Browsing Tag

congress

ହାତ ଧରିଲେ ଶର୍ମିଲା ରେଡ୍ଡୀ, ଶର୍ମିଲାଙ୍କ ଜରିଆରେ ଆନ୍ଧ୍ରରେ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ରେଡ୍ଡୀ କଂଗ୍ରେସରେ ମିଶିଛନ୍ତି । ଶର୍ମିଲାଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ଏବଂ ବରିଷ୍ଠ ନେତା ରାହୁଲ ଗାନ୍ଧି ପାର୍ଟିର ସଦସ୍ୟତା ଦେଇଛନ୍ତି । ପାର୍ଟିରେ ଯୋଗ ଦେବା ପରେ ଶର୍ମିଲା କହିଛନ୍ତି,…

୬ରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର

ଭୁବନେଶ୍ୱର (କେନ୍ୟୁଜ): ୬ରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର। ନୂଆବର୍ଷରେ ନୂଆ ପ୍ରଭାରୀଙ୍କ ସହ କଂଗ୍ରେସ କିଛି ନୂଆ କରିବ ବୋଲି ଆଶା ରଖିଛନ୍ତି ବରିଷ୍ଠ ନେତା। ଅଜୟ କୁମାରଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଦଳର ବହୁ ବରିଷ୍ଠ ନେତା ଓଡ଼ିଶା ବାହାରକୁ ଯାଇ ଅଜୟଙ୍କୁ ଭେଟି ଆଲୋଚନା…

ମଣିପୁରରୁ ମୁମ୍ବାଇ…ଭାରତ ଯୋଡ଼ୋ ପରେ ଏବେ ‘ଭାରତ ନ୍ୟାୟ ଯାତ୍ରା’ରେ ବାହାରିବ କଂଗ୍ରେସ

‘ଭାରତ ଯୋଡ଼ୋ ଯାତ୍ରା’ ପରେ ଏବେ କଂଗ୍ରେସ କରିବ ‘ଭାରତ ନ୍ୟାୟ ଯାତ୍ରା’। ଜାନୁଆରୀ ୧୪ରୁ ମଣିପୁରରୁ ଏହି ଯାତ୍ରା ଆରମ୍ଭ କରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ। ପୂର୍ବ-ପଶ୍ଚିମ ଭାରତକୁ ଦଳ ଫୋକସ କରିଛି। ମାର୍ଚ୍ଚ ୨୦ ଯାଏ ଏହି ଯାତ୍ରା ଚାଲିବ। ମୁମ୍ବାଇରେ ସରିବ କଂଗ୍ରେସର ଭାରତ…

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ଟିମ ଘୋଷଣା, ଓଡ଼ିଶା ପ୍ରଭାରୀ ହେଲେ ଅଜୟ କୁମାର

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ଟିମ ଘୋଷଣା । ଉତ୍ତରପ୍ରଦେଶ ପ୍ରଭାରୀ ପଦରୁ ହଟିଲେ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ। ପ୍ରିୟଙ୍କା ଏବେ ଦଳର ମହାସଚିବ ପଦରେ ରହିବେ । ତାଙ୍କୁ କୌଣସି ଦାୟିତ୍ବ ଦିଆଯାଇ ନାହିଁ । ବାରଣାସୀ ଲୋକସଭା ଆସରରେ ପିଏମ ନରେନ୍ଦ୍ର ମୋଦିଙ୍କ…

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କଂଗ୍ରେସ ନେତା ରେଭନ୍ତ ରେଡ୍ଡୀ, ଶପଥ ପାଠ କରାଇଲେ ରାଜ୍ୟପାଳ

ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି କଂଗ୍ରେସ ନେତା ରେଭନ୍ତ ରେଡ୍ଡୀ । ତାମିଲନାଡୁର ରାଜ୍ୟପାଳ ସୁନ୍ଦରରାଜନ ଶପଥ ପାଠ କରାଇଲେ । ୫୬ ବର୍ଷୀୟ ରେଭନ୍ତ ରେଡ୍ଡୀଙ୍କ ଶପଥ ଗ୍ରହଣ ଉତ୍ସବ ହାଇଦ୍ରାବାଦର ଲାଲବାହାଦୂର ଷ୍ଟାଡିୟମରେ ହୋଇଥିଲା। ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ…

କଂଗ୍ରେସରେ ଯୋଗ ଦେଲେ ଜୟରାମ ପାଙ୍ଗି

କଂଗ୍ରେସରେ ଯୋଗ ଦେଲେ ଜୟରାମ ପାଙ୍ଗି। ଭୁବନେଶ୍ବର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହାତ ଧରିଛନ୍ତି। ପୂର୍ବରୁ ସେ ବିଆରଏସ, ବିଜେପି ଏବଂ ବିଜେଡିରେ ରହି ନିଜ ରାଜନୈତିକ କ୍ୟାରିୟରକୁ ଆଗକୁ ନେଇଥିଲେ। ଜୟରାମ…

