ସଂରକ୍ଷଣ ନେଇ କ୍ୟାବିନେଟର ବଡ଼ ଘୋଷଣା, ଏସସି-ଏସଟି କୋଟାରେ ବାଦ ପାଇଁ ନାହିଁ ସାମ୍ବିଧାନିକ ପ୍ରାବଧାନ
କଟକ /ନୂଆଦିଲ୍ଲୀ : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭିତରେ ଥିବା ସ୍ୱଚ୍ଛଳ ବର୍ଗଙ୍କ ପାଇଁ ଅନ୍ୟ ଏକ କାଟାଗୋରୀ କ୍ରିମି ଲେୟାର ବ୍ୟବସ୍ଥା ରଖିବାକୁ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ଅସାମ୍ବିଧାନିକ ବୋଲି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି…