Browsing Tag

constitution

ବଦଳିବ ବାଂଲାଦେଶ ସମ୍ବିଧାନ ! ସମ୍ବିଧାନର ୧୫ତମ ସଂଶୋଧନର ବୈଧତା ନେଇ ଚାଲିଛି ଶୁଣାଣି

ବଦଳିବ ବାଂଲାଦେଶ ସମ୍ବିଧାନ!!। ବାଂଲାଦେଶ ସମ୍ବିଧାନରୁ ଧର୍ମନିରପେକ୍ଷ ଶବ୍ଦ ହଟାଇବାକୁ ପ୍ରସ୍ତୁତ ହେଉଛନ୍ତି ବାଂଲାଦେଶର ଅନ୍ତରୀଣ ସରକାର ।  ଦେଶର ସମୁଦାୟ ଜନସଂଖ୍ୟାର ୯୦ ପ୍ରତିଶତ ଅନ୍ୟ ଧର୍ମର ହୋଇଥିବା ବେଳେ ହିନ୍ଦୁ ଧର୍ମାବଲମ୍ବୀ ମାତ୍ର ୮ ପ୍ରତିଶତ ଅଛନ୍ତି ।  ଦେଶର ସଂଖ୍ୟାଗରିଷ୍ଠ…

ଅଧୀର ରଞ୍ଜନଙ୍କ ବଡ଼ ଅଭିଯୋଗ; ‘ସମ୍ବିଧାନର ଯେଉଁ କପି ଆମକୁ ମିଳିଛି, ସେଥିରେ ନାହିଁ ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦ’

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଆମକୁ ସମ୍ବିଧାନର ଯେଉଁ କପି ଦିଆଯାଇଛି, ତାହାକୁ ଧରି ଆମେ ଗୃହକୁ ଯାଇଥିଲୁ। ସେଥିରେ ସମାଜବାଦୀ ଏବଂ ଧର୍ମନିରପେକ୍ଷ ଶବ୍ଦ ନାହିଁ। ଅଧୀର ରଞ୍ଜନ କହିଛନ୍ତି, ଆମେ…

ଆମ୍ବେଦକର ନୁହେଁ ଏହି ବ୍ୟକ୍ତି ନିର୍ଭୁଲ ଭାବେ ହାତରେ ଲେଖିଥିଲେ ସମ୍ବିଧାନ, ନେଇନଥିଲେ କୌଣସି ପାରିଶ୍ରମିକ

ଜାନୁଆରୀ ୨୬, ୧୯୫୦ରେ ଭାରତରେ ସମ୍ବିଧାନ ଲାଗୁ ହୋଇଥିଲା। ସମ୍ବିଧାନ କଥା ସାମ୍ନାକୁ ଆସିବା ପରେ ପ୍ରଥମ ନାମ ଡା. ଭୀମରାଓ ଆମ୍ବେଦକରଙ୍କର ଆସିଥାଏ । ସମସ୍ତେ ଭାବୁଛନ୍ତି ଭାରତୀୟ ସମ୍ବିଧାନର ପ୍ରଣେତା ହେଉଛନ୍ତି ଡା. ଭୀମରାଓ ଆମ୍ବେଦକର । ତାଙ୍କୁ ଲୋକେ ଭାରତୀୟ ସମ୍ବିଧାନର ପ୍ରଣେତା ବୋଲି…

ନା ଜାତି, ନା ଧର୍ମ, ନା ଅଗ୍ନି ନା କନ୍ୟାଦାନ . . ସମ୍ବିଧାନକୁ ସାକ୍ଷୀ ରଖି ହେଲା ଏହି ନିଆରା ବିବାହ

ଭାରତରେ ବିବାହର ଅର୍ଥ ହେଉଛି ଦୁଇ ପରିବାରର ମିଳନ ପ୍ରଥମେ, ଦୁଇ ମଣିଷଙ୍କ ଜନ୍ମ ପରେ । ସହଜ ଶବ୍ଦରେ କହିବାକୁ ଗଲେ ଜାତି, ଧର୍ମ, ଗୋତ୍ର ଏବଂ ଆର୍ଥିକ ସ୍ଥିତି ପ୍ରଥମେ ଆସିଥାଏ । ଆଉ ପରେ ଆସିଥାଏ ପ୍ରେମ । ତେବେ ସମୟ ସାଥେ ଏହି ବିଚାର ମଧ୍ୟ ବଦଳିବାକୁ ଲାଗିଲାଣି । ଆଉ ଏହି…