ଏହି ସବୁ ଅଭ୍ୟାସକୁ ନିୟନ୍ତ୍ରଣରେ ରଖନ୍ତୁ, ଶରୀରର ଓଜନକୁ ନେଇ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ
ୱେଟଲସ୍ ବା ଶରୀରର ଓଜନ ହ୍ରାସ ପାଇଁ କିଏ ଡାଇଟିଂ କରିଥାଏ ତ , ଆଉ କିଏ ଜିମ୍ରେ ଯୋଗ ଦେଇଥାଏ । କିନ୍ତୁ କେବେ କେବେ ଏମିତି ହୋଇଥାଏ କି ଏହି ସବୁ ଜିନିଷରେ କୌଣସି ପ୍ରଭାବ ପଡ଼ିନଥାଏ । ଆମେ ଯେତେ ୱେଟ ହ୍ରାସ କରିଥାଉ କିଛି ଦିନପରେ ସେତିକି ହିଁ ୱେଟ୍ ପୁଣି ବଢ଼ିଯାଏ । ଏଥିରେ କେବେ କେବେ…