ପୁରୀରେ କଂଗ୍ରେସର ବିଶାଳ ସମାବେଶ, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ସହ ରତ୍ନଭଣ୍ଡାର ଖୋଲିବା ଦାବି

ପୁରୀ : ପୁରୀରେ କଂଗ୍ରେସର ବିଶାଳ ସମାବେଶ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ତୁରନ୍ତ ଖୋଲିବା ,ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ଓ ମରାମତି ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ ସହ ପ୍ରଜାଙ୍କ ନାଁରେ ରେକର୍ଡ ଦାବିରେ ରଣହୁଙ୍କାର ଦିଆଯାଇଛି।…

କଂଗ୍ରେସରୁ ମନ୍ମଥ ରାଉତରାୟ ନିଲମ୍ବିତ, କାରଣ ଦର୍ଶାଅ ନୋଟିସର ଉତ୍ତର ନଦେବାରୁ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (କେନ୍ୟୁଜ): ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ କଂଗ୍ରେସରୁ ସସପେଣ୍ଡ । ତାଙ୍କୁ ନିଲମ୍ବନ କରିଛି କଂଗ୍ରେସ ଶୃଙ୍ଖଳା କମିଟି । କାରଣ ଦର୍ଶାଅ ନୋଟିସର ଉତ୍ତର ନଦେବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । କଂଗ୍ରେସରୁ ନଲଢ଼ିବା ନେଇ ମନ୍ତବ୍ୟ ଦେଇଥିଲେ…

କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ, କଣ କହିଲେ ପଢନ୍ତୁ

କେନ୍ୟୁଜ୍(ବ୍ୟୁରୋ): ଆଗାମୀ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ। କଂଗ୍ରେସରୁ ପ୍ରାର୍ଥିତ୍ବ ନେଇ ସ୍ପଷ୍ଟ କରିଛନ୍ତି ମନ୍ମଥ ରାଉତରାୟ। ତାଙ୍କ ପୂରା ରାଜନୈତିକ ଟିମ କଂଗ୍ରେସରୁ ନଲଢିବାକୁ ନିଷ୍ପତି ନେଇଥିବା ସେ କହିଛନ୍ତି।…

ନିର୍ବାଚନ ପୂର୍ବରୁ ମିଳିଲା ବଡ଼ ଭୂମିକା, କଂଗ୍ରେସ ଟପ୍ ପ୍ୟାନେଲରେ ସଚିନ ପାଇଲଟ ଓ ଶଶୀ ଥରୁର

କଂଗ୍ରେସ ଟପ୍ ପ୍ୟାନେଲରେ ସଚିନ ପାଇଲଟ ଓ ଶଶୀ ଥରୁର। ନିର୍ବାଚନ ପୂର୍ବରୁ ମିଳିଲା ବଡ଼ ଭୂମିକା। ସିଡବ୍ଲୁସି ସଦସ୍ୟତା ନେଇ ଦୁଇ ନେତାଙ୍କ ନାଁ ଘୋଷଣା କଲା କଂଗ୍ରେସ। ବଡ଼ କଥା ହେଉଛି, ଚଳିତ ବର୍ଷ ଶେଷ ଆଡ଼କୁ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ। ନିର୍ବାଚନ ପୂର୍ବରୁ ସଚିନ ପାଇଲଟଙ୍କୁ…

ନିଲମ୍ବନ ପରେ ତେରଚ୍ଛା ବାଣ ଛାଡିଲେ ଚିରଞ୍ଜିବ, ନାଁ ନନେଇ ଇସାରାରେ ଏମିତି କିଛି କହିଲେ

ଭୁବନେଶ୍ବର(କେନ୍ୟୁଜ୍):  ନିଲମ୍ବନ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ବାଳ। ସେ କହିଛନ୍ତି ୨  ଦିନ ତଳେ ମୁଁ ନିଲମ୍ବନ ନୋଟିସ ପାଇଲି।  ଦଳ ବିରୋଧୀ ପାଇଁ ମୋତେ ନିଲମ୍ବନ କରାଯାଇଛି। ମୁଁ କଂଗ୍ରେସ ପରିବାରର ଲୋକ। କଂଗ୍ରେସ ସ୍ୱାଧୀନତା…

କଂଗ୍ରେସର ଦୁଇ ବରିଷ୍ଠ ନେତା ସସପେଣ୍ଡ୍, ବିଧାୟକ ମୋକିମ୍‌ ଓ ଚିରଞ୍ଜୀବ ବିଶ୍ୱାଳ ବହିସ୍କୃତ

କେନ୍ୟୁଜ୍(ବ୍ୟୁରୋ):  କଂଗ୍ରେସର ଦୁଇ ବରିଷ୍ଠ ନେତା ସସପେଣ୍ଡ୍ ।  ବାରବାଟୀ ବିଧାୟକ ମୋକିମ୍‌ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ସସ୍‌ପେଣ୍ଡ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ସସ୍‌ପେଣ୍ଡ କରିଥିବା ସୂଚନା ଦିଆଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ…