Browsing Tag

committed suicide

ହଷ୍ଟେଲରେ ଫାଶି ଦେଇ ଜୀବନ ହାରିଲେ +୨ ଛାତ୍ରୀ; ମୃତ୍ୟୁର କାରଣ ଅସ୍ପଷ୍ଟ

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ଗିରିରୋଡ ସ୍ଥିତ ପଦ୍ମାବତୀ ନାମକ ଏକ ଘରୋଇ ଛାତ୍ରୀ ନିବାସରେ ଯୁକ୍ତଦୁଇ ଛାତ୍ରୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରୀ ହେଲେ ଶେରଗଡ ବ୍ଲକ ଗୋବିନ୍ଦପୁରର ସୁଜ୍ଞାନୀ ସ୍ୱାଇଁ । ସୁଜ୍ଞାନୀ ପଦ୍ମାବତୀ ଛାତ୍ରୀ ନିବାସରେ…

ସହିପାରିଲେନି ପ୍ରେମିକାର ପ୍ରତାରଣା, ହ୍ବାଟ୍‌ସଆପ୍‌ରେ ଷ୍ଟାଟସ୍ ଦେଇ ଜୀବନ ହାରିଲେ ଯୁବକ

ଧର୍ମଗଡ (କେନ୍ୟୁଜ): ସହି ପାରିଲେନି ପ୍ରେମରେ ଧୋକା । ସୋସିଆଲ୍‌ ମିଡିଆରେ ଷ୍ଟାଟସ୍‌ ଦେଇ ସୁଇସାଇଡ୍‌ । ହ୍ଵାଟସ୍‌ ଆପ୍‌ରେ ଷ୍ଟାଟସ୍‌ ଦେଇ ଆତ୍ମହତ୍ୟା କଲେ ଯୁବକ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଭାଲୁଚୁଅାଁ ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଧର୍ମଗଡ ଥାନା ଅଏଁଲାଯୋର ଗାଁର…

ବାଗେଶ୍ୱର ଧାମକୁ ପ୍ରବଚନ ଶୁଣିବାକୁ ନେଲେନି ସ୍ୱାମୀ, ଜୀବନ ହାରିଲା ସ୍ତ୍ରୀ

ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଲେନି ସ୍ୱାମୀ, ସେଥିପାଇଁ ସୁଇସାଇଡ କଲେ ମହିଳା । ଘଟଣାଟି ମଧ୍ୟପ୍ରଦେଶର ଅଧାରତାଲ ଥାନା କଞ୍ଚନପୁର ଅଞ୍ଚଳରେ ଘଟିଛି । ପଲ୍ଲବୀ ଚୌଧୁରୀ ନାମକ ଜଣେ ମହିଳା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମହିଳା ଜଣକ ଆତ୍ମହତ୍ୟା…

ତହସିଲଦାର ଅଫିସ ଆଗରେ ଆତ୍ମହୁତି କରିଥିବା ଯୁବକ ମୃତ, ପେଟ୍ରୋଲ ଢାଳି ନିଜ ଦେହରେ ଲଗାଇଥିଲେ ନିଆଁ

ନୂଆପଡା (କେନ୍ୟୁଜ): ପେଟ୍ରୋଲ ଢାଳି ନିଆଁରେ ପୋଡି ହୋଇ ଯୁବକ ମୃତ। ନୂଆପଡା ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଜଗଦିଶ ଚୌହାନ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଥିଲେ। ହେଲେ…

ମା’ ମୃତ୍ୟୁର ୧୩ ଦିନ ପରେ କୀଟନାଶକ ଔଷଧ ଖାଇ ଜୀବନ ହାରିଲା ପୁଅ, କାରଣ ଖୋଜୁଛି ପୋଲିସ

ଛତ୍ରପୁର (କେନ୍ୟୁଜ): ମା ମୃତ୍ୟୁର ୧୩ ଦିନ ପରେ ପୁଅର ଆତ୍ମହତ୍ୟା । ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ବଡ଼ ସାହିରେ ଘଟିଛି ଏଭଳି ଘଟଣା। ମୃତ ଯୁବକ ଜଣକ ହେଲେ ବିପୁଳିଙ୍ଗି ଗ୍ରାମର ଦେବାଶିଷ ପଣ୍ଡା। ସେ କୌଣସି କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି।…

ଏକତରଫା ପ୍ରେମର କରୁଣ ପରିଣତି : ଲୋକଲଜ୍ଜାକୁ ଡରି ଶେଷରେ ଜୀବନ ହାରିଲେ ଯୁବତୀ

ଗୋପ (କେନ୍ୟୁଜ): ଲୋକଲଜ୍ଜାକୁ ଡରି ଆତ୍ମହତ୍ୟା କଲେ ଯୁବତୀ । ଯୁବକଙ୍କ ଏକତରଫା ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଝିଅର ଆତ୍ମହତ୍ୟା ପାଇଁ ଗାଁର ଯୁବକଙ୍କୁ ଦାୟୀ କଲେ ପରିବାର । ମୃତକ ଜଗତସିଂପୁର ନାଉଗାଁ ଥାନା ତୋନ୍ତେଇ ଗାଁର ଲିଜାରାଣୀ ସାହୁ । ଏକ ତରଫା ପ୍ରେମ କରି…

ଅସ୍ଥାୟୀ ବନ କର୍ମଚାରୀ ବିଷ ପିଇ ଆତ୍ମହତ୍ୟା ଘଟଣା: ଥାନାରେ ଏତେଲା ଦେଲେ ସ୍ତ୍ରୀ, ୩ କର୍ମଚାରୀଙ୍କ ନାରେ ମାମଲା

କରଞ୍ଜିଆ (କେନ୍ୟୁଜ): ଅସ୍ଥାୟୀ ବନ କର୍ମଚାରୀ ବିଷ ପିଇ ଆତ୍ମହତ୍ୟା ଘଟଣା, ଥାନାରେ ଏତେଲା ଦେଲେ ସ୍ତ୍ରୀ ଚିଲାମ । ଗତ ୭ ତାରିଖରେ ହାତୀ ଶିକାର ଘଟଣାର ପ୍ରମୁଖ ସାକ୍ଷୀ କୁହା ଯାଉଥିବା ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କୁ ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଶିଵ ଶଙ୍କର…

ହଲିଉଡ ଅଭିନେତା ତଥା ଡ୍ୟାନ୍ସର ଷ୍ଟିଫେନ ବସ୍‌ଙ୍କ ଆତ୍ମହତ୍ୟା, ପ୍ରିୟଙ୍କା ସେୟାର କଲେ ଭାବବିହ୍ଵଳ ପୋଷ୍ଟ

ଦି ଏଲିନ ଡି ଜନସ ଏବଂ ଶୋ ୟୁ ଥିଙ୍କ ୟୁ କ୍ୟାନ୍‌ ଡ୍ୟାନ୍ସ ଭଳି ଲୋକପ୍ରିୟ ଶୋରେ ଅଭିନୟ କରିଥିବା ଷ୍ଟିଫେନ ବସ୍‌ ଆତ୍ମହତ୍ୟା କରିଛନ୍ତି। ଡିସେମ୍ବର ୧୩ ତାରିଖର ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପତ୍ନୀ କହିଛନ୍ତି । ଷ୍ଟିଫେନଙ୍କ ମୃତ୍ୟୁରେ ହଲିଉଡ ଠାରୁ ଆରମ୍ଭ କରି…

ଜୀବନ ହାରିଦେଲେ ସିନେମା ଜଗତର ଏହି ଜଣାଶୁଣା ଅଭିନେତା; ସ୍ତ୍ରୀ ସହିତ ଝଗଡ଼ା ହେବାରୁ କମ୍‌ ବୟସରେ ଚାଲିଗଲେ ଆରପାରିକୁ

