Browsing Tag

commits suicide

ସିଆରପିଏଫ୍ କ୍ୟାମ୍ପ ଭିତରେ ଜୀବନ ହାରିଲେ ଯବାନ, ନିଜ ସର୍ଭିସ ରିଭଲଭରରେ ନିଜକୁ କଲେ ଗୁଳି

ମାଲକାନଗିରି (କେନ୍ୟୁଜ): ସିଆରପିଏଫ୍ କ୍ୟାମ୍ପ ଭିତରେ ଯବାନଙ୍କ ଆତ୍ମହତ୍ୟା । ୧୫୦ ବାଟାଲିୟନର ଜଣେ ଯବାନ ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସୁକମା ଜିଲ୍ଲା ଦୋରରନାପାଲ ନିକଟରେ ଥିବା ସିଆରପିଏଫ୍ କ୍ୟାମ୍ପରେ…

ପ୍ରେମରେ ଅସଫଳ ହେବାରୁ ଆତ୍ମହତ୍ୟା ଉଦ୍ୟମ କଲେ ବିବାହିତ ଯୁବକ

ସୋରଡା : ଗଂଜାମ ଜିଲ୍ଲା ବଡଗଡ଼ ଥାନା ବୋରଦା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ବିବାହିତ ଯୁବକ ପ୍ରେମରେ ଅସଫଳ ହେବାରୁ ବୋରଦା ଛକରେ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପ୍ରଥମେ ଗ୍ରାମବାସୀଙ୍କ ସହଯୋଗରେ ବଡଗଡ଼ ମେଡିକାଲ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର…

ବାଜବାଟି ଗାଁରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା, ଫସଲ କ୍ଷତିଗ୍ରସ୍ତ ଯୋଗୁ ଆତ୍ମହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଖର ପଞ୍ଚାୟତ ଅଧୀନ ବାଜବାଟି ଗ୍ରାମରେ ବିଷ ପିଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଗ୍ରାମର ନିତ୍ୟାନନ୍ଦ ପରିଡା। ନିତ୍ୟାନନ୍ଦ ୨ଦିନ ତଳେ ବାଜବାଟି ମୌଜାରେ ଥିବା ଚାଷଜମିକୁ ଯାଇଥିଲେ। ଜମିରେ ପାଣି ନଥିବାରୁ ଧାନ ଗଛ…

ବେକରେ ଗାମୁଛା ଲଗାଇ ଝୁଲିପଡିଲେ ଯବାନ ! କାରଣ ଖୋଜୁଛି ପୋଲିସ

ବାଲିଗୁଡ଼ା (କେନ୍ୟୁଜ): ସିଆର୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଅବସ୍ଥିତ ସିଆରପିଏଫ୍‌ର ୨୧୭ ବାଟାଲିୟନ୍‌ର ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ବାଲିଗୁଡ଼ାରେ ଅବସ୍ଥିତ ସିଆରପିଏଫ୍‌ର ୨୧୭…

ସାଙ୍ଗର ଅଶ୍ଳୀଳ ଫଟୋ ଭାଇରାଲ୍ କଲେ ବାନ୍ଧବୀ, ଲୋକଲଜ୍ଜା ଭୟରେ କଲେ ଆତ୍ମହତ୍ୟା, ୭ କୋର୍ଟ ଚାଲାଣ

ବାନ୍ଧବୀ ସାଜିଲା ବଇରି । ଝିଅ ସାଙ୍ଗର ଅଶ୍ଳୀଳ ଫଟୋ ଭାଇରାଲ୍ କଲେ ବାନ୍ଧବୀ । ଏହାପରେ ଆତ୍ମହତ୍ୟା କଲେ ଯୁବତୀ । ଏହି ଘଟଣାରେ ବାନ୍ଧବୀ ସମେତ ୭ ଜଣଙ୍କୁ ଗିରଫ କରିଛି ପୋଲିସ । କଟକ ଜିଲ୍ଲା ମାହାଙ୍ଗା ଥାନା କୋଳିଅଠା ଗାଁରେ ଏହି ଘଟଣା ଘଟିଛି । ଗିରଫ ଯୁବତୀଙ୍କ ଘର ଯାଜପୁର ଜିଲ୍ଲା…

ଫାଶୀ ଲଗାଇ ଝୁଲିପଡିଲେ ଲୋକପ୍ରିୟ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇ; ଲଗାନ, ଦେବଦାସ ଫିଲ୍ମରେ କରିଛନ୍ତି କାମ

ଲୋକପ୍ରିୟ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇଙ୍କ ଆତ୍ମହତ୍ୟା । ମୁମ୍ବାଇର ପ୍ରାୟ ୮୦ କିମି ଦୂର କର୍ଜତ ଅଞ୍ଚଳରେ ନିର୍ମିତ ଏନଡି ଷ୍ଟୁଡିଓରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳୁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ନୀତିନ…

