମ୍ସ ପ୍ରୋଜେକ୍ଟ, ୫୦ ଜଣ ଯୁବକଙ୍କୁ ନିଶା କବଳରୁ କରିଛି ମୁକ୍ତ

କେନ୍ୟୁଜ୍(ବ୍ୟୁରୋ):  ନିଶା ଛାଡି ନୂଆ ଜୀବନ ଆରମ୍ଭ କରିଛନ୍ତି । ରାଜଧାନୀର ନିଶାଗ୍ରସ୍ତ ଯୁବକଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ କମିଶନରେଟ ପୋଲିସର ଡ୍ରିମ୍ସ ପ୍ରୋଜେକ୍ଟ ସଫଳ ହୋଇଛି । ଫେବ୍ରୁଆରୀରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ୫୦ ଜଣ ଯୁବକଙ୍କୁ ନିଶା କବଳରୁ ମୁକ୍ତ କରାଯାଇଛି ।…

ସାବାଧାନ! ମାତିଛନ୍ତି ସୁନ୍ଦରୀ ସାଇବର ଲୁଟେରା:  ଅଶ୍ଳୀଳ ଭିଡିଓ ପଠାଇ ଆକାଉଣ୍ଟ କରିଦେଉଛନ୍ତି ଖାଲି, ପୋଲିସ କଲା…

ଭୁବନେଶ୍ବର(କେନ୍ୟୁଜ୍): ସାଇବର ଲୁଟର ଭିନ୍ନ ତରିକା ଆପଣାଇଛନ୍ତି ଲୁଟେରା ମାନେ । ଲୋକଙ୍କ ଆକାଉଣ୍ଟକୁ ଖାଲି କରିବା ପାଇଁ ଏଭଳି ପନ୍ଥା ଆପଣାଉଛନ୍ତି ଯେ ସାଧାରଣ ଲୋକଟିଏ ଏମାନଙ୍କ ଚାଲ୍ କୁ ବୁଝିବା କଷ୍ଟ ସାଧ୍ୟ ହୋଇପଡୁଛି। ଏଭଳି ଏକ ଲୁଟ ତରିକା ସାମ୍ନାକୁ  ଆସିଛି ଯାହାକୁ ଜାଣିଲେ ପୁରା…

୧୪ ବର୍ଷରେ କମିସନରେଟ ପୋଲିସ: ସଂଗଠିତ ଅପରାଧ, ଜମିଜମା ଅପରାଧ ଓ ଡ୍ରଗ୍‌ସ କାରବାର ଉପରେ ରୋକ ଲଗାଇବା ଚଳିତବର୍ଷ ଫୋକସ 

ଭୁବନେଶ୍ବର(କେନ୍ୟୁଜ୍): ୧୪ ବର୍ଷରେ ପଦାର୍ପଣ କରିଛି କମିସନରେଟ ପୋଲିସ। ପ୍ରତିଷ୍ଠା ଦିବସ ଭର୍ଚୁଆଲ ମୋଡରେ ପାଳିତ ହୋଇଛି। ଟ୍ଵିନସିଟିରେ କଳେବର ବଢୁଥିବାରୁ କମିସନରେଟ ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପୋଲିସ ଡିଜି ସୁନୀଲ ବଂଶଲ ଯୋଗ ଦେଇ…

ସାବଧାନ ଟ୍ବିନ ସିଟି ଅଫିସର, ଚାନ୍ଦା ମାଗିଲେ ହେବେ ବନ୍ଧା

କେନ୍ୟୁଜ୍(ବ୍ୟୁରୋ):  ଦାଦାବଟିକୁ ନା । ଚାନ୍ଦା ମାଗିଲେ ବନ୍ଧା ହେବେ । ଦୁର୍ଗାପୂଜା ପାଇଁ ଟୁଇନସିଟିର ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିସନର । ଯିଏ ଜବରଦସ୍ତି ଚାନ୍ଦା ମାଗିବାକୁ ଉଦ୍ୟମ କରିବ କିମ୍ବା ଚାନ୍ଦା ମାଗିବ ତାଙ୍କୁ ଛଡା ଯିବ ନାହିଁ । ଚାନ୍ଦା ମାଗୁଥିବା…

୨୦୧୨ ମେ’ମାସରେ ଗୋଠପାଟଣା ହତ୍ୟାକାଣ୍ଡ ଘଟଣା: ଢେଙ୍କାନାଳ କାମାକ୍ଷାନଗରରେ ପୋଷ୍ଟର ମାରିଲା ଚନ୍ଦକା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ୨୦୧୨ ମେ'ମାସରେ ଗୋଠପାଟଣା ହତ୍ୟାକାଣ୍ଡ ଘଟଣା। ଆଜି ଚନ୍ଦକା ପୋଲିସର ଏକ ୪ ଜଣିଆ ଟିମ୍‌ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପହଞ୍ଚି ବିଭିନ୍ନ ଗାଁକୁ ଯାଇ ପଚରାଉଚୁରା କରିବା ସହ ପୋଷ୍ଟର ମାରିଛନ୍ତି। ଏହି ଟିମ୍‌ର ନେତୃତ୍ୱ ନେଇଛନ୍ତି ଚନ୍ଦକା ଆଇଆଇସି। ୨୦୧୨…