କଙ୍ଗୋରେ ବୁସିରା ନଦୀରେ ଓଲଟିଲା ଡଙ୍ଗା, କ୍ରିସମାସ୍ ପାଳନ ପାଇଁ ଯାଉଥିବା ୩୮ ଯାତ୍ରୀଙ୍କ ମୃତ୍ୟୁ, ୧୦୦ରୁ ଅଧିକ ନିଖୋଜ
କଙ୍ଗୋରେ ଡଙ୍ଗା ବୁଡ଼ି ଘଟଣା ଥମିବାର ନାଁ ଧରୁନାହିଁ । କଙ୍ଗୋର ବୁସିରା ନଦୀରେ ପୁଣି ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । କୁହାଯାଉଛି ଯେ କ୍ରିସମାସ ପାଳନ ପାଇଁ ଯାତ୍ରୀମାନଙ୍କୁ ଘରକୁ ନେଇ ଯାଉଥିବା ଏକ ଡଙ୍ଗା ହଠାତ୍ ଭାରସାମ୍ୟ ହରାଇ ନଦୀରେ ଓଲଟି ପଡ଼ିଥିଲା । ଡଙ୍ଗାଟି ବୁଡ଼ିଯିବାରୁ ୩୮…