ଆଇଟିଆଇ ଛାତ୍ରୀ ନାଗେଶ୍ୱରୀ ଗଣ୍ଡଙ୍କ ମୃତ୍ୟୁ ଘଟଣାର ତଦନ୍ତ ଓ ପରିବାରକୁ ସହାୟତା ନେଇ ଜିଲ୍ଲା କଂଗ୍ରେସର ବିକ୍ଷୋଭ
ଉମରକୋଟ(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଅଧ୍ୟୟନରତ ଦ୍ୱିତୀୟ ବର୍ଷର ଛାତ୍ରୀ ନାଗେଶ୍ୱରୀ ଗଣ୍ଡଙ୍କ ମୃତ୍ୟୁ ଘଟଣାକୁ ଦଶଦିନ ବିତି ଯାଇଛି । ଉମରକୋଟ ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ଦର୍ଶାଇ ଗୋଟିଏ ପ୍ରକାର ତଦନ୍ତ ସାରି ଦେଇଛି । କିନ୍ତୁ…