ଭୁବନେଶ୍ବରର ପିଚ୍ଛା ଛାଡୁନି କଣ୍ଟେନମେଣ୍ଟ: ଆଜି ପୁଣି ୩ ଜୋନର ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା
ଭୁବନେଶ୍ବର(କେନ୍ୟୁଜ୍):ଭୁବନେଶ୍ୱରରେ ପୁଣି ବଢିଲା କଣ୍ଟେନମେଣ୍ଟ ଜୋନ। ବିଏମସିର ତିନିଟି ଜୋନରେ ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସାଉଥ ଇଷ୍ଟ ଜୋନରେ ୟୁନିଟ ୯ର ୨ଟି କ୍ୱାର୍ଟର, ସତ୍ୟନଗରର ଗୋଟିଏ ଫ୍ଲାଟ, ଲକ୍ଷ୍ମୀସାଗର ୨ଟି ପ୍ଲଟ ଓ ଶ୍ରୀରାମ ନଗରର ଗୋଟିଏ ପ୍ଲଟକୁ…