cop suspended after dance video viral

ଅନ୍ୟମାନଙ୍କୁ ତାଗିଦ କରୁଥିଲେ କିନ୍ତୁ ନିଜ ବେଳା ପଡିଗଲା ଖରାପ, ସିଟ ବେଲ୍ଟ ନଲଗାଇ ଗୀତ ବଜାଇ ନାଚି ଚାଲିଗଲା ପୋଲିସବାକୁଙ୍କ ଚାକିରି

ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା ଡ୍ୟାନ୍ସ। ସିଟ୍ ବେଲ୍ଟ ନଲଗାଇ ଗୀତ ବଜାଇ ନାଚିବା ମହଙ୍ଗା ପଡ଼ିଲା ପୋଲିସ ବାବୁଙ୍କୁ। ଭିଡିଓ ଭାଇରାଲ ପରେ ଚାଲିଗଲା ଚାକିରି।…

2 years ago