Browsing Tag

commissionrate

କମିଶନରରେଟ ପୋଲିସ ହାତରେ ବଡ ନକଲି ସାର୍ଟିଫିକେଟ୍‌ରେ ଚାକିରି ରାକେଟ, ୫ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ୍): କମିଶନରେଟ ପୋଲିସ ହାତରେ ଆଉ ଏକ ବଡ ନକଲି ସାର୍ଟିଫିକେଟ୍‌ରେ ଚାକିରି ରାକେଟ । ଗତକାଲି ମାଷ୍ଟର ମାଇଣ୍ଟ ରଣପୁର ସବ୍‌ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗ ଜୁନିଅର ଆସିଷ୍ଟାଣ୍ଟ ବିଭୂତି ଭୂଷଣ ମିଶ୍ରକୁ ଗିରଫ କରିଛି ଳକ୍ଷ୍ମୀସାଗର ଥାନା ପୋଲିସ । ୩ ଶହ ଚାକିରି…

ପେସାଦାର ଅପରାଧୀ ସାବଧାନ ! ପାର୍ବଣକୁ ଦୃଷ୍ଟିରେ ରଖି ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ପାର୍ବଣକୁ ଦୃଷ୍ଟିରେ ରଖି ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ। ପେଶାଦାର ଅପରାଧୀଙ୍କ ଉପରେ ରହିବ କଡା ନଜର। ସିସିଟିଭି ନଜରରେ ପୁରା ରାଜଧାନୀର କୋଣ ଅନୁକୋଣ ରହିଛି। ରାଜଧାନୀର ପ୍ରବେଶ ଓ ପ୍ରସ୍ଥାନ ଜାଗାରେ ନାକାବନ୍ଦୀ ଚାଲିଛି। ଦଫା ୧୧୦ ଲାଗିଥିବା ଅଭିଯୁକ୍ତ ଥାନାରେ…

ଟ୍ବିନ ସିଟିରେ ଅପରାଧ ନିୟନ୍ତ୍ରଣ ଶାଖା ଖୋଲାଯିବ, କମିଶନରେଟ୍‌ ଅଞ୍ଚଳରେ ୩ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ବିହାର ମୁଙ୍ଗେରରୁ ବନ୍ଧୁକ ଆସୁଛି ଓଡ଼ିଶାକୁ , ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସମେତ ୭ ଗିରଫ

କେନ୍ୟୁଜ୍(ବ୍ୟୁରୋ):  କଟକ କମିଶନରେଟ ପୋଲିସକୁ ବଡ଼ ସଫଳତା । ବନ୍ଧୁକ କାରବାର ଅଭିଯୋଗରେ ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସମେତ ୭ ଜଣ ଗିରଫ । ଦୁଇ କିଙ୍ଗପିନ ହେଲେ ଟିଟୋ ସହଯୋଗୀ ବିଜୟ ନାୟକ ଓ ଜଗନ୍ନାଥ ଦାସ । କାଳିଆବୋଦା ମଠ ପଡ଼ିଆ ନିକଟରେ ବନ୍ଧୁକ କାରବାର ଚାଲିଥିବା ବେଳେ ସେମାନଙ୍କୁ ଗିରଫ…

କମିଶନରଟେ ପୋଲିସରେ ଖୋଲିଲା ସାଇବର ଡେସ୍କ, ଅଜଣା ନମ୍ବରରୁ ଫୋନ ଆସିଲେ ପୋଲିସକୁ ଖବର ଦିଅନ୍ତୁ

କେନ୍ୟୁଜ୍(ବ୍ୟୁରୋ):  କମିଶନରଟେ ପୋଲିସରେ ଖୋଲିଲା ସାଇବର ଡେସ୍କ । ଜଣେ ଏସଆଇଙ୍କ ସହ ୭ ଜଣ ଦାୟିତ୍ୱରେ ରହିବେ । ଠକାମୀର ଶିକାର ହୋଇଥିବା ଲୋକେ ସହାୟତା ନମ୍ବର 7440006709ରେ ଯୋଗାଯୋଗ କରିପାରିବେ । ଲୋକଙ୍କୁ ୪ଟି ସେବା ଦିଆଯିବ । ପ୍ରଥମେ ଠକ ମୋବାଇଲ ଫୋନ ନମ୍ବରକୁ ବ୍ଲକ କରାଯିବ ।…

କମିଶନରେଟ ପୋଲିସର ‘ବସ୍ତିକୁ ଚାଲ’ ଅଭିଯାନ, ଅପରାଧ କମାଇବା ପାଇଁ ପୋଲିସର ଇନଫରମର ସାଜିବେ ବସ୍ତି ପିଲା

କେନ୍ୟୁଜ୍(ବ୍ୟୁରୋ): ନୂଆବର୍ଷରେ ନୂଆ ଯୋଜନା । କମିଶନରେଟ ପୋଲିସର ବସ୍ତିକୁ ଚାଲ ଅଭିଯାନ । ରାଜଧାନୀ ଭୁବନେଶ୍ୱରରେ ବସ୍ତିରେ ଅପରାଧିକ କାର୍ଯ୍ୟକଳାପ ବଡୁଛି । ବାହାର ରାଜ୍ୟରୁ ଆସି ଅପରାଧୀ ବସ୍ତିରେ ରହୁଛନ୍ତି । ଆଉ ଅପରାଧ ଘଟାଇବା ପରେ ଫେରାର ହୋଇଯାଉଛନ୍ତି । ବିଗତ ଦିନରେ ଏପରି…

