Browsing Tag

congress

ଭଦ୍ରକ ସହରରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

ଭଦ୍ରକ(କେନ୍ୟୁଜ୍‌): ଭଦ୍ରକ ଜିଲ୍ଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା ସହ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ନେଇ ଭଦ୍ରକ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା । ଏହି ପ୍ରରିପେକ୍ଷୀରେ ଭଦ୍ରକ ସହରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । ବନ୍ଦ ଡାକରା ଯୋଗୁଁ ଭଦ୍ରକ ସହରର ସମସ୍ତ…

କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ୱରେ ଆଜି ନୟାଗଡ଼ ଯିବ ଟିମ୍‌, ପରୀ ପରିବାର ଲୋକଙ୍କ ସହ କରିବେ ଆଲୋଚନା

ନୟାଗଡ଼ : ଆଜି ନୟାଗଡ଼ ଯିବ କଂଗ୍ରେସ ଟିମ୍‌ । କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ୱରେ ଏକ ଟିମ୍‌ ଯଦୁପୁର ଯାଇ ପରୀ ପରିବାରକୁ ଭେଟିବ । ଏହି ଟିମ୍‌ରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ସାମିଲ ହେବେ…

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ଦାବି କଲା କଂଗ୍ରେସ୍

ଗୋପାଳପୁର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ଦାବି କରିଛି କଂଗ୍ରେସ । ଟାଟା କମ୍ପାନୀରେ ନିଯୁକ୍ତି କରାଇବା ସହ ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଛି । ବେକାର ଯୁବକ ଓ ଯୁବତୀଙ୍କ ଠାରୁ ଅର୍ଥ ଠକି ନେଇଥିବା ଅଭିଯୋଗର ତଦନ୍ତ ଦାବି କରିଛି କଂଗ୍ରେସ । ଗୋପାଳପୁର…

ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ

ଭୁବନେଶ୍ବର: ଏଥର ସରଗରମ ହେବ ବିଧାନସଭା ମୌସୁମୀ ଅଧିବେଶନ। ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଆଜି ବସିବ ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ । ବିଜୁଳି ଦର ବୃଦ୍ଧି, ବନ୍ୟା, ବଗଲା ଧର୍ମଶାଳା ଜମିି, କୋଭିଡ୍‌ ୧୯ ପରିଚାଳନା ଆଦି ପ୍ରସଙ୍ଗକୁ ନେଇ…

ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଶେଖ ମତଲୁବ ଅଲ୍ଲିଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ ମତଲୁବ ଅଲ୍ଲିଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମତଲୁବ ଅଲ୍ଲି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଗତ ୧୪ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ…

ଉପନିର୍ବାଚନ ପାଇଁ ୭ ଜଣଙ୍କ ନାଁ ସୁପାରିଶ କଲା କଂଗ୍ରେସ କମିଟି

ଭୁବନେଶ୍ୱର: ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନ କମିଟି ପ୍ରଦେଶ ଇଲେକ୍ସନ କମିଟିକୁ ରିପୋର୍ଟ୍ ଦେଲା । ବାଲେଶ୍ୱର ସଦର ପାଇଁ ନବଜ୍ୟୋତ୍ ପଟ୍ଟନାୟକଙ୍କ ନାମ ସୁପାରିଶ କରାଯାଇଥିବା ବେଳେ ତିର୍ତ୍ତୋଲ ପାଇଁ ୬ଜଣଙ୍କ ନାମ ସୁପାରିଶ କରାଯାଇଛି । ତିର୍ତ୍ତୋଲ…

ଚିଠି ବିବାଦ ପରେ କଂଗ୍ରେସର କଳେବର: ମହାସଚିବ ପଦରୁ ଗୁଲାମ ନବି ଆଉଟ୍‌, ରଣଦୀପ ସୁରଜେଓ୍ଵାଲା ଇନ୍

ନୂଆଦିଲ୍ଲୀ: ଚିଠି ବିବାଦ ପରେ ବଦଳିଲା କଂଗ୍ରେସର କଳେବର । ଦଳରୁ ମହାସଚିବ ପଦରୁ ଗୁଲାମ ନବି ଆଜାଦଙ୍କୁ ଅପସାରଣ କରାଯାଇଛି । ତାଙ୍କ ସ୍ଥାନରେ ରଣଦୀପ ସୁରଜେଓ୍ଵାଲାଙ୍କୁ ନିଯୁକ୍ତି କରାଯାଇଛି । ଏଥିସହ କଂଗ୍ରେସ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଉଥିବା ୬ ଜଣିଆ ବିଶେଷ ସଦସ୍ୟ କମିଟିରେ ସ୍ଥାନ…

ଆଜି ବସିବ CWC ବୈଠକ, କାହା ହାତରେ କଂଗ୍ରେସ ଦାୟିତ୍ୱ ?

ଆଜି ବସିବ ସିଡବ୍ଲୁସି ବୈଠକ । ୨୩ ଜଣ ବରିଷ୍ଠ ନେତାଙ୍କ ଚିଠି ଉପରେ କଂଗ୍ରେସରେ ହେବ ମାନସ ମନ୍ଥନ । ଦଳରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଛନ୍ତି ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ବହୁ ସିଡବ୍ଲୁସି ସଦସ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ । ଯୁବପିଢିଙ୍କୁ ଅଧିକ…

କଂଗ୍ରେସରେ କମ୍ପନ, ୨୩ ବରିଷ୍ଠ ନେତା ଉଠାଇଲେ ପରିବର୍ତ୍ତନର ସ୍ୱର, ଓଡିଶାର ପିସିସି ପରିବର୍ତ୍ତନ ପାଇଁ ତାରା…

କେନ୍ୟୁଜ୍(ବ୍ୟୁରୋ): କଂଗ୍ରେସରେ କମ୍ପନ। ୨୩ ବରିଷ୍ଠ ନେତା ଉଠାଇଲେ ପରିବର୍ତ୍ତନର ସ୍ୱର। ଆମୂଳଚୂଳ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଲେଖିଲେ ଚିଠି। ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ,ବହୁ ସିଡବ୍ଲୁସି ସଦସ୍ୟ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ସୋନିଆଙ୍କୁ ଚିଠି ଲେଖିଛନ୍ତି। କହିଛନ୍ତି,…

AICCରେ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଲେ ୨୩ ବରିଷ୍ଠ ନେତା

ନୂଆଦିଲ୍ଲୀ: କଂଗ୍ରେସରେ ଉଠିଲା ପରିବର୍ତ୍ତନର ସ୍ୱର। କଂଗ୍ରେସର ୨୩ ବରିଷ୍ଠ ନେତା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ବରିଷ୍ଠ ନେତାଙ୍କ ମଧ୍ୟରେ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ,ବହୁ ସିଡବ୍ଲୁସି ସଦସ୍ୟ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଅଛନ୍ତି। କଂଗ୍ରେସରେ ଆମୂଳଚୂଳ…

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରୁ ମନମୋହନ ସିଂହଙ୍କୁ ଏମ୍‌ସର କାର୍ଡିଓ-ଥେରୋସିକ୍‌ କ୍ୱାର୍ଡରେ ଭର୍ତ୍ତି କରାଯାଇଛି । ଏମ୍‌ସର ଏକ ସ୍ୱତନ୍ତ୍ର…

ଟ୍ରେନ୍‌ରେ ଫେରୁଥିବା ଶ୍ରମିକଙ୍କ ଗସ୍ତ ଖର୍ଚ୍ଚ ବହନ କରିବ ପ୍ରଦେଶ କଂଗ୍ରେସ କମିଟି, ଘୋଷଣା କଲେ କଂଗ୍ରେସ ଅଧ୍ୟକ୍ଷା…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଯୋଗୁ ଫସି ରହିଥିବା ଶ୍ରମିକଙ୍କୁ ଘରକୁ ଫେରିବାକୁ ଅନୁମତି ମିଳିଛି । ସବୁ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛି କଂଗ୍ରେସ । ଟ୍ରେନ୍‌ରେ ଫେରୁଥିବା ଶ୍ରମିକଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିବ ପ୍ରଦେଶ କଂଗ୍ରେସ କମିଟି । ଏନେଇ ଘୋଷଣା…