Browsing Tag

congress workers

କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ବାଜିବ ମୋହର, ଦିଲ୍ଲୀରେ ବସିଛି କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ : କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ବାଜିବ ମୋହର । ଦିଲ୍ଲୀରେ ବସିଛି କଂଗ୍ରେସର କାର୍ଯ୍ୟକାରିଣୀ ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି। ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ…

କଟକରେ ଭାରତ ବନ୍ଦ ବେଳେ ଏଟିଏମ ଭଙ୍ଗା ରୁଜା ଘଟଣା, ନଗର କଂଗ୍ରେସ ସଭାପତି ଗିରିବାଳା ବେହେରାଙ୍କ ସମେତ ୧୯ ଗିରଫ

କଟକ(କେନ୍ୟୁଜ୍): ଭାରତ ବନ୍ଦ ବେଳେ ବାଦାମବାଡିରେ ଗଣ୍ଡଗୋଳ ଘଟଣା। କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରାଙ୍କ ସମେତ ୧୯ ଗିରଫ। ଏମାନଙ୍କ ମଧ୍ୟରେ ୧୨ ପୁରୁଷ ଓ ୭ ଜଣ  ମହିଳା ଗିରଫ ହୋଇଛନ୍ତି। ଏକ ଏଟିଏମ ଭଙ୍ଗା ରୁଜା ନେଇ ହୋଇଥିଲା ମାମଲା। କେନ୍ଦ୍ରର ନୂଆ କୃଷି ଆଇନ୍ ଉଚ୍ଛେଦ…

ଚାନ୍ଦବାଲି: ବନ୍ୟା ବିପନ୍ନଙ୍କୁ ରିଲିଫ ଦାବି କରି ଧାରଣାରେ ବସିଲେ କଂଗ୍ରେସ କର୍ମକର୍ତ୍ତା

ଚାନ୍ଦବାଲି(କେନ୍ୟୁଜ୍‌): ବନ୍ୟା ଆସି ଭଦ୍ରକ ଜିଲ୍ଲା ତିହିଡି ବ୍ଲକର କିଛି ପଞ୍ଚାୟତକୁ କ୍ଷତିଗ୍ରସ୍ତ କରିଛି, ହେଲେ ସମସ୍ତ ବନ୍ୟା ବିପନ୍ନ ପରିବାରଙ୍କୁ ଏପର୍ଯ୍ୟନ୍ତ ସରକାରୀ ରିଲିଫ ମିଳିନଥିବା ଅଭିଯୋଗ କରି ତିହିଡି ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି ତିହିଡି ବ୍ଲକ କଂଗ୍ରେସର…