Browsing Tag

constable dies

ପରିତ୍ୟକ୍ତ ଥାନାରେ ଜୀବନ ହାରିଲେ ଯୁବ କନଷ୍ଟେବଳ, କାରଣ ଅସ୍ପଷ୍ଟ

ଉମରକୋଟ: ପରିତ୍ୟକ୍ତ ଥାନାରେ ଜୀବନ ହାରିଲେ ଯୁବ କନଷ୍ଟେବଳ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକର ପୁରୁଣା ଥାନାରେ ଜୀବନ ହାରିଛନ୍ତି କନଷ୍ଟେବଳ । ମୃତକ ୩୫ ବର୍ଷିୟ ଅକ୍ଷୟ କୁମାର ନାୟକ । ଅକ୍ଷୟଙ୍କ ଘର ନବରଙ୍ଗପୁର ଥାନା ପଖନାଗୁଡାରେ । ସେ ଗତ ଦୁଇବର୍ଷ ହେଲା ଉମରକାଟ ଥାନା ଆଉଟପୋଷ୍ଟରେ…