ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସ୍, ଜାଣନ୍ତୁ କାହିଁକି?
ଭୁବନେଶ୍ବର: ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସ । ଅର୍ଣ୍ଣବ ଦେଶଦ୍ରୋହ କାମ କରିଥିବାରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଛାତ୍ର କଂଗ୍ରେସ । ଗତକାଲି ବହୁ ଚର୍ଚ୍ଚିତ TRP ସ୍କାମ୍ ମାମଲାରେ ପୋଲିସ ଦାଖଲ କରିଥିଲା ୩ ହଜାର…