ପିପିଲିରେ ବାର୍ଡ ଫ୍ଲୁ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା, କୁକୁଡ଼ାକୁ ମାରି ପୋତିଦେବାକୁ ନିର୍ଦ୍ଦେଶ
ପିପିଲି: ପିପିଲିରେ ବାର୍ଡ ଫ୍ଲୁ ଭୟ ନେଇ ତତ୍ପରତା ଦେଖାଇଛି ପ୍ରଶାସନ । ବାର୍ଡ ଫ୍ଲୁର ହଟ୍ ସ୍ପଟ୍ ପାଲଟିଛି ପିପିଲି । ଏଥିପାଇଁ ବାର୍ଡ ଫ୍ଲୁ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଚିହ୍ନଟ…