Browsing Tag

cooler

ଡିସକାଉଣ୍ଟରେ ମିଳୁଛି ମିନି କୁଲର, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଅନେକ ଘର ମାନଙ୍କରେ ଥିବା ରୁମରେ ଝରକା ନଥାଏ ଯେଉଁଥି ପାଇଁ ସେଠାରେ ବଡ଼ କୁଲର୍ ଫିଟ୍ କରାଯାଇ ପାରେ ନାହିଁ । ଏପରି ପରିସ୍ଥିତିରେ ଲୋକମାନେ ଚିନ୍ତା କରନ୍ତି ଯେ କୁଲର ଇନଷ୍ଟଲ କରିବା ପାଇଁ ସ୍ଥାନ ନାହିଁ । ଏଭଳି ସମସ୍ୟାକୁ ଏଡ଼ାଇବା ପାଇଁ ଆମେ ଆପଣଙ୍କୁ ଏପରି କିଛି କୁଲର୍ ବିଷୟରେ ଜଣାଇବୁ…

କୁଲର ମେଣ୍ଟନାନ୍ସ ପାଇଁ ଆପଣାନ୍ତୁ ଏହି ଟିପ୍ସ, ଏସି ଭଳି ମିଳିବ ଥଣ୍ଡା ପବନ

ସାରା ଭାରତରେ ଗରମର ପ୍ରଭାବ ବଢ଼ିଛି । ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ନୂଆ କୁଲର କିଣିବା ପାଇଁ ଟଙ୍କା ନାହିଁ, ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଆମେ ଆପଣଙ୍କୁ ଏପରି…

୫୦୦ ଟଙ୍କାରୁ ବି କମ୍‌ ଦାମରେ କିଣିପାରିବେ ଏହି ମିନି କୁଲର, ମିଳିବ ଥଣ୍ଡା ଥଣ୍ଡା ପବନ

ଧିରେ ଧିରେ ଗରମର ପ୍ରକୋପ ବଢ଼ିଲାଣି । ଏହି ସମୟରେ ଲୋକଙ୍କୁ ଏସି ଏବଂ କୁଲରର ଆବଶ୍ୟକତା ରହିଛି । ଅନେକ ଥର ଆପଣ ଏପରି କିଛି ସ୍ଥାନରେ କାମ କରନ୍ତି ଯେଉଁଠାରେ ଏୟାର କଣ୍ଡିସନର ଏବଂ କୁଲର୍ ଇନଷ୍ଟଲ୍‌ ହୋଇପାରିବ ନାହିଁ । ଏପରି ପରିସ୍ଥିତିରେ ଆପଣ ବାଧ୍ୟ ହୋଇ ଗରମ ସହିଥାନ୍ତି । ଯଦି ଆପଣ ମଧ୍ୟ…

ଏସି ଭଳି ଥଣ୍ଡା ଦେବ ଏହି କୁଲର୍‌, ଏଥିରେ ରହିଛି ଭାରି ଡିସକାଉଣ୍ଟ

ସୂର୍ଯ୍ୟ ନିଜ ଉତ୍ତାପର ପ୍ରକୋପ ଦେଖାଇବା ଆରମ୍ଭ କରିଛି । ହୋଲି ପରେ ତାପମାତ୍ରା ଆହୁରି ବଢ଼ିବ । ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ପୁରୁଣା ଏସି ଏବଂ କୁଲର ମରାମତି କରିବା ଆରମ୍ଭ କରିଛନ୍ତି । କିଛି ଲୋକ ନୂଆ ଏସି ଏବଂ କୁଲର କିଣିବାକୁ ପ୍ଲାନ୍‌ କରୁଛନ୍ତି । ଯଦି ଆପଣ କୁଲର ଦାମରେ…

ଝଡ଼ ବର୍ଷାରେ ଏସି-କୁଲର ଚଲାଇବା କେତେ ସୁରକ୍ଷିତ ?

ଆରମ୍ଭ ହୋଇଛି ବର୍ଷା ଋତୁ । ଆଉ ଏହି ଦିନ ରେ ବର୍ଷା ସହ ଝଡ ତୋଫାନ ମଧ୍ୟ ଅନେକ ସମୟରେ ହୋଇଥାଏ । କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ଆରମ୍ଭ ହେବ । କିନ୍ତୁ ବର୍ଷା ଯୋଗୁଁ ଘରେ ଆର୍ଦ୍ରତା ବଢିଯାଏ । ଏଭଳି ପରିସ୍ଥିତିରେ ଏୟାର କଣ୍ଡିସନର କୁଲର ଭଳି ମେସିନ ହିଁ ଆମକୁ ଆର୍ଦ୍ରତାରୁ ରକ୍ଷା କରିଥାଏ…

ଅଧିକ ସମୟ କୁଲରରେ ରହିବା ଶରୀର ପାଇଁ କ୍ଷତିକାରକ

ଗରମ ଦିନରେ କୁଲର ବ୍ୟବହାର କରିବା ଅତି ସାଧାରଣ କଥା । କୁଲର ର ପବନ ଅଧିକ ଥାଏ । ଏହି ପବନରେ ପାଣିର ଛୋଟ ଛୋଟ ବୁନ୍ଦା ରହିଥାଏ ଯେଉଁଥି ପାଇଁ ପବନ ଅଧିକ ଲାଗିଥାଏ । ଅଧିକ ପବନ ପାଇଁ ଏହା ପଙ୍ଖା ଠାରୁ ଅଧିକ ଥଣ୍ଡା ଦେଇଥାଏ । କିନ୍ତୁ ସବୁବେଳେ କୁଲରରେ ରହିବା ଶରୀର ପାଇଁ ଠିକ ହୋଇନଥାଏ ।…

ଛୋଟ ଅବହେଳା ପଡିପାରେ ଭାରି, କୁଲର ଚଲାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍‌

ବର୍ତ୍ତମାନ ଚାରିଆଡେ ଭିଷଣ ଗରମ । ଆଉ ଗରମରୁ ମୁକ୍ତି ପାଇବାକୁ ଲୋକମାନେ ବହୁତ ପ୍ରକାର ଉପକରଣ ସବୁ ବ୍ୟବହାର କରୁଛନ୍ତି । ଏସି କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବପର ନହେଉଥିବାରୁ ପ୍ରାୟତଃ ଲୋକମାନେ କୁଲରକୁ ଅଧିକ ବ୍ୟବହାର କରୁଛନ୍ତି । କିନ୍ତୁ କୁଲର ଦ୍ୱାରା ଅନେକ ଘଟଣା ସାମ୍ନାକୁ ଆସୁଛି ।…

ଖରା ଦିନରେ କୁଲରରୁ ଥଣ୍ଡା ପବନ ଆସୁନାହିଁ? ତେବେ ଏହି ଟିପ୍ସ ମାନିଲେ ପାଇବେ ଏସି ଭଳି ଥଣ୍ଡା ପବନ

ଗ୍ରୀଷ୍ମ ଋତୁ ଆସିଯାଇଛି । ବର୍ତ୍ତମାନ ଲୋକମାନେ ପୁରୁଣା କୁଲର୍ ଓ ଏସି କୁ ପୁଣି ବ୍ୟବହାର କରୁଛନ୍ତି । ତେବେ ଭାରତର ଅଧିକାଂଶ ଲୋକ କୁଲର ବ୍ୟବହାର କରନ୍ତି । ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ପୁରୁଣା କୁଲର୍ ବ୍ୟବହାର କରୁଛନ୍ତି । ମରାମତି ପରେ ଲୋକମାନେ ଏହାକୁ ବର୍ଷ…

ପୁରୁଣା କୁଲର ଘରକୁ କରିଦେବ କାଶ୍ମୀର, ତେବେ ତୁରନ୍ତୁ ଫଲୋ କରନ୍ତୁ ଏହି ଟିପ୍ସ ନୂଆ କିଣିବାର ପଡିବନି ଆବଶ୍ୟକତା

ପୁରୁଣା କୁଲର ଘରକୁ କରିଦେବ କାଶ୍ମୀର। କେମିତି ଭାବୁଛନ୍ତି କି? ତାହେଲେ ଜାଣନ୍ତୁ, ଆପଣଙ୍କୁ କେବଳ କିଛି ତରିକାକୁ ଆପଣେଇବାକୁ ପଡିବ। ଯାହାପରେ ଘର ଏତେ ଥଣ୍ଡା ହୋଇଯିବ ଯେ ଅତିଥି ବି କହିବେ କଣ ନୂଆ ଏସି କିଣିଛନ୍ତି କି? ହଁ ଆଜ୍ଞା ଏମିତି ହିଁ ଫିଲ୍‌ କରାଇବ ଆପଣଙ୍କ ପୁରୁରା କୁଲର। ଗରମ…

AC ପରି କାନ୍ଥରେ ଝୁଲିବ ଏହି କୁଲର: ୧ ମିନିଟରେ ଘରକୁ କରିବ ଥଣ୍ଡା, ବିଦ୍ୟୁତ ବିଲ୍ ମଧ୍ୟ ଆସିବ କମ୍

ବର୍ତ୍ତମାନ ଶୀତ ଋତୁ ସରି ଧୀରେ ଧୀରେ ଗ୍ରୀଷ୍ମ ଋତୁ ପ୍ରବେଶ କଲାଣି । ଆଉ କିଛି ଦିନପରେ ଖରାର ତାପମାତ୍ରା ବଢିବା ସହିତ ଅସହ୍ୟ ଗରମ ବି ଅନୁଭୂତ ହେବ । ଗରମ ପାଇଁ ଲୋକମାନେ ଏବେ ଠାରୁ AC, କୁଲର ଓ ଫ୍ୟାନକୁ ସଜାଡୁଛନ୍ତି । ଅନେକ ଲୋକ AC ଲଗାଇବାକୁ ସମକ୍ଷ ନୁହଁନ୍ତି । ଏଥିପାଇଁ ସେମାନେ…

ପୁରୁଣା କୁଲର ଆଉ ଦେଉନି ଥଣ୍ଡା ପବନ, ତେବେ ୫୦୦ ଟଙ୍କାରେ ଏପରି କରନ୍ତୁ ଚକାଚକ୍‌

ବର୍ଷ ବର୍ଷ ଧରି ଲୋକମାନେ ଗରମ ଦିନ ଆସିଲେ କୁଲର ବ୍ୟବହାର କରିଆସୁଛନ୍ତି। ଯଦି ଆପଣଙ୍କ ଘରେ ମଧ୍ୟ ଏମିତି କୁଲର ରହିଛି ଯାହା ପୂର୍ବରୁ ଆପଣଙ୍କ କୁଲରକୁ ଥଣ୍ଡା ରଖୁଥିଲା କିନ୍ତୁ ଏବେ କେବଳ ଗୋଟେ କୋଣରେ ପଡିକି ରହିଛି, ତାହେଲେ ଆଜି ଆପଣଙ୍କୁ ଜଣାଇବୁ କିଛି ଏମିତି ଟିପ୍ସ। ଯାହାକୁ ଆପଣେଇ ଆପଣ…

କୃଷକଙ୍କ ଅଜବ ଜୁଗାଡ, କୁଲର ମାଧ୍ୟମରେ ଧାନରୁ ଅଗାଡି ସଫା

ଖାଦ୍ୟ ହେଉଛି ଆମ ଜୀବନ । କାରଣ ଖାଦ୍ୟ ବିନା ବଞ୍ଚିବା ଅସମ୍ଭବ । ପୁଣି ଆମ ଭାରତୀୟଙ୍କର ସବୁଠାରୁ ମୁଖ୍ୟ ଖାଦ୍ୟ ହେଉଛି ଭାତ । ଭାରତୀୟମାନେ ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି , ଯେମିତି ଭିନ୍ନ ଭିନ ଖାଦ୍ୟ ଖାଆନ୍ତୁ ନା କାହିଁକି କିନ୍ତୁ ପ୍ରଥମ ପ୍ରାଧାନ୍ୟ ରହିବ ଭାତ । ସମସ୍ତେ…