ଖାଦ୍ୟ ତୈଳ ମୂଲ୍ୟ ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ! କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଲେ ସରକାର
ଦେଶରେ ବିଭିନ୍ନ ଖାଦ୍ୟପେୟ ଜିନିଷରେ ଦରଦାମ୍ ବୃଦ୍ଧି ଭିତରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଆଗାମୀ ଦୁଇ ସପ୍ତାହେ ଭିତରେ ଖାଦ୍ୟ ତୈଳ ଦାମ୍ କମିବାର ଆଶା ସଞ୍ଚାର ହୋଇଛି। ଖାଦ୍ୟ ତୈଳ ଦାମ୍କୁ ନେଇ ଖାଦ୍ୟ ସଚିବ ଏବଂ କମ୍ପାନୀମାନଙ୍କ ସହିତ ହୋଇଥିବା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି।…