କଟକରୁ ସିନ୍ଥେଟିକ୍‌ ପନିର୍‌ ଜବତ ଘଟଣା: କୋଲକାତ ଗଲା କମିଶନରେଟ ପୋଲିସର ଏକ ଟିମ

କଟକ(କେନ୍ୟୁଜ୍):  କଟକରୁ ସିନ୍ଥେଟିକ୍‌ ପନିର୍‌ ଜବତ ଘଟଣାରେ ତନାଘନା ତଦନ୍ତ ଚଳାଇଛି କମିଶନରେଟ ପୋଲିସ । କୋଲକାତରୁ ସିନ୍ଥେଟିକ ପନିର ଆସୁଥିବା ସୂଚନା ମିଳିବା ପରେ ସେଠାକୁ କମିଶନରେଟ ପୋଲିସର ଏକ ଟିମ ଯାଇଛି । ଗତକାଲି ଏହି ଘଟଣାରେ ଜଣେ ବ୍ୟବସାୟୀ ଶୁକଦେବ ସାହୁକୁ ଗିରଫ କରିଥିଲା…

କମିଶନରେଟ ପୋଲିସର ଆଉ ଏକ କର୍ଯ୍ୟାନୁଷ୍ଠାନ, ଦୁର୍ଦ୍ଦାନ୍ତ ଅପରାଧୀକୁ ସିଧା ତଡିପାରର ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ‘ଦାଦା ବଟି କୁ ନା’ ଅଭିଯାନରେ କମିଶନରେଟ ପୋଲିସର ଆଉ ଏକ କର୍ଯ୍ୟାନୁଷ୍ଟାନ। ଦୁର୍ଦ୍ଦାନ୍ତ ଅପରାଧୀକୁ ସିଧା ତଡିପାରର ନିର୍ଦ୍ଦେଶ ଦେଇଛି କମିଶନରେଟ ପୋଲିସ। ଦୁର୍ଦ୍ଦାନ୍ତ ଅପରାଧର ଭାରତ ଭୂଷଣ ସ୍ବାଇଁକୁ  ଏହି ନିର୍ଦ୍ଦେଶ ଦିଆଯାଇଛି। ଡି ବ୍ରଦର୍ସ ଲିଙ୍କ ଭାରତ ଭୂଷଣ…

ମାଲିକେ ମନ୍ଦିର ପ୍ରାଙ୍ଗଣରେ କୁକୁରକୁ ଝାଡ଼ା ବସାଇଥିଲେ, ଏବେ କମିଶନରେଟ ପୋଲିସ ତାଙ୍କ କଥା ବୁଝିବେ

ଭୁବନେଶ୍ବର(କେନ୍ୟୁଜ୍): ପୁରୁଣା ଭୁବନେଶ୍ବର ସ୍ଥିତ ବକ୍ରେଶ୍ବର ମନ୍ଦିର ଭିତରେ କୁକୁରକୁ ମଳତ୍ୟାଗ କରାଇବା ଘଟଣା, କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ। ଆଜି ସକାଳୁ ଜଣେ ବ୍ୟକ୍ତି ନିଜ ପାଳିତ କୁକୁରକୁ ଭୁବନେଶ୍ବରର ବକ୍ରେଶ୍ବର ମନ୍ଦିର ପ୍ରାଙ୍ଗଣରେ ମଳତ୍ୟାଗ କରାଉଥିବାର ଏକ ଫଟୋ…

ସାବଧାନ ! ମୋବିଲାଇଜେସନ ଲେଟର ନଥିଲେ କାଲିଠାରୁ ଅଟକାଇବ କମିଶନରେଟ ପୋଲିସ, ଟ୍ବିଟ ମାଧ୍ୟମରେ ଦେଲା ସୂଚନା

କେନ୍ୟୁଜ୍(ବ୍ୟୁରୋ):  ସେମାବାର ଠାରୁ  ରାଜାଧାନୀରେ କଡାକଡି ହେବ ଚେକିଂ। ଅଫିସ ଯିବା ଅସିବା ସମୟରେ ଆଇଡି କାର୍ଡ ସହ ମୋବିଲାଇଜେସନ ଲେଟର ନ ଆଣିଲେ ବାଟରେ ଅଟକାଇବ ପୋଲିସ। ଟ୍ବିଟ କରି ଏହି ସୂଚନା ଦେଇଛି କମିଶନରେଟ ପୋଲିସ। ଲକଡାଉନ ନିୟମକୁ କଡା କଡି ହେବ ବୋଲି ପୋଲିସ କମିଶନର ସୁଧାଂଶୁ…

ପୁଣି ଖାକିରେ କଳଙ୍କ, ମହିଳାଙ୍କୁ ଏସିଡ ଆଟକର ଧମକ ଦେଇ କ୍ୟାପିଟାଲ ଥାନାର ରସିକିଆ ASI ହେଲେ ନିଲମ୍ବିତ

କେନ୍ୟୁଜ୍(ବ୍ୟୁରୋ): ପୁଣି  ଖାକିରେ କଳଙ୍କ। ମହିଳାଙ୍କୁ ଏସିଡ ଆଟକର ଧମକ ଦେବା ଘଟଣାରେ  କ୍ୟାପିଟାଲ ଥାନାର ASI ହେଲେ ନିଲମ୍ବିତ। ମିଳିଥିବ ସୂଚନା ମୁତାବକ ବର୍ତ୍ତମାନ କମିଶନରେଟ୍ ପୋଲିସ୍ କଣ୍ଟ୍ରୋଲ୍ ରୁମରେ କର୍ଯ୍ୟରତ ଥିବା ଏଏସ୍ଆଇ ସୁବ୍ରତ ଜ୍ଞାନରଞ୍ଜନ ଜଣେ ମହିଳାଙ୍କ ସହ ସୋସିଆଲ…