ପୋଲିସ କର୍ମଚାରୀଙ୍କ ସହ କଣ୍ଟେନମେଣ୍ଟ ଜୋନ୍ରେ କାର୍ଯ୍ୟରତ କର୍ମୀ ଖାଇପାରିବେ ହାଇଡ୍ରୋକ୍ସି କ୍ଲୋରୋକ୍ବିନ୍
କିଏ ଖାଇପାରିବେ ହାଇଡ୍ରୋକ୍ସି କ୍ଲୋରୋକ୍ବିନ୍? ଏ ନେଇ ପରିବର୍ତ୍ତିତ ଗାଇଡ୍ଲାଇନ୍ ଜାରି କରିଛି ଆଇସିଏମ୍ଆର । ନୂଆ ନିର୍ଦ୍ଦେଶନାମା ଅନୁସାରେ ନନ୍କୋଭିଡ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ ଖାଇପାରିବେ । ଏଥିସହ କଣ୍ଟେନମେଣ୍ଟ ଜୋନ୍ରେ କାର୍ଯ୍ୟରତ କର୍ମୀ, ପୋଲିସ କର୍ମଚାରୀ, ପାରାମିଲିଟାରୀ…