ବରିଷ୍ଠ କଂଗ୍ରେସ ନେତାଙ୍କ ଘରେ IT ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ
ଚାନ୍ଦବାଲି (କେନ୍ୟୁଜ): ଧାମରା ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ଶିଳ୍ପପତି ଦିଗମ୍ବର ଦାସଙ୍କ ଘରେ ଇନକମ ଟ୍ୟାକ୍ସ ବିଭାଗର ଚଢ଼ାଉ । ଆଜି ସକାଳୁ ତାଙ୍କ ବାସଗୃହ ସମେତ, ଧାମରା ବରଫ କଳ , ଅଫିସ ,ଭଦ୍ରକରେ ଥିବା ବାସଗୃହ ଆଦି ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଇନକମ ଟ୍ୟାକ୍ସ ବିଭାଗ ।…