ପ୍ରିୟଙ୍କା ଗାନ୍ଧୀ ବଦଳରେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ ନାରା ଦେଲେ କର୍ମୀ, ଭିଡିଓ ଦେଖିଲେ ରୋକିପାରିବେନି ହସ
କଂଗ୍ରେସ ପାର୍ଟିର ଏକ ଜନସଭାର ଭିଡିଓ ଏବେ ସୋସିଆଲ ମିଡିଆରେ ଖବ୍ ଭାଇରାଲ ହେଉଛି। ଭିଡିଓଟି ଏତେ ମଜାଳିଆ ଯେ ଦେଖିଲେ ଆପଣ ବି ନିଜ ହସ ରୋକିପାରିବେନି। ରିପୋର୍ଟ ମୁତାବକ ଭିଡିଓଟି କଂଗ୍ରେସର ଏକ ଜନସଭାର। ସଭାରେ ଜଣେ ଦଳୀୟ କର୍ମୀ କଂଗ୍ରେସ ଦଳର ବର୍ତ୍ତମାନର ମୁଖ୍ୟ ପୁରୋଧା ଯଥା ସୋନିଆ…