ବିଗତ କିଛି ଦିନ ଧରି ଲଗାତାର ଭାବେ ଲୋକମାନେ ନିଜ ଜୀବନ ନିଜେ ନେବା ଭଳି ଖବର ସାମ୍ନାକୁ ଆସିବାରେ ଲାଗିଛି। କେବଳ ସାଧାରଣ ଲୋକଙ୍କ ଜୀବନରେ ନୁହେଁ, ବରଂ ମନୋରଞ୍ଜନ ଜଗତରୁ ମଧ୍ୟ ସେଲିବ୍ରିଟିମାନେ ଜୀବନ ହାରିଥିବା ଖବର ଶୁଣିବାକୁ ମିଳୁଛି। ନିକଟରେ ୩୪ ବର୍ଷୀୟ ଜଣେ ଲୋକପ୍ରିୟ ଅଭିନେତା ନିଜର…

କ୍ଷମା କରିବ ମମି-ପାପା ମୋର ଡାକ୍ତର ହେବାକୁ ଇଚ୍ଛା ନାହିଁ, ପାଠ ବୁଝିପାରୁନି; ଏଭଳି ଲେଖି ଆତ୍ମହତ୍ୟା କଲା ପୁଅ

ନୂଆଦିଲ୍ଲୀ : କୋଟାରେ କୋଚିଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତ୍ମହତ୍ୟା କରିବାର ମାମଲା ଲଗାତାର ସାମ୍ନାକୁ ଆସୁଛି । ତେବେ ଗତକଲି ବୋରଖଡା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ କୋଚିଂ ଛାତ୍ର ଡାକ୍ତରୀ ପାଠ୍ୟକ୍ରମରେ ଆଗ୍ରହ ନ ଥିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା…

ଯାଜପୁର : ବାପାଙ୍କ ଶ୍ରାଦ୍ଧ ଦିନ ରଶି ଲଗାଇ ଆତ୍ମହତ୍ୟା କଲେ ବିଚାରପତି, କିଛି ଦିନ ହେଲା ଥିଲେ ଅବସାଦରେ

ଯାଜପୁର ଟାଉନ (କେନ୍ୟୁଜ): କଥାରେ ଅଛି, “ବାପା ଥିବା ପୁଅ ସଭାରେ ହାରେନା । କିନ୍ତୁ ଆଜି ସେଇ ବାପାର ଶ୍ରାଦ୍ଧ ଦିନ ପୁଅର ମୃତ୍ୟୁ ଘଟିଛି। ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଯେଉଁ ବାପାର ଆତ୍ମା ଶାନ୍ତି ପାଇଁ ପୁଅ ନିଜ ହାତରେ ପିଣ୍ଡଦାନ ଦେଇଥାଏ ଆଜି ସେହି ହାତରେ ସେ…

ସିଓଙ୍କ ଠାରୁ ଡିଆଇଜିଙ୍କ ପର୍ଯ୍ୟନ୍ତ କେହି ଶୁଣିଲେନି, ଶେଷରେ ନିରାଶ ହୋଇ ଜୀବନ ହାରିଲା ଗଣଦୁଷ୍କର୍ମ ପୀଡ଼ିତା…

ଉତ୍ତର ପ୍ରଦେଶ: ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ନିରାଶ ହୋଇ ଜୀବନ ହାରିଲା ଦୁଷ୍କର୍ମ ପୀଡ଼ିତା ନାବାଳିକା। ନ୍ୟାୟ ପାଇଁ ଉଚ୍ଚ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ବି କେହି ଶୁଣିନଥିଲେ। ଏଣୁ ବାଧ୍ୟ ହୋଇ ଦଉଡ଼ି ଦେଇଛି ଏହି ନିରୀହ ପୀଡ଼ିତା। ଉତ୍ତର ପ୍ରଦେଶର…