ଅଶ୍ଳୀଳ ଫଟୋ ଭାଇରାଲ ପରେ ଜୀବନ ହାରିଲେ ଛାତ୍ରୀ

ସାଲେପୁର(କେନ୍ୟୁଜ୍‌) : ଅଶ୍ଳୀଳ ଫଟୋ ଭାଇରାଲ ପରେ ଜୀବନ ହାରିଲେ ଛାତ୍ରୀ । ବେକରେ ରସି ଲଗାଇ ତାଙ୍କ ନିଜ ଘରେ ଆତ୍ମହତ୍ୟା କରିଛନ୍ତି l ଏଭଳି ଘଟଣା ଘଟିଛ କଟକ ଜିଲ୍ଲା ନିଶ୍ଚିତକୋଇଲିରେ । ମୃତ ଛାତ୍ରୀଙ୍କ ବାପା ଅଶ୍ଳୀଳ ଫଟୋ ଭାଇରଲ କରିଥିବା ଯୁବକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି l…

ବେକରେ ଗାମୁଛା ଲଗାଇ ଜୀବନ ହାରିଲେ କଏଦୀ, ମାନସିକ ରୋଗୀ ବୋଲି କହିଲେ ଜେଲ କର୍ତ୍ତୃପକ୍ଷ

ବୌଦ୍ଧ (କେନ୍ୟୁଜ): ଜେଲରେ କଏଦୀଙ୍କ ଆତ୍ମହତ୍ୟା । ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଛନ୍ତି । ମୃତକ ଜମଘାଟି ଗାଁର ରବୀନ୍ଦ୍ର ମେହେର । ସେ ଆଜୀବନ କାରାଦଣ୍ଡ ସଜା ଭୋଗୁଥିଲେ । ଜେଲ ଭିତରେ ଥିବା ଶୌଚାଳୟରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।…

ପତ୍ନୀ ଏବଂ ୮ ବର୍ଷର ପୁଅକୁ ଗଳା ଚାପି ହତ୍ୟା କରିବା ପରେ ନିଜେ ସୁଇସାଇଡ କଲେ ଆଇଟି ଇଂଜିନିୟର

ପତ୍ନୀ ଏବଂ ପୁଅକୁ ଗଳା ଚାପି ହତ୍ୟା କରିବା ପରେ ନିଜେ ସୁଇସାଇଡ କଲେ ଆଇଟି ଇଂଜିନିୟର । ଘଟଣାସ୍ଥଳରେ ପୋଲିସ କୌଣସି ସୁଇସାଇଡ ନୋଟ ଜବତ କରିନାହିଁ । ଚାକିରି ଛାଡି ନିଜେ ବ୍ୟବସାୟ କରିଥିବା ବ୍ୟକ୍ତି ଜଣକ ସୁଇସାଇଡ କ’ଣ ପାଇଁ କରିଛନ୍ତି, ତାହାର ଯାଞ୍ଚ ପୋଲିସ କରୁଛି । ଖବର ମୁତାବକ,…

ବାନ୍ଧବୀଙ୍କୁ ଭିଡିଓ କଲ କରି ଆତ୍ମହତ୍ୟା କଲେ ଛାତ୍ର, ଦୌଡ଼ିଦୌଡ଼ି ଯୁବତୀ ଜଣକ ପହଁଚିବା ପୂର୍ବରୁ ସବୁ ସରିଥିଲା

କଟକ (କେନ୍ୟୁଜ): ଲାଇଭ ଭିଡିଓ କଲରେ ସୁଇସାଇଡ୍‌ । ବାନ୍ଧବୀଙ୍କୁ ଭିଡିଓ କଲ କରି ଆତ୍ମହତ୍ୟା କଲେ ଏମ୍‌ସିଏ ଛାତ୍ର । କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ମୃତକ ହେଲେ ଯାଜପୁରର ମନୋଜ ବେହେରା । ନରାଜରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଏମସିଏରେ…

ତୁନିଷାଙ୍କ ପରେ ଆତ୍ମହତ୍ୟା କଲେ ଆଉ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଲୀନା ନାଗବଂଶୀ, ଛାତରୁ ମିଳିଲା ମୃତଦେହ

ଗତ କିଛିଦିନ ହେଲାଣି ଟିଭି ଇଣ୍ଡଷ୍ଟ୍ରୀରେ ଅନେକ ଘଟଣା ଘଟିଛି। ଚାଲୁଥିବା ଟିଭି ସିରିଅଲ ଅଲ୍ଲୀ ବାବା ଦାସ୍ତନ ଏ କବୁଲର ସୁଟିଂ ସେଟରେ ୨୦ ବର୍ଷୀୟ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ତେବେ ତୁନିଷାଙ୍କ ମୃତ୍ୟୁକୁ ୪ ଦିନ ହୋଇନ ଥିବା ବେଳେ ଆଉ ଜଣେ ଲୋକପ୍ରିୟ…

ଆଜି ତୁନିଷାଙ୍କର ହେବ ଅନ୍ତିମ ସଂସ୍କାର, ଶେଷ ଦର୍ଶନ ପାଇଁ ପହଞ୍ଚିଲେ ଫ୍ୟାନ୍ସ

ଟିଭି ଅଭିନେତ୍ରୀ ତୁନିଷା ଶର୍ମା ଗତ ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ। ହେଲେ ଆଜିଯାଏଁ ତାଙ୍କର ଅନ୍ତିମ ସଂସ୍କାର ହୋଇନାହିଁ। ତୁନିଷାଙ୍କ ମୃତ୍ୟୁ ୩ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର ଏପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରାଯାଇନାହିଁ। ପରିବାର ପକ୍ଷରୁ ମାଉସୀଙ୍କୁ ଅପେକ୍ଷା କରାଯାଇଛି। ତାଙ୍କ…