କିପରି ଜାଣିବେ ଆପଣଙ୍କ କମ୍ପ୍ୟୁଟରରେ ଭାଇରସ ଅଛି ନା ନାହିଁ? ଆପଣାନ୍ତୁ ଏହି ସବୁ ଉପାୟ
ସୁପରଫାଷ୍ଟ ଇଣ୍ଟରନେଟର ଏହି ଯୁଗରେ, କାହାର କମ୍ପ୍ୟୁଟର କିମ୍ବା ଫୋନରେ ଭାଇରସ ଅତି ସହଜରେ ଭର୍ତ୍ତି କରାଯାଇପାରେ । ପୂର୍ବରୁ ଅଧିକାଂଶ ଲୋକ ନିଜ କମ୍ପ୍ୟୁଟରରେ ଆଣ୍ଟିଭାଇରସ୍ ରଖୁଥିଲେ କିନ୍ତୁ ବର୍ତ୍ତମାନ ୱିଣ୍ଡୋଜ୍ ଡିଫେଣ୍ଡର ଆସିବା ପରେ ଅଧିକାଂଶ ଲୋକ ଆଣ୍ଟିଭାଇରସ୍ ଛାଡି ଦେଇଛନ୍ତି ।…