ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ‘ମକା’ ଖାଇ ପେମେଣ୍ଟ୍ କଲେ ୫୨୫ ଟଙ୍କା ! ସୋସିଆଲ ମିଡିଆରେ ଭାଇରାଲ
ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ମହଙ୍ଗା ‘କର୍ଣ୍ଣ ଡିସ୍’ ଖାଇ ନିରାଶ ହୋଇଛନ୍ତି ଜଣେ ମହିଳା ଗ୍ରାହକ । ଖାଦ୍ୟର ଫଟୋକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ଭାଇରାଲ ହେବା ପରେ ୟୁଜରମାନେ ନାନା ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଆସନ୍ତୁ ଜାଣିବା ପୂରା ଘଟଣା କ’ଣ ରହିଛି……