Browsing Tag

compensation

କେହି ଚାଷୀ ବି କ୍ଷତିପୂରଣରୁ ବାଦ୍ ପଡ଼ିବେନି : ସୁରେଶ ପୂଜାରୀ

ଆଜି ଆସିବ କ୍ଷୟକ୍ଷତି ରିପୋର୍ଟ।  ଜିଲ୍ଲାସ୍ତରରେ ଆଜି ଆସିବ ଫସଲ କ୍ଷୟକ୍ଷତି ରିପୋର୍ଟ ।  ଅଦିନିଆ ବର୍ଷାରେ ଫସଲ କ୍ଷତି ନେଇ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି ।  କେହି ଚାଷୀ ଯେମିତି କ୍ଷତିପୂରଣ ପାଇବାରୁ ବାଦ୍ ପଡ଼ିବେନି ସେନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।…

ଯୁବକଙ୍କ ମୃତ୍ୟୁ ପରେ ୧୨ ଘଣ୍ଟା ହେଲା ପଡିରହିଛି ମୃତଦେହ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ରେଢାଖୋଲ: ୧୨ ଘଣ୍ଟା ପରେ ବି ଉଠୁନି ମୃତଦେହ ।  କ୍ଷତିପୂରଣ ଦାବି କରି ଶବ ଉଠାଇଦେଉନାହାଁନ୍ତି ପରିବାରଲୋକ । ରେଢାଖୋଲ NAC ୱାର୍ଡ-୬ ଚାଟୁଣୀ ଗାଁର ଜଣେ ଯୁବକଙ୍କ ମୃତ୍ୟୁ ପରେ ପଡିରହିଛି ମୃତଦେହ । ଗତକାଲି ଧାନ କଟା ମେସିନରେ କଟି ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ କ୍ଷତିପୂରଣ ଦାବିର…

ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା, ବର୍ଷାଜନିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ଦିଲ୍ଲୀରେ ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ସହାୟତା । ଗତ ଶୁକ୍ରବାର ସହରରେ ପ୍ରବଳ ବର୍ଷା ସମୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଥିଲା । ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ରାଶି ପ୍ରଦାନ…

ଏୟାର କାନାଡ଼ାକୁ ମହଙ୍ଗା ପଡ଼ିଲା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସହ ଦୁର୍ବ୍ୟବହାର, ଲାଗିଲା ୮୧ ଲକ୍ଷ ଟଙ୍କାର ଜରିମାନା

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସହ ଅମାନବିକତା ଦେଖାଇଲେ ବିମାନ କର୍ମଚାରୀ । ଯାହା ଫଳରେ ବର୍ତ୍ତମାନ ଏୟାର ଲାଇନ୍ସକୁ ଦେବାକୁ ପଡ଼ିବ ୮୧ ଲକ୍ଷ ଟଙ୍କା । ଫ୍ଲାଇଟରେ ଯାତ୍ରା କରିବା ସମୟରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି । ସେମାନେ ଯେପରି କୌଣସି ଅସୁବିଧାର…

ଏୟାର ଇଣ୍ଡିଆ ବିମାନକୁ ବିଳମ୍ବରେ ଉଡାଣ ଭରିବା ପଡିଲା ମହଙ୍ଗା, ଏବେ ଯାତ୍ରୀଙ୍କୁ ଦେବ ୨ ଲକ୍ଷ କ୍ଷତିପୂରଣ

ଏୟାର ଇଣ୍ଡିଆକୁ ବିଳମ୍ବରେ ଉଡାଣ ଭରିବା ମହଙ୍ଗା ପଡିଛି । ଏବେ ଯାତ୍ରୀଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ଏୟାର ଇଣ୍ଡିଆ । ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (NCDRC) ସେହି ଯାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଛି । ସୂଚନା ମୁତାବକ, ୨୦୦୩…

ବିହାର ରେଳ ଦୁର୍ଘଟଣା: କ୍ଷତିପୂରଣ ରାଶି ଘୋଷଣା କଲେ ନୀତୀଶ କୁମାର, ମୃତକଙ୍କୁ ମିଳିବ ୪ ଲକ୍ଷ ଓ ଆହତଙ୍କୁ ୫୦,୦୦୦…

ଓଡ଼ିଶା ଭଳି ବିହାରରେ ଭୟଙ୍କର ରେଳ ଦୁର୍ଘଟଣା। ଦିଲ୍ଲୀରୁ କାମାଖ୍ୟା ଯାଉଥିବା ଉତ୍ତର-ପୂର୍ବ ଏକ୍ସପ୍ରେସର ୬ଟି ବଗି ବୁଧବାର ରାତିରେ ବିହାରର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଅତି କମ୍‌ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ…

ଇମେଲର ଉତ୍ତର ନଦେଇ ନାମ ନେଲା ଆପଲ ସର୍ଭିସ ସେଣ୍ଟର, ବର୍ତ୍ତମାନ ଦେବ ୧ ଲକ୍ଷ ଟଙ୍କା

ବେଙ୍ଗାଲୁରୁର ଫ୍ରେଜର ଟାଉନର ବାସିନ୍ଦା ଆୱେଜ ଖାନଙ୍କୁ ଆପଲ ଷ୍ଟୋର ୧ ଲକ୍ଷ ଟଙ୍କା ଦେବ । ୩୦ ବର୍ଷୀୟ ଆୱେଜ ଖାନ ଅକ୍ଟୋବର ୨୦୨୧ରେ ଆଇଫୋନ ୧୩ କିଣିଥିଲେ । ଏହି ଫୋନରେ ତାଙ୍କୁ ୧ ବର୍ଷର ୱାରେଣ୍ଟି ମିଳିଥିଲା । କିଛି ଦିନ ବ୍ୟବହାର କରିବା ପରେ ଫୋନରେ ବ୍ୟାଟେରୀ ଏବଂ ଆଇଫୋନ ସ୍ପିକରରେ…

ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା: ୫୦ ହଜାର ଲେଖାଏଁ କ୍ଷତି ପୂରଣ ପ୍ରଦାନ

ମୋହନା(କେନ୍ୟୁଜ): ମୋହନା ବନ୍ଧାଗୁଡାରେ ପଥର ବ୍ଲାଷ୍ଟିଂ ବେଳେ ପଥର ତଳେ ଚାପି ହୋଇ ଦୁଇ ଜଣ ମୃତ ଘଟଣା। ମୃତକ ପରିବାରକୁ ୫୦ ହଜାର ଲେଖାଏଁ କ୍ଷତି ପୂରଣ ପ୍ରଦାନ କଲା ଜ଼ିଲ୍ଲା ପ୍ରଶାସନ । ଏନେଇ ସୂଚନା ଦେଲେ ଗଜପତି ଉପ ଜ଼ିଲ୍ଲାପାଳ ଆଲୋକ ପ୍ରଧାନ। ସୂଚନା ଅନୁସାରେ ବନ୍ଧାଗୁଡା ଗ୍ରାମ…

ତ୍ରିକୂଟ ରୋପୱେ ଦୁର୍ଘଟଣା: ମୃତକଙ୍କ ପରିଜନଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲା କମ୍ପାନୀ

ଝାଡ଼ଖଣ୍ଡ: ଦେଓଘରର ତ୍ରିକୂଟ ପର୍ବତ ପରେ ନିର୍ମିତ ରୋପୱେରେ ଏପ୍ରିଲ ୧୦ରେ ହୋଇଥିବା ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିଜନକୁ ରୋପୱେ କମ୍ପାନୀ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି। ଶନିବାର ଦିନ ରୋପୱେ କମ୍ପାନୀ ପକ୍ଷରୁ ୩ ଜଣ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ…

ହିଟ୍‌ ଆଣ୍ଡ୍‌ ରନ୍‌ରେ ମୃତ୍ୟୁ ପାଇଁ କ୍ଷତିପୂରଣ ୮ ଗୁଣା ବଢ଼ିଲା, ଏବେ ମୃତ୍ୟୁ ହେଲେ ମିଳିବ ୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ :  ଆଗାମୀ ଏପ୍ରିଲ ୧ ରୁ ହିଟ୍‌ ଆଣ୍ଡ୍‌ ରନ୍‌(Hit & Run) ମାମଲାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ୨ ଲକ୍ଷ ଟଙ୍କା ମିଳିବ ବୋଲି ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଛି | ପୂର୍ବରୁ ଏହି ରାଶି ୨୫୦୦୦ ଟଙ୍କା ଥିଲା | ସଡ଼କ ଦୁର୍ଘଟଣାରେ…

ଦୁର୍ଘଟଣା ପରେ ପୀଡ଼ିତ ବ୍ୟକ୍ତିଙ୍କ ସ୍ଥିତି ଆଧାରରେ ସ୍ଥିର ହେବ କ୍ଷତିପୂରଣ! ସୁପ୍ରିମକୋର୍ଟ ନେଲେ ଗୁରୁତ୍ୱପୂର୍ଣ୍ଣ…

କୌଣସି ଦୁର୍ଘଟଣା ମାମଲାରେ ଏଣିକି ପୀଡ଼ିତ ବ୍ୟକ୍ତିଙ୍କୁ ଏକକାଳୀନ ମେଞ୍ଚାଏ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ନାହିଁ, ବରଂ ମାମଲାର ତଥ୍ୟ ଏବଂ ସ୍ଥିତି ଉପରେ ଏହା ନିର୍ଭର କରିବ। ପ୍ରତ୍ୟେକ ଦୁର୍ଘଟଣାର ପୀଡ଼ିତ ବ୍ୟକ୍ତିଙ୍କ ପାଇଁ କ୍ଷତିପୂରଣ ରାଶି ଅଲଗା ଅଲଗା ହେବ। ସୁପ୍ରିମକୋର୍ଟ କହିଛନ୍ତି…

କରୋନା ହେଉ କି ଆନ୍ଦୋଳନରେ ମୃତ୍ୟୁ, କାହିଁକି କ୍ଷତିପୂରଣ ଦେବାକୁ ବାଧ୍ୟ ସରକାର? ଜାଣନ୍ତୁ

ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରିରେ ମୃତ୍ୟୁବରଣ କରିଥିବା କୃଷକଙ୍କ ପରିବାର ଲୋକଙ୍କୁ ଯୋଗୀ ସରକାର ୪୫-୪୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ସେପଟେ କେନ୍ଦ୍ର ସରକାର ମଧ୍ୟ କରୋନାଜନିତ ମୃତ୍ୟୁରେ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବେ। କିନ୍ତୁ କେତେକ…