Browsing Tag

committed suicide

ଜୀବନ ହାରିଦେଲେ ସିନେମା ଜଗତର ଏହି ଜଣାଶୁଣା ଅଭିନେତା; ସ୍ତ୍ରୀ ସହିତ ଝଗଡ଼ା ହେବାରୁ କମ୍‌ ବୟସରେ ଚାଲିଗଲେ ଆରପାରିକୁ

ବିଗତ କିଛି ଦିନ ଧରି ଲଗାତାର ଭାବେ ଲୋକମାନେ ନିଜ ଜୀବନ ନିଜେ ନେବା ଭଳି ଖବର ସାମ୍ନାକୁ ଆସିବାରେ ଲାଗିଛି। କେବଳ ସାଧାରଣ ଲୋକଙ୍କ ଜୀବନରେ ନୁହେଁ, ବରଂ ମନୋରଞ୍ଜନ ଜଗତରୁ ମଧ୍ୟ ସେଲିବ୍ରିଟିମାନେ ଜୀବନ ହାରିଥିବା ଖବର ଶୁଣିବାକୁ ମିଳୁଛି। ନିକଟରେ ୩୪ ବର୍ଷୀୟ ଜଣେ ଲୋକପ୍ରିୟ ଅଭିନେତା ନିଜର…

କ୍ଷମା କରିବ ମମି-ପାପା ମୋର ଡାକ୍ତର ହେବାକୁ ଇଚ୍ଛା ନାହିଁ, ପାଠ ବୁଝିପାରୁନି; ଏଭଳି ଲେଖି ଆତ୍ମହତ୍ୟା କଲା ପୁଅ

ନୂଆଦିଲ୍ଲୀ : କୋଟାରେ କୋଚିଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତ୍ମହତ୍ୟା କରିବାର ମାମଲା ଲଗାତାର ସାମ୍ନାକୁ ଆସୁଛି । ତେବେ ଗତକଲି ବୋରଖଡା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ କୋଚିଂ ଛାତ୍ର ଡାକ୍ତରୀ ପାଠ୍ୟକ୍ରମରେ ଆଗ୍ରହ ନ ଥିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା…

ଯାଜପୁର : ବାପାଙ୍କ ଶ୍ରାଦ୍ଧ ଦିନ ରଶି ଲଗାଇ ଆତ୍ମହତ୍ୟା କଲେ ବିଚାରପତି, କିଛି ଦିନ ହେଲା ଥିଲେ ଅବସାଦରେ

ଯାଜପୁର ଟାଉନ (କେନ୍ୟୁଜ): କଥାରେ ଅଛି, “ବାପା ଥିବା ପୁଅ ସଭାରେ ହାରେନା । କିନ୍ତୁ ଆଜି ସେଇ ବାପାର ଶ୍ରାଦ୍ଧ ଦିନ ପୁଅର ମୃତ୍ୟୁ ଘଟିଛି। ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଯେଉଁ ବାପାର ଆତ୍ମା ଶାନ୍ତି ପାଇଁ ପୁଅ ନିଜ ହାତରେ ପିଣ୍ଡଦାନ ଦେଇଥାଏ ଆଜି ସେହି ହାତରେ ସେ…

ସିଓଙ୍କ ଠାରୁ ଡିଆଇଜିଙ୍କ ପର୍ଯ୍ୟନ୍ତ କେହି ଶୁଣିଲେନି, ଶେଷରେ ନିରାଶ ହୋଇ ଜୀବନ ହାରିଲା ଗଣଦୁଷ୍କର୍ମ ପୀଡ଼ିତା…

ଉତ୍ତର ପ୍ରଦେଶ: ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ନିରାଶ ହୋଇ ଜୀବନ ହାରିଲା ଦୁଷ୍କର୍ମ ପୀଡ଼ିତା ନାବାଳିକା। ନ୍ୟାୟ ପାଇଁ ଉଚ୍ଚ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ବି କେହି ଶୁଣିନଥିଲେ। ଏଣୁ ବାଧ୍ୟ ହୋଇ ଦଉଡ଼ି ଦେଇଛି ଏହି ନିରୀହ ପୀଡ଼ିତା। ଉତ୍ତର ପ୍ରଦେଶର…

ହୃଦୟ ବିଦାରକ: ୩ ନିରୀହ ଛୁଆଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କଲା ମା’, ପୋଲିସ ଜବତ କଲା ୪ ମୃତଦେହ

ମଧ୍ୟ ପ୍ରଦେଶର ଟିକାମଗଡ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମୁହାରା ଗାଁର ଜଣେ ମହିଳା ନିଜର ୩ ନିରୀହ ପିଲାଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ପାରିବାରିକ ବିବାଦ କାରଣରୁ ଏହି ଘଟଣା ଘଟିଛି। ପୋଲିସ କୂଅ ଭିତରୁ ୪ ମୃତଦେହକୁ ଜବତ କରି…

