ଜାଣନ୍ତୁ କାହିଁକି ମାର୍ଚ୍ଚ ୧୫କୁ ବିଶ୍ଵ ଉପଭୋକ୍ତା ସଂରକ୍ଷଣ ଦିବସ ରୂପେ ପାଳନ କରାଯାଏ ଏବଂ କଣ ରହିଛି ଗ୍ରାହକଙ୍କ…
ପ୍ରତ୍ୟେକବର୍ଷ ମାର୍ଚ୍ଚ ୧୫ ତାରିଖକୁ ବିଶ୍ଵ ଉପଭୋକ୍ତା ସଂରକ୍ଷଣ ଦିବସ ରୂପେ ପାଳନ କରାଯାଇଥାଏ ଏବଂ ଗ୍ରାହକ ମାନଙ୍କ ବିଭିନ୍ନ ହିତକୁ ଦୃଷ୍ଟିରେ ରଖି ଡିସେମ୍ବର ୨୪ ତାରିଖକୁ ମଧ୍ୟ ରାଷ୍ଟ୍ରୀୟ ଉପଭୋକ୍ତା ସଂରକ୍ଷଣ ଦିବସ ରୂପେ ପାଳନ କରାଯାଇଥାଏ । ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି…