ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ଯାତ୍ରା ପାର୍ଟ-୨, ପୂର୍ବରୁ ପଶ୍ଚିମ ଭାରତ ଯାଏ ପଦଯାତ୍ରା କରିବେ ରାହୁଲ…
ନୂଆଦିଲ୍ଲୀ(କେନ୍ୟୁଜ୍) : ଖୁବଶୀଘ୍ର ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ଯାତ୍ରା ପାର୍ଟ ଟୁ ଆରମ୍ଭ କରିବେ । ଏଥର ପୂର୍ବରୁ ପଶ୍ଚିମ ଭାରତ ଯାଏ ପଦଯାତ୍ରା କରିବେ ରାହୁଲ ଗାନ୍ଧି । ଏନେଇ ସଙ୍କେତ ଦେଇଛନ୍ତି କଂଗ୍ରେସ ନେତା କେ. ସି ବେଣୁଗୋପାଳ ।
ସେ କହିଛନ୍ତି, ରାହୁଲଙ୍କୁ ପୁଣି ଥରେ…