Browsing Tag

conclave

ଭୁବନେଶ୍ୱରରେ ଜାତୀୟ ବ୍ଲୁ-ଇକୋନୋମି ମହାସମାବେଶ, ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତାକାଲି ହେବ ଜାତୀୟ ବ୍ଲୁ-ଇକୋନୋମି ମହାସମାବେଶ । ଗଭୀର ସମୁଦ୍ର ମତ୍ସ୍ୟଚାଷର ‘ଅନୁମତି ପତ୍ର’ ଓ ଓଡ଼ିଶା ମିଶନର ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି । ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।  ଉପରାଷ୍ଟ୍ରପତି ସି. ପି.…

କିଟରେ ଦ୍ଵିତୀୟ ତମ ଆନୁଆଲ ରିସର୍ଚ୍ଚ ଆଣ୍ଡ ଇନୋଭେସନ କନକ୍ଳେଭ ଅନୁଷ୍ଠିତ, ୩ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟରେ ଦ୍ଵିତୀୟ ତମ ଆନୁଆଲ ରିସର୍ଚ୍ଚ ଆଣ୍ଡ ଇନୋଭେସନ କନକ୍ଳେଭ ଅନୁଷ୍ଠିତ ହୋଇଛି । ୩ ଦିନ ଧରି ଚାଲିବ କାର୍ଯ୍ୟକ୍ରମ । ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ କିଟ୍ ବିଶ୍ୱାବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂ,ଗେଲ୍ ଇଣ୍ଡିଆ ଲିମିଟେଡ଼ର ଆଡ଼ଭାଇଜର…

ଓଡ଼ିଶା ବିକାଶ କନକ୍ଲେଭ୍ ୨୦୨୫ ଜନ-କୈନ୍ଦ୍ରିକ, ଜଳବାୟୁ-ସ୍ମାର୍ଟ ଓଡ଼ିଶା 

ଭୁବନେଶ୍ୱର, ନଭେମ୍ବର ୨୪: ଓଡ଼ିଶା ୨୦୩୬ରେ ତାହାର ଶତବାର୍ଷିକୀ ପାଳନ ଆଡକୁ ଅଗ୍ରସର ହେଉଥିବାବେଳେ ରାଜ୍ୟ ଏକ ମଜଭୁତ ଏବଂ ରୂପାନ୍ତରଣକାରୀ ବିକାଶର ନକ୍ସା ପ୍ରସ୍ତୁତ କରୁଛି । ଓଡ଼ିଶା ବିକାଶ କନକ୍ଲେଭ୍ (ଓଭିସି) ୨୦୨୫ ଭୁବନେଶ୍ୱରରେ ନଭେମ୍ବର ୨୬ ଓ ୨୭ ତାରିଖରେ ଆୟୋଜିତ ହେବାକୁ ଯାଉଥିବାବେଳେ…

କଳିଙ୍ଗ ଟିଭିର କନକ୍ଲେଭ ‘ପ୍ରଗତି ପଥେ ଓଡ଼ିଶା’, ଓଡ଼ିଶା ଶିଳ୍ପାୟନ ଓ ବିକାଶ ଉପରେ ଆଲୋଚନା

ଭୁବନେଶ୍ୱର: ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି 'କଳିଙ୍ଗ ଟିଭିର କନକ୍ଲେଭ ପ୍ରଗତି ପଥେ ଓଡ଼ିଶା । ଏଥିରେ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେଡି ବିଧାୟକ ଅରୁଣ ସାହୁ ଯୋଗ ଦେଇଥିଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପିସିସି…

ଓଡ଼ିଶା ହେବ ଭାରତ ବର୍ଷର ଶ୍ରେଷ୍ଠ ନିବେଶ କ୍ଷେତ୍ର, ପ୍ରଧାନମନ୍ତ୍ରୀ ୨୮ରେ କନକ୍ଲେଭର କରିବେ ଉଦଘାଟନ

ଭୁବନେଶ୍ୱର : ଓଡ଼ିଶା ହେବ ଭାରତ ବର୍ଷର ଶ୍ରେଷ୍ଠ ନିବେଶ କ୍ଷେତ୍ର । ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୫ ପୂର୍ବରୁ ଜନତା ମୈଦାନରେ ସ୍ଥିତି ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉତ୍କର୍ଷ ଓଡ଼ିଶାରେ ୧୦୦ରୁ ଅଧିକ ନିବେଶକାରୀ MOU ସ୍ବାକ୍ଷର କରିବେ। ଏହା…

ଭୁବନେଶ୍ୱରରେ ପାଳିତ ହେଲା ଶିକ୍ଷା ଭିତ୍ତିକ କନକ୍ଲେଭ

କେନ୍ୟୁଜ(ବ୍ୟୁରୋ) : ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ଶିକ୍ଷା ଭିତ୍ତିକ କନକ୍ଲେଭ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୌଶଳ ବିକାଶ ତଥା ଉଦ୍ୟାମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଯୋଗ ଦେଇଥିଲେ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଥିବା ଏହି ଶିକ୍ଷା…

କୋଲକାତାରେ ସିଆଇଆଇ ପକ୍ଷରୁ ଉଚ୍ଚଶିକ୍ଷା କନକ୍ଲେଭ୍‌ ଅନୁଷ୍ଠିତ, ଅକ୍ଟୋବର ୨ ତାରିଖ ଠାରୁ କର୍କଟ ରୋଗୀଙ୍କୁ ଜିଲ୍ଲା…

ଭୁବନେଶ୍ବର (କେନ୍ୟୁଜ୍) : କୋଲକାତାରେ ସିଆଇଆଇ ପକ୍ଷରୁ ଉଚ୍ଚଶିକ୍ଷା କନକ୍ଲେଭ୍‌ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମବଙ୍ଗର ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନ ସହ ଜଡ଼ିତ ବହୁ ଶିକ୍ଷାବିତ୍ ଏହି କନକ୍ଲେଭରେ ଯୋଗଦେଇଥିଲେ । ସମ୍ମିଳନୀରେ ମୁଖ୍ୟ ବକ୍ତାଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ…