Browsing Tag

consume poison

ବରଗଡ଼ ସୋହିଲାରେ ପୁରା ପରିବାର ବିଷ ପିଇବା ଘଟଣା: ପୁଅ ଓ ଝିଅ ମୃତ, ମାଆ ଗୁରୁତର

ବରଗଡ଼(କେନ୍ୟୁଜ୍):  ବିଷ ପିଇ ପୁଅ ଓ ଝିଅ ମୃତ । ମାଆ ଗୁରୁତର । ବରଗଡ ଜିଲ୍ଲା ସୋହେଲା ମାଷ୍ଟରପଡ଼ାରେ ଆଜି ଅର୍ଜୁନ ସାହୁଙ୍କ ପତ୍ନୀ କୁମୁଦିନୀ, ପୁଅ ବଂଶୀଧର ଓ ବିବାହିତା ଝିଅ ସୁବର୍ଣ୍ଣ ମହାଜନ କୀଟନାଶକ ପିଇ ଦେଇଥିଲେ । ସେମାନଙ୍କ ମଧ୍ୟରୁ ପୁଅ ବଂଶୀଧର ଓ ଝିଅ ସୁବର୍ଣ୍ଣ ଆଖି ବୁଜିଛନ୍ତି ।…

ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ହେଲା ନଷ୍ଟ, ଋଣ ଭାର ସହି ନପାରି ଜୀବନ ହାରିଲେ ଚାଷୀ

ଯାଜପୁର ଟାଉନ(କେନ୍ୟୁଜ୍):  ଋଣ ଭାର ସହି ନ ପାରି ଜୀବନ ହାରିଲେ ଚାଷୀ। ଯାଜପୁର ବିଂଝାରପୁର ବ୍ଲକ ଜରୀ ନାଉବାଙ୍କ ଗାଁର ଭାଗଚାଷୀ ନବଘନ ଧଳ ଧାର କରଜ ସୁଝି ନ ପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ…

ବାଲେଶ୍ବର: ନୀଳଗିରିରେ ପ୍ରେମ ପାଇଁ ନାବାଳିକା ପିଇଲେ ବିଷ, ଡାକ୍ତରଖାନାରେ ବୁଜିଲେ ଆଖି

ବାଲେଶ୍ବର(କେନ୍ୟୁଜ୍):  ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବାଘମରା ଅଞ୍ଚଳରେ ନାବାଳିକାଙ୍କ ଆତ୍ମହତ୍ୟା । ପ୍ରେମବ୍ୟାପାରକୁ ଘରଲୋକ ବିରୋଧ କରିବାରୁ ନାବାଳିକା ଜଣକ ଆତ୍ମହତ୍ୟା କରଥିବାର ସୂଚନା ମିଳିଛି  । ଗତକାଲି ନାବାଳିକା ଜଣକ ବିଷ ପିଇ ଗୁରୁତର ଅବସ୍ଥାରେ ବାଲେଶ୍ଵର…