ଜଳ ଅଭାବରେ ରବି ଧାନ ଫସଲ ନଷ୍ଟ ପ୍ରତିବାଦ, କଂଗ୍ରେସ କର୍ମୀଙ୍କ ଜଳ ସତ୍ୟାଗ୍ରହ
ନୂଆପଡ଼ା : ଚାଷ ଜମିକୁ ଜଳ ଅଭାବରେ ରବି ଧାନ ଫସଲ ନଷ୍ଟ । ପ୍ରତିବାଦରେ ଡ୍ୟାମ ପାଣିରେ ବୁଡ଼ି ଜଳ ସତ୍ୟାଗ୍ରହ । ନୂଆପଡ଼ା ଜିଲ୍ଲା ପତୋରା ଡ୍ୟାମ ପାଣିରେ ବୁଡ଼ି ଜିଲ୍ଲା କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ । ନୂଆପଡ଼ା ଜିଲ୍ଲା ପତୋରା ଅପରଜୋଙ୍କ ଜଳସେଚନ ପ୍ରକଳ୍ପରେ ଜଳ ସଙ୍କଟ ଯୋଗୁଁ ଚାଷୀଙ୍କ…