କରୋନାକୁ ନେଇ ସତର୍କ ରହିବାକୁ ଦେଶବାସୀଙ୍କୁ ଅପିଲ୍ କଲେ ମୋଦି, କହିଲେ ‘ବାରମ୍ବାର ହାତ ଧୋଇବା ସହ ମାସ୍କ…
ନୂଆଦିଲ୍ଲୀ : ନୂଆବର୍ଷରେ ସେଲିବ୍ରେସନ୍ କର ହେଲେ ସତର୍କ ରହିବା ଜରୁରୀ । ଚୀନ୍ ସମେତ ବିଭିନ୍ନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଥିପାଇଁ ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ଧୋଇବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷର ଶେଷ 'ମନ କୀ…