‘ମୋତେ ମୋ ଝିଅ ଦରକାର, ନଚେତ ଏଇଠି ଜୀବନ ହାରିବି’ କହି ଏସପି ଅଫିସରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

କେନ୍ଦୁଝର (କେନ୍ୟୁଜ): ଜୁନ ୨ ତାରିଖ ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକା ନିଖୋଜ ହେବା ଘଟଣାରେ ମା ଥାନାର ଦ୍ଵାରସ୍ତ ହୋଇଥିଲେ । ଥାନା ରୁ କୌଣସି ସୁଫଳ ନପାଇବାରୁ ସେ ପୁଣି ଜୁନ ୬ ତାରିଖ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭେଟି ନିଜର ଗୁହାରି ଜଣାଇ ଥିଲେ ।…

ଅଭାବ ଅନଟନ ନେଇଗଲା ପୂରା ପରିବାରର ଜୀବନ, ସାମୂହିକ ଆତ୍ମହତ୍ୟା କଲେ ୫ ସଦସ୍ୟ…ସାରା ରାତି ଝୁଲି ରହିଲା ମୃତଦେହ

ବିହାରର ସମସ୍ତିପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାରର ୫ ଜଣ ସଦସ୍ୟ ବେକରେ ଦଉଡ଼ି ଦେଇ ସାମୂହିକ ଆତ୍ମହତ୍ୟା କରିଛନ୍ତି। ରବିବାର ସକାଳେ ଘରୁ ୫ ଜଣଙ୍କ ମୃତଦେହ ଜବତ ହେବା ପରେ ପୂରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣା…

ବେଙ୍ଗଲୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପୁଣି ଶୋକର ଛାୟା, ଝୁଲନ୍ତା ଅବସ୍ଥାରେ ମିଳିଲା ୧୮ ବର୍ଷୀୟା ମଡେଲ ସରସ୍ୱତୀଙ୍କ ମୃତଦେହ

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କୁ ହତ୍ୟା ମଧ୍ୟରେ ପଶ୍ଚିମବଙ୍ଗରୁ ଆସିଛି ପୁଣି ଏକ ଦୁଃଖଦ ଖବର। ଏଠାରେ ଗତ ୩ ସପ୍ତାହ ମଧ୍ୟରେ ୩ ମଡେଲଙ୍କ ମୃତ୍ୟୁର ରହସ୍ୟ ଉପରୁ ଇତି ମଧ୍ୟରେ ପରଦା ଉଠି ନଥିବା ବେଳେ ଏବେ କୋଲକାତାରୁ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଷ୍ଟ୍ରଗଲିଂ…

୨୧ ବର୍ଷୀୟା ବଙ୍ଗାଳୀ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ବଙ୍ଗାଳୀ ମଡେଲ ତଥା ଅଭିନେତ୍ରୀ ବିଦିଶା ଦେ ମଜୁମ୍‌ଦାରଙ୍କ ଫ୍ୟାନମାନଙ୍କ ପାଇଁ ଏକ ଦୁଃଖଦ ଖବର। ୨୧ ବର୍ଷୀୟା ବିଦିଶା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ବୁଧବାର ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ବଙ୍ଗାଳୀ ଏଣ୍ଟରଟେନମେଣ୍ଟ…

୨୦ ବର୍ଷ ବୟସରେ ଆତ୍ମହତ୍ୟା କଲେ ଏହି ଲୋକପ୍ରିୟ ଅଭିନେତ୍ରୀ; ନିଜେ ରହୁଥିବା ଫ୍ଲାଟ୍‌ରେ ଦେଇଦେଲେ ରଶି

ବଙ୍ଗାଳୀ ଟେଲିଭିଜନ ଇଣ୍ଡଷ୍ଟ୍ରୀରୁ ରବିବାର ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଟିଭି ସିରିଏଲ୍‌ ‘ମୋନ୍‌ ମାନେ ନା’ର ଲିଡ୍‌ ଅଭିନେତ୍ରୀ ପଲ୍ଲବୀ ଦେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୋଲକାତାର ଗରଫାରେ ଥିବା ଫ୍ଲାଟ୍‌ରୁ…

ଥାନା ବାହାରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ବାହାରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ। ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବାରୁ ଅବସ୍ଥା ସଙ୍କଟାପନ୍ନ…

ପ୍ରେମିକା ପାଇଁ ଜୀବନ ହାରିଲା ପ୍ରେମିକ, ଘଟଣାସ୍ଥଳରୁ ସୁଇସାଇଡ୍‌ ନୋଟ୍‌ ଜବତ

ଭୁବନେଶ୍ୱର(କେନ୍ଯୁଜ୍): ପ୍ରେମିକା ପାଇଁ ଜୀବନ ହାରିଲା ପ୍ରେମିକ। ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଘର ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ। ଯୁବକଙ୍କୁ ନିଜ ଶୋଇବା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ୍। ମୃତ ଯୁବକ ଜଣକ ହେଉଛନ୍ତି ସୌମ୍ୟ ରଞ୍ଜନ ପାଣିଗ୍ରାହୀ।…