ରିଲିଜ ହେବା ପୂର୍ବରୁ ବିବାଦରେ ଫସିଲା ରଣବୀରଙ୍କ ଫିଲ୍ମ ‘୮୩’, ଦୀପିକାଙ୍କ ସମେତ ପ୍ରଯୋଜକଙ୍କ ନାମରେ କେସ୍
ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘୮୩’ ରିଲିଜ ହେବା ପୂର୍ବରୁ ବିବାଦରେ ଫସିଛି। ୟୁଏଇର ଏକ ଫାଇନାନ୍ସର କମ୍ପାନୀ ମୁମ୍ବାଇ ମେଟ୍ରୋପଲିଟନ କୋର୍ଟରେ ଫିଲ୍ମ ‘୮୩’ର ଫିଲ୍ମମେକର୍ସଙ୍କ ବିରୋଧରେ ଷଡଯନ୍ତ୍ର କରିବା ଏବଂ ବିଶ୍ୱାସଘାତକତା କରିବା ନେଇ ମାମଲା ଦାଏର କରିଛି। ଯେଉଁଥିରେ…