Browsing Tag

congress

କଂଗ୍ରେସର ସବୁ ପଦବୀରୁ ଇସ୍ତଫା ଦେଲେ ସୁର ରାଉତରାୟ

ଭୁବନେଶ୍ୱର (କେନ୍ୟୁଜ): କଂଗ୍ରେସର ବିଭିନ୍ନ ପଦ ପଦବୀ ଛାଡ଼ିଲେ ବରିଷ୍ଠ ନେତା ସୁରେଶ ରାଉତରାୟ । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି । ପିଇସି ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେହିଭଳି ରାଜନୈତିକ ବ୍ୟାପାର ସଦସ୍ୟ ପଦରୁ ମଧ୍ୟ ସୁର…

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା, ପ୍ରଥମ ତାଲିକାରେ ଓଡିଶା ନାହିଁ

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା । ତେଲଙ୍ଗାନା, କର୍ଣ୍ଣାଟକ, କେରଳ, ଛତିଶଗଡ, ମେଘାଳୟ, ଲାକ୍ଷାଦ୍ୱୀପ, ତ୍ରିପୁରା, ନାଗାଲାଣ୍ଡ ଓ ସିକିମର ୩୯ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ୩୯ ପ୍ରାର୍ଥୀଙ୍କ ମଧ୍ୟରୁ ୨୪ ଜଣ…

କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା

ନୂଆଦିଲ୍ଲୀ : ଶ୍ରୀକାନ୍ତ ଜେନାଙ୍କ ଘରବାହୁଡ଼ା । କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ନୂଆଦିଲ୍ଲରେ ଏଆଇସିସି କାର୍ଯ୍ୟାଳୟରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସେ ପୁଣି ଥରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହି ଅବସରରେ ଦଳର ଅନ୍ୟାନ୍ୟ ବରିଷ୍ଠ ନେତା…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଦଳ ଛାଡିଲେ ପିସିସି ଉପସଭାପତି ରଜତ ଚୌଧୁରୀ

ଭୁବନେଶ୍ୱର (କେନ୍ୟୁଜ):  ଆଗକୁ ନିର୍ବାଚନ ଥିବାବେଳେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ପ୍ରତିକୂଳ ସ୍ଥିତିକୁ ସାମ୍ନା କରିବାକୁ ପଡୁଛି  । ଏବେ ଦଳକୁ ଆଉ ଏକ ଝଟକା ଲାଗିଛି । ଦଳ ଛାଡିଲେ ପିସିସି ଉପସଭାପତି ରଜତ ଚୌଧୁରୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରଜତ । ୨୦୧୪ରୁ ୨୦୧୬…

୨୦୨୪ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ପ୍ରାର୍ଥୀ ଚୟନ

ଭୁବନେଶ୍ୱର (କେନ୍ୟୁଜ) : ଆସନ୍ତା ସାଧାରଣ ଓ ବିଧାନସଭା ନିର୍ବାଚନ ପାଇଁ ତୟାର କଂଗ୍ରେସ। ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିବ ଦଳ। ପ୍ରଥମ ପର୍ଯ୍ୟାୟରେ ୭୦ଟି ଟିକେଟ ଘୋଷଣା ହେବ। ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆଗୁଆ ଟିକେଟ ଦେବାକୁ…

କଂଗ୍ରେସକୁ ଆଶ୍ୱସ୍ତି, ଦଳର ବ୍ୟାଙ୍କ ଆକାଉଣ୍ଟ ଉପରୁ ହଟିଲା ପ୍ରତିବନ୍ଧକ

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଆଶ୍ୱସ୍ତି । କଂଗ୍ରେସ ପାର୍ଟିର ବ୍ୟାଙ୍କ ଆକାଉଣ୍ଟ ଏବେ ଅନ୍‌ଫ୍ରିଜ୍ ହୋଇଯାଇଛି । ଦଳୀୟ ନେତା ବିବେକ ତନ୍‌ଖା ସୂଚନା ଦେଇଛନ୍ତି ଯେ ଆୟକର ଆବେଦନ ଟ୍ରିବ୍ୟୁନାଲ (Income Tax Appellate Tribunal) ବୁଧବାର ପର୍ଯ୍ୟନ୍ତ କଂଗ୍ରେସ ଦଳର…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ଶକ୍ତ ଝଟକା, ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ଭୁବନେଶ୍ୱର (କେନ୍ୟୁଜ): କଂଗ୍ରେସକୁ ଲାଗିଲା ଶକ୍ତ ଝଟକା । କଂଗ୍ରେସ ହାତ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଦେଇଛନ୍ତି ଅଂଶୁମାନ । ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ବରିଷ୍ଠ କଂଗ୍ରେସ ନେତା ନଳିନୀ ମହାନ୍ତିଙ୍କ ପୁଅ । ୨୦୧୪…

କଂଗ୍ରେସକୁ ବଡ଼ ଝଟ୍‌କା, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଦଳରୁ ଦେଲେ ଇସ୍ତଫା

କଂଗ୍ରେସର ବରିଷ୍ଠ ନେତା ଅଶୋକ ଚୌହାନ ଦଳରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ଭେଟିବା ପରେ ଚୌହାନ ଇସ୍ତଫା ଦେଇଛନ୍ତି । ଅଶୋକ ଚୌହାନ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି । ଚୌହାନ ମହାରାଷ୍ଟ୍ରର ଜଣେ ବଡ଼ ମରାଠା କଂଗ୍ରେସ ନେତା । ସେ…

କନଫ୍ୟୁଜ୍‌ କରୁଛନ୍ତି ଅରିନ୍ଦମ ! ବିଜେଡିର ସାଧାରଣ ସମ୍ପାଦକ ଥାଇ କେବେ ବିଜେପି ଓ କେବେ କଂଗ୍ରେସ ସହ

କଟକ : କେତେବେଳେ ବିଜେପି ପୁଣି କେତେବେଳେ କଂଗ୍ରେସ ଶିବିରରେ ଓଲିଉଡ୍‌ ଷ୍ଟାର ଅରିନ୍ଦମ । ତାଙ୍କର ଏଭଳି ଗତିକୁ ନେଇ ସେ ପୁଣି ଚର୍ଚ୍ଚାରେ । ସିନେ ତାରକା ତଥା ବିଜେଡିର ସାଧାରଣ ସମ୍ପାଦକ ଅରିନ୍ଦମ ରାଏ ଆଜି କଟକ ବକ୍ସି ବଜାର ଛକରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ,…

ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ଉଠିଲା ନିଲମ୍ବନ ହଟାଇଲା କଂଗ୍ରେସ

ଭୁବନେଶ୍ୱର (କେନ୍ୟୁଜ): ହଟିଲା ନିଲମ୍ବନ । କଂଗ୍ରେସକୁ ଫେରିଲେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ଆଜି ଦୁଇ ନେତାଙ୍କ ଉପରୁ କଂଗ୍ରେସ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି । ସେହିପରି କଂଗ୍ରେସକୁ ଫେରିଛନ୍ତି କୋରାପୁଟର ପୂର୍ବତନ ବିଧାୟକ…

କଂଗ୍ରେସକୁ ଫେରିଲେ ଗମାଙ୍ଗ ପରିବାର

ଭୁବନେଶ୍ୱର (କେନ୍ୟୁଜ୍‌) : ପୁଣି କଂଗ୍ରେସକୁ ଫେରିଲେ ଗମାଙ୍ଗ ପରିବାର। ଦିଲ୍ଲୀରେ ପୁରା ପରିବାର କଂଗ୍ରେସରେ ମିଶିଲେ। ପିସିସି ପ୍ରଭାରୀ ଅଜୟ କୁମାର ଓ ବରିଷ୍ଠ ନେତା ଅଜୟ ମାକେନଙ୍କ ଉପସ୍ଥିତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଓ ପୁଅ ଶିଶିର ଗମାଙ୍ଗ କଂଗ୍ରେସରେ…

ଜାନୁଆରୀ ୨୧ରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍

ଜାନୁଆରୀ ୨୧ରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍ । ବସରେ ସବୁ ନିର୍ବାଚନମଣ୍ଡଳୀ ବୁଲିବେ କଂଗ୍ରେସ ବିଧାୟକ ଓ ନେତା । ନିର୍ବାଚନୀ ପୋଷ୍ଟରରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଫଟୋ ଏକାସଙ୍ଗେ ରହିବ । ଅଲଗା ଅଲଗା ନରଖିବାକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି । ବୁଥ,…