Browsing Tag

commit suicide

କୁଦୋପାଲି ଗ୍ରାମର ଆତ୍ମହତ୍ୟା କଲେ ସ୍ବାମୀ-ସ୍ତ୍ରୀ          

ଵଲାଙ୍ଗିର : ସ୍ବାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା।  ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଆଗଲପୁର ବ୍ଲକ ଝର୍ଣୀପାଳି ପଞ୍ଚାୟତର କୁଦୋପାଲି ଗ୍ରାମରେ ।  ଉଭୟ ସ୍ବାମୀ-ସ୍ତ୍ରୀ କୌଣସି କାରଣରୁ ବିଲ ମଝିରେ ସ୍ଵାମୀ ରଶି ଲଗାଇ ଏକ ଗଛ ମୂଳରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ସ୍ଵାମୀଙ୍କ…

ପରୀକ୍ଷାରେ ଖରାପ ହେଲା, ଝୁଲିପଡିଲେ ଆଇଆଇଟି କାନପୁରର ଏମଟେକ୍‌ ଛାତ୍ର

ଆଇଆଇଟି କାନପୁରର ଏମଟେକ୍ ଛାତ୍ର ଜୀବନ ହାରିଛନ୍ତି । ବୁଧବାର ରାତିରେ ପଙ୍ଖାରେ ଫାଶୀ ଲଗାଇ ଝୁଲିପଡିଛନ୍ତି । ଛାତ୍ର ଜଣକ ଜୀବନ ହାରିବା ପରେ ଅନ୍ୟ ଛାତ୍ରମାନେ ତାଙ୍କୁ ତୁରନ୍ତ ହସପିଟାଲରେ ନେଇ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏବେ ପୋଲିସ…

ଘର ପୋଡ଼ି ଦୁଃଖ ସହିନପାରି ଜୀବନ ହାରିଲେ ମହିଳା

ଯାଜପୁର ଟାଉନ: ଯାଜପୁର ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ବିତନା ପଞ୍ଚାୟତ ପୁରସ୍ତମପୁର ଗ୍ରାମରେ ବିଦ୍ୟୁତ୍ ସଟସର୍କିଟରୁ ଘର ପୋଡ଼ି ଲକ୍ଷାଧିକ ଟଙ୍କା ସୁନା ଗହଣା ଓ ଘରର ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି। ଏ ଦୁଃଖ ସହି ନପାରି ଘରର ମହିଳା ଆତ୍ମହତ୍ୟା କରିବା ପରି ଘଟଣା ସାମନାକୁ ଆସିଛି ।…

ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା, ଅନାଥ ହୋଇପଡିଲେ ଦୁଇ ଝିଅ

ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇ ରହିବେ ବୋଲି ଶପଥ ନେଇଥିଲେ, ଆଉ ପଛକୁ ପଛ ଚାଲିଗଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା। ଦୀପାବଲି ଦିନ ଏକ ଦୁର୍ଘଟଣାରେ ସ୍ବାମୀ ଗୋକୁଳାଚନ୍ଦ୍ର ନନ୍ଦଙ୍କ ମୃତ୍ୟୁ ହୋଇଥିଲା। ସନ୍ଧ୍ୟା ବେଳେ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ଅନ୍ୟ ଏକ…

ଗୁଜରାଟରେ ଗୋଟିଏ ପରିବାରର ଗଣ ଆତ୍ମହତ୍ୟା, ୬ ଜଣ ବିଷ ପିଇଲେ ଓ ଜଣେ ରଶି ଲଗାଇଲେ

ଗୁଜରାଟରେ ଗୋଟିଏ ପରିବାରର ଗଣ ଆତ୍ମହତ୍ୟା। ପରିବାରର ୭ ଜଣ ଆତ୍ମହତ୍ୟା କରିଛନ୍ତି। ହୃଦୟ ବିଦାରକ ଘଟଣା ଘଟିଛି ସୁରତରେ। ପାଲାନପୁର ସିଦ୍ଧେଶ୍ବର ଆପାର୍ଟମେଣ୍ଟରେ ରହୁଥିଲେ ଏହି ପରିବାର। ମୃତକଙ୍କ ଭିତରେ ୩ ଜଣ ଶିଶୁ ଅଛନ୍ତି। ୬ ଜଣ ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ଜଣେ ରଶି ଲଗାଇ…

ଗଙ୍ଗାଧର ମେହେର ହଷ୍ଟେଲରେ ଛାତ୍ର ଆତ୍ମହତ୍ୟା ମାମଲା, ସୁଇସାଇଡ୍ ନୋଟ୍ ଆଧାରରେ ପୋଲିସ ତଦନ୍ତ ଜାରି

ସମ୍ବଲପୁର : ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଛାତ୍ର ଆତ୍ମହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ। ପୁଅ ଆତ୍ମହତ୍ୟା କରିପାରିବ ନାହିଁ ବୋଲି କହିଲେ ମୃତ ଘନଶ୍ୟାମଙ୍କ ବାପା। ପରୀକ୍ଷା ଦେଇସାରି ହଷ୍ଟେଲ ଫେରିବା ପରେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା।…

ବିଜେପି ବିଧାୟକଙ୍କ ସରକାରୀ ବାସଭବନରେ ଝୁଲୁଛି କର୍ମଚାରୀଙ୍କ ମୃତଦେହ, ପୋଲିସର ତଦନ୍ତ ଜାରି

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ବିଜେପି ବିଧାୟକ ଯୋଗେଶ ଶୁକ୍ଲାଙ୍କ ସରକାରୀ ଭବନରେ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା । ମୃତକ ଜଣକ ୨୪ ବର୍ଷୀୟ ଶ୍ରେଷ୍ଠ ତିଓ୍ଵାରୀ, ସେ ବାରବାଙ୍କିର ହାଇଦରଗଡରେ ବସବାସ କରନ୍ତି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ହେଲେ…

ବାରିପଦା: ପିଆରଏମ ମେଡିକାଲ କଲେଜର ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଡାକ୍ତର ଛାତ୍ରଙ୍କ ମୃତଦେହ ଉଦ୍ଧାର

ମୟୁରଭଞ୍ଜ(କେନ୍ୟୁଜ୍): ପିଆରଏମ ମେଡିକାଲ କଲେଜର ହଷ୍ଟେଲ ରୁମରେ ଝୁଲନ୍ତା ଅବସ୍ଥାରେ ଡାକ୍ତର ଛାତ୍ରଙ୍କ ମୃତଦେହ ଉଦ୍ଧାର। କଲେଜ ପରିସର ରେ ଶୋକର ଛାୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆ ସ୍ଥିତ ପିଆରଏମ ମେଡିକାଲ କଲେଜ ପରିସରରେ। ମୃତ ଡାକ୍ତର…

ସ୍ୱାମୀଙ୍କ ପକେଟରୁ ମହିଳାଙ୍କ ଫଟୋ ବାହାରିବା ପରେ ପତ୍ନୀଙ୍କ ଭୟଙ୍କର ନିଷ୍ପତ୍ତି, ରଶି ଲଗାଇ କଲେ ଆତ୍ମହତ୍ୟା

କୁହାଯାଏ, ପତି-ପତ୍ନୀଙ୍କ ସମ୍ପର୍କ ବିଶ୍ୱାସରେ ବନ୍ଧା । ତେବେ ଏହି ବିଶ୍ୱାସ ଅଭାବ ହେଲେ ସନ୍ଦେହ ଜନ୍ମ ହୁଏ । ଆଉ ସନ୍ଦେହରୁ ଯେତେସବୁ ଅଭାବନୀୟ ଘଟଣା । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ଉତ୍ତର ପ୍ରଦେଶର ହରିମପୁର ଜିଲ୍ଲାରେ । ସ୍ୱାମୀଙ୍କ ପକେଟରୁ ଜଣେ ମହିଳାଙ୍କ ଫଟୋ ଦେଖିବା ପରେ…

ପାରିବାରିକ କଳହ ବିବଶ କଲା: ବେକରେ ଶଢୀ ଲଗାଇ ଝୁଲିପଡିଲେ ତିହିଡି ଥାନାର କନେଷ୍ଟବଳ

ଭଦ୍ରକ(କେନ୍ୟୁଜ୍): ପାରିବାରିକ କଳହର କରୁଣ ପରିଣତି। ବେକରେ ଶଢୀ ଲଗାଇ ଝୁଲିପଡିଲେ ତିହିଡି ଥାନାର କନେଷ୍ଟବଳ। ଆତ୍ମହତ୍ୟା କରିଥିବା କନେଷ୍ଟବଳ ହେଉଛନ୍ତି ତୋଫାନୀ ପା। ସେ ସରକାରୀ ବାସଭବନରେ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଘଟଣା ବିଷୟରେ ଜାଣିବା ପରେ ତିହିଡି ପୋଲିସ ତଦନ୍ତ…