Browsing Tag

corn spinach sandwich

ସନ୍ଧ୍ୟାରେ ବନାଇ ଖାଆନ୍ତୁ କର୍ଣ୍ଣ ପାଳଙ୍ଗ ସାଣ୍ଡଓ୍ଵିଚ୍‌ , ଚା ସହିତ ଆସିଯିବ ମଜା

ଭାରତୀୟ ଘର ଗୁଡିକରେ ଭିନ୍ନ ଭିନ୍ନ ପ୍ରକାରର ସାଣ୍ଡଓ୍ଵିଚ୍‌ ତିଆରି ହୋଇଥାଏ। ଅନେକ ଥର ତ ପରିବା ବଳକା ରହିଗଲେ ସାଣ୍ଡଓ୍ଵିଚ୍‌ ପ୍ରସ୍ତୁତ କରିଦିଆଯାଏ। ଏମିତିରେ ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ପ୍ରସ୍ତୁତ କରିବେ କର୍ଣ୍ଣ ପାଳଙ୍ଗ ସାଣ୍ଡଓ୍ଵିଚ୍‌। ଆବଶ୍ୟକ ସାମଗ୍ରୀ ୨୦୦ ଗ୍ରାମ…