Browsing Tag

containment

ଭୁବନେଶ୍ବର: ପଟିଆ ଅଞ୍ଚଳର ସୁଭଦ୍ରା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀର ପଟିଆ ସ୍ଥିତ ସୁଭଦ୍ରା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ। ଜଣେ କରୋନା ପଜେଟିଭ ଏହି ଆପାର୍ଟମେଣ୍ଟରୁ ଚିହ୍ନଟ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ଘୋଷଣା କରିଛି। ଆଜି  ରାତି ୭ଟା ଠାରୁ  ୩୦ ତାରିଖ ରାତି ୭ ଟା ପର୍ଯ୍ୟନ୍ତ…

ଖୋର୍ଦ୍ଧା: ଟାଙ୍ଗୀ ପାଞ୍ଚାୟତରେ ଜଣେ ପଜିଟିଭ ଚିହ୍ନଟ ପରେ ଅଞ୍ଚଳବାସୀ ଆତଙ୍କିତ, ପ୍ରଶାସନ କଲା କଣ୍ଟେନମେଣ୍ଟ ଜୋନ…

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା  ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି  କରୋନା ମହାମାରୀର କାୟା। ଏଥିରେ ରୋକ୍ ଦେବା ପାଇଁ ପ୍ରଶାସନ ତରଫରୁ ଅନେକ ପଦକ୍ଷେପମାନ ଗ୍ରହଣ  କରାଯାଉଛି। ତଥାପି  ଲୋକେ ସଚେତନ ନହେବା  ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଗତ କାଲି ଖୋର୍ଦ୍ଧା…

ଡୁମୁଡୁମା ହନୁମାନ ମନ୍ଦିର ଠାରୁ ନିଷିଦ୍ଧାଞ୍ଚଳ ଘୋଷଣା, ଆକ୍ରାନ୍ତଙ୍କର କୌଣସି ଟ୍ରଭେଲ ହିଷ୍ଟ୍ରି ନଥିବାରୁ ଏଭଳି…

କେନ୍ୟୁଜ୍ (ବ୍ୟୁରୋ): ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ। ବିଏମସି ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ଏଠାକାର ସୁବାସନଗରରୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ବିଏମସି। ଆକ୍ରାନ୍ତଙ୍କର କୌଣସି ଟ୍ରଭେଲ ହିଷ୍ଟ୍ରି…

ଅମାନିଆକୁ ପାରିବା ଦିନକୁ ଦିନ ହେଉଛି ମୁସ୍କିଲ୍: ପୁଣି ରାଉରକେଲା କଣ୍ଟେନମେଣ୍ଟ ଜୋନରେ ବିଶୃଙ୍ଖଳା

ରାଉରକେଲା: ଅମାନିଆକୁ ପାରିବା ଦିନକୁ ଦିନ ମୁସ୍କିଲ୍ ହୋଇପଡିଲାଣି । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ରାଉରକେଲା କଣ୍ଟେନମେଣ୍ଟ ଜୋନରେ । ଯାହାକୁ ନେଇ ପୁଣି ଦେଖାଦେଇଛି ବିଶୃଙ୍ଖଳା । କଣ୍ଟେନମେଣ୍ଟ ଜୋନରେ ରହୁଥିବା କିଛି ବ୍ୟକ୍ତି ବାହାରକୁ ଯିବାକୁ ଜିଦ ଧରିବାରୁ ବିଶୃଙ୍ଖଳା ସୃଷ୍ଟି…

ଯାଜପୁର: ୪ କୋରୋନା ପଜିଟିଭ ଚିହ୍ନଟ ପରେ ପୁଣି ବଢିଲା କଣ୍ଟେନମେଣ୍ଟ ଅବଧି ଓ ଅଞ୍ଚଳ, ୩ ନୋଡାଲ ଅଧିକାରୀ ନିଯୁକ୍ତ

ଯାଜପୁର ଟାଉନ (କେନ୍ୟୁଜ): ଯାଜପୁରରେ ପୁଣି ବଢିଲା କଣ୍ଟେନମେଣ୍ଟ ଅଞ୍ଚଳ । ଯାଜପୁର ବ୍ଲକ ଏରବାଙ୍କ ପଞ୍ଚାୟତର ଏରବାଙ୍କ,ଇନ୍ଦରୋଇ ଏବଂ ରଧୁନାଥପୁର ଗାଁ କୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ଜିଲା ପ୍ରଶାସନ । ଆଜି ୪ ଜଣ କୋରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ଘୋଷଣା କରିଛି। ୩ ଜଣ ନୋଡାଲ…

ଯାଜପୁର: ଆଜି ରାତି ୮ଟାରୁ ବ୍ରହ୍ମବରଦା ଅଞ୍ଚଳରୁ ଉଠିବ କଣ୍ଟେନମେଣ୍ଟ ଜୋନ୍‌, ରହିବ ଲକ୍‌ଡାଉନ୍‌

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ଯାଜପୁର ଜିଲାରେ ଚିହ୍ନଟ ହୋଇଥିବା କୋରୋନା ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଜିଲା ପ୍ରଶାସନ କୋହଳ ମନୋଭାବ ପୋଷଣ କରିବାକୁ ଯାଉଛି । ଆଜି ରାତି ୮ଟାରୁ ବ୍ରହ୍ମବରଦା ଅଂଚଳରେ କଣ୍ଟେନମେଣ୍ଟ ଜୋନ ର ଅବଧି ସରିବା ପରେ ସେଠାରେ ଲକଡାଉନ ନିୟମ କାର୍ଯ୍ୟକାରି…

ଯାଜପୁର ବ୍ରହ୍ମବରଦା ଅଂଚଳର କଣ୍ଟେନମେଣ୍ଟ ଅବଧି ବୃଦ୍ଧି, ଏପ୍ରିଲ୍‌ ୧୨ ରାତି ୮ଟା ଯାଏ ବଢାଇଲା ଜିଲ୍ଲା ପ୍ରଶାସନ

ଯାଜପୁର ଟାଉନ:ଯାଜପୁର ଜିଲ୍ଲା ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ଅବଧି ବୃଦ୍ଧି । ଏପ୍ରିଲ୍‌ ୧୨ ରାତି ୮ଟା ଯାଏ କଣ୍ଟେନ୍‌ମେଣ୍ଟ ଅବଧି ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ବ୍ରହ୍ମବରଦା ଅଞ୍ଚଳରେ ଜଣେ ନିଜାମୁଦ୍ଦିନ ଫେରନ୍ତା କରୋନାରେ ଆକ୍ରାନ୍ତ ହେବା ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ…