Browsing Tag

control high bp

ହାଇ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବା ପାଇଁ ଚାହୁଁଛନ୍ତି କି ? ପ୍ରତିଦିନର ଲାଇଫ୍‌ ଷ୍ଟାଇଲ୍‌ରେ କରନ୍ତୁ ଏପରି କିଛି…

ବର୍ତ୍ତମାନ ଲୋକଙ୍କ ପ୍ରତିଦିନ ଲାଇଫ୍‌ ଷ୍ଟାଇଲ୍‌ ସହ ଜଡିତ ଅନେକ ରୋଗ ଦ୍ରୁତ ଗତିରେ ବଢି ଚାଲିଛି । ଲୋକମାନେ ଅଳ୍ପ ବୟସରେ ହାଇ ବିପି ଏବଂ ଡାଇବେଟିସ୍‌ ରୋଗରେ ପୀଡିତ ହେଉଛନ୍ତି । ତେବେ ଏହାର ମୁଖ୍ୟ କାରଣଗୁଡ଼ିକ ଟେନସନ ଏବଂ ଭୁଲ ଖାଇବା ଅଭ୍ୟାସ ବୋଲି ବିବେଚନା କରାଯାଏ । ହାଇ ବିପି ଶରୀର…

ହାଇ ବିପି ରୋଗୀମାନେ ଏହି ୩ ଟି କାରଣ ପାଇଁ ନଡ଼ିଆ ପାଣି ପିଇବା ଉଚିତ୍, କେବଳ ଜାଣନ୍ତୁ କେବେ ଏବଂ କେତେ ପିଇବେ

ଆପଣମାନେ ତ ଜାଣିଥିବେ ଯେ ଆଉ ଅଳ୍ପ ଦିନ ମଧ୍ୟରେ ଗ୍ରୀଷ୍ମ ଋତୁ ଆସିବାକୁ ଯାଉଛି । ତେବେ ଏହି ସମୟରେ ନଡିଆ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଏହା ଶରୀରକୁ ଇଲେକ୍ଟ୍ରୋଲାଇଟ୍ ଏବଂ ହାଇଡ୍ରେଟ୍ କରିବାରେ ଅନେକ ସାହାର୍ଯ୍ୟ କରିଥାଏ । ଏହା ବ୍ୟତୀତ ନଡିଆ ପାଣି ଶରୀରରୁ ବିଷାକ୍ତ…

ହାଇ ବ୍ଲଡ଼ ପ୍ରେସର ପାଇଁ ଚିନ୍ତିତ କି, ତେବେ ନିୟନ୍ତ୍ରଣ କରିବାକୁ କରନ୍ତୁ ଏହି ବ୍ୟାୟାମ

ହାଇ ବ୍ଲଡ଼ ପ୍ରେସର ସମସ୍ୟା କାରଣରୁ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ବହୁତ ବେଶି ରହିଥାଏ । ଆଉ ଏଥିପାଇଁ ଅତ୍ୟଧିକ ଔଷଧ ସେବନ କରିବା ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। ତେଣୁ ମେଡିସିନ ବଦଳରେ ଆପଣ ଉଚ୍ଚ ରକ୍ତଚାପର ସମସ୍ୟା କମ କରିବା ପାଇଁ କିଛି ଯୋଗାଭ୍ୟାସ କରିପାରିବେ । ତେବେ ଜାଣନ୍ତୁ…

ଦିନକୁ ଗୋଟେ ଚାମଚ ଖାଆନ୍ତୁ ଅଳସୀ(flaxseeds) , କରନ୍ତୁ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରାୟତଃ ସମସ୍ତଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଦେଖିବାକୁ ମିଳିଥାଏ। ଏପରି ସମସ୍ୟା ହେଲେ ଧମନୀରେ ରକ୍ତର ଚାପ ବଢିଯାଏ। ଯଦି ଆପଣ ଏହି ସମସ୍ୟାର ଚିକିତ୍ସା ନ କରାନ୍ତି, ତେବେ ହାର୍ଟ ଆଟାକ, ଷ୍ଟ୍ରୋକ୍‌ ଏବଂ କିଡନୀ ଫେଲ୍‌ ହେବାର ଆଶଙ୍କା ରହିଥାଏ। ଯଦି ଆପଣଙ